ଏବେ ଏବେ Puni ଆଖି ବୁଜିଲେ ଆଉ ଜଣେ ଲୋକପ୍ରିୟ ବରିଷ୍ଠ ଅଭିନେତା, ଶୋକରେ ବୁଡ଼ିଲା ପୁରା ଓଲିଉଡ଼ ଜଗତ…

jk90

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ସକାଳୁ ଏକ ଦୁଖଃ ଖବର ଆମ ପାଖରେ ଆସି ପହଁଚିଜାଇଛି । ସେମିତି ରେ ଆପଣ ମାନେ ଜାଣନ୍ତି ଆମେ ମାନେ ଅନେକ କଳାକାର ମାନଙ୍କୁ ହରେଇଲେଣି । ତେବେ ସେ ବିଜୟ ମହାନ୍ତି ହୁଅନ୍ତୁ କିମ୍ବା ମିହୀର ଦାସ । ତେବେ ଏହି ନିକଟ ରେ ଆପଣ ମାନେ ଜାଣିଥିବେ ରାଇମୋହନ ପରିଡା ଙ୍କର ମଧ୍ୟ ମୃତ୍ୟୁ ଘଟିଛି । ହେଲେ ପୁଣି ଥରେ ଏକ ବରିଷ୍ଟ କଳାକାର ଙ୍କର ମଧ୍ୟ ଆଜି ମୃତ୍ୟୁ ଘଟିଛି । ଯାହା ପାଇଁ ଆଜି ସାରା ଓଲିଉଡ ରେ ଦୁଖଃର ଲହରୀ ଖେଳିଜାଇଛି ।

ତେବେ ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ ତେଲୁଗୁ ଇଣ୍ଡଷ୍ଟ୍ରୀ ର କ୍ରିଷ୍ଣନ ରାଜୁ ଙ୍କ ବିଷୟ ରେ କହିବା ପାଇଁ ଚାହୁଁଛୁ । ତେବେ ବନ୍ଧୁଗଣ କ୍ରିଷ୍ଣନ ରାଜୁ ହୃଦଘାତ ଜନିତ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ତେବେ ବନ୍ଧୁଗଣ କ୍ରିଷ୍ଣନ ରାଜୁ ହେଲେ ପ୍ରଭାସ ଙ୍କ ପରିବାର ଲୋକ ତେବେ କ୍ରିଷ୍ଣନ ରାଜୁ ହସ୍ପିଟାଲ ରେ ବହୁତ ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ତେବେ ରିବେଲ ରିଟର୍ଣ୍ଣ୍ସ ରେ ଦମଦାର ଭାବେ ଅଭିନୟ କରି କ୍ରିଷ୍ଣନ ରାଜୁ ତାଙ୍କର ଅଭିନୟ ର ପାରଦର୍ଷିତା ସମସ୍ତ ଙ୍କ ପାଖରେ ଦେଖେଇ ଥିଲେ । ତେବେ ସେ ଜଣେ ଅଭିନେତା ସହିତ ଜଣେ ଭଲ ଡିରେକ୍ଟର ବି ମଧ୍ୟ ତେବେ ସେ ପ୍ରଭାସ ଙ୍କ ପରିବାର ଲୋକ ହେଉଥିବାରୁ ବର୍ତମାନ ସମୟ ରେ ପ୍ରଭାବ ଏହାକୁ ନେଇ ବହୁତ ଦୁଖଃ ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ କ୍ରିଷ୍ଣନ ରାଜୁ ଜଣେ ବହୁତ ବଡ କାଳାକାର ଅଟନ୍ତି ।

ତେବେ ବନ୍ଧୁଗଣ ଅନେକ କଳାକାର ମାନେ ଓଲିଉଡ ଏବଂ ଟଲିଉଡ କୁ ଛାଡି ସାରିଥିବା ବେଳେ ମିଷ୍ଟର କ୍ରିଷ୍ଣନ ରାଜୁ ତାଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ତେବେ ତାଙ୍କର ଅଭିନୟ ର ଯାଦୁଗରୀ ରିବେଲ ରିଟର୍ଣ୍ଣ୍ସ ରେ ଦେଖିବା ପାଇଁ ମିଳିଥିଲା । ତେବେ ସେ ଅନେକ ଚଳଚିତ୍ର ର ଡିରେକ୍ସନ ଦେବା ସହିତ ସେ ନିଜର ଏକ ପରିଚୟ ଗଢିଛନ୍ତି । ତେବେ ତାଙ୍କର ଅବଦାନ ତେଲୁଗୁ ଏବଂ କର୍ଣ୍ଣଡ ଫିଲ୍ମ ରେ ବହୁତ ପରିମାଣ ରେ ରହିଥିବା ବେଳେ ଆମେ ତାଙ୍କର ଆତ୍ମାର ସଦଗତି କାମନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *