Durga Puja ମାଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ଭାଗ୍ୟ ବଦଳିବ |

Durga puja

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କଏପରି ଏକ ଫୁଲ ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଦୁର୍ଗା ପୂଜା ର ନବମୀ ଦିନ ମାଆ ଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ଆପଣ ଙ୍କ ର ଭାଗ୍ୟ ନିଶ୍ଚୟ ବଦଳି ଯିବ , ତେବେ ସେହି ଫୁଲ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ଏହି ବର୍ଷ ନବରାତ୍ରୀ 26 ସେପ୍ଟେମ୍ବର ସୋମବାର ଦିନ ପଡିବାକୁ ଯାଉଛି ଏହି ନବ ରାତ୍ରୀ 5 ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯିବ , ହିନ୍ଦୁ ଧର୍ମ ରେ ଏହି ସମୟ କୁ ଅତ୍ୟନ୍ତ ଖାସ ବୋଲି କୁହାଯାଇଛି କେବଳ ଏତିକି ନୁହଁ ଭକ୍ତ ମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି କୁହାଯାଏ କି ନବରାତ୍ରୀ ର ଏହି ନଅ ଦିନ ରେ ଭକ୍ତ ମାନେ ମାଆ ଙ୍କୁ ପ୍ରସନ୍ନ କରିଥାନ୍ତି ଏବଂ ମାତା ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଚ୍ଛା କୁ ପୁରଣ କରିଥାନ୍ତି ,

Durga

ଏହି ନଅ ଦିନ ରେ ମାଆ ଙ୍କ ର ନଅ ଟି ରୂପ କୁ ପୂଜା କରାଯାଇଥାଏ ଏବଂ ଦଶମୀ ଦିନ ଦଶହରା ନାମ ରେ ପ୍ରସିଦ୍ଧ ହୋଇଥାଏ । ନବରାତ୍ରୀ ବର୍ଷ କୁ ଚାରିଥର ଆସିଥାଏ ପୈଷ , ଚୈତ୍ର , ଆଶାଢ , ଆଶିନ୍ୱ ମାସ ର ପ୍ରତିପଦ ରୁ ଆରମ୍ଭ ହୋଇ ଏହା ନବମୀ ଯାଏ ପାଳନ କରାଯାଇଥାଏ ନବରାତ୍ରୀ ର ଏହି ନଅ ରାତ୍ରୀ ରେ 3 ଟି ଦେବୀ ଙ୍କୁ ଯଥା ମାଆ ଲକ୍ଷ୍ମୀ , ମାଆ ସରସ୍ୱତା ଏବଂ ମାଆ ଦୁର୍ଗା ଙ୍କ ର ନଅ ଟି ରୂପ କୁ ପୂଜା କରାଯାଇଥାଏ ଯାଆକୁ ନବଦିର୍ଘ କୁହାଯାଏ ।

କୁହାଯାଏ ଯେ ମାଆ ଦୁର୍ଗା ଭଗବାନ ଶିବ ଙ୍କୁ ସ୍ୱାମୀ ଙ୍କ ରୂପ ରେ ପାଇବା ପାଇଁ ଯେଉଁ ଭଳି ଭାବରେ କଠିନ ତପସ୍ୟା କରିଥିଲେ ଠିକ ସେହିପରି ଯେଉଁ ମହିଳା ମାନେ ନଅ ଦିନ ରେ ମାଆ ଦୁର୍ଗା ଙ୍କ ର ପୂଜା ଅର୍ଚ୍ଚନା କରିଥାନ୍ତି ଭକ୍ତି ର ସହ ତେବେ ମାଆ ଦୁର୍ଗା ସେମାନଙ୍କ ବୁଶେଷ ବରଦାନ କରିଥାନ୍ତି ତେଣୁ ଏହି ଦଶହରା ଅବସର ରେ ଅର୍ପଣ କରନ୍ତୁ ଏହି ଫୁଲ ,

Maa Durga

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୂଜା ପାଠ ରେ ଫୁଲ ର ଏକ ଅଲଗା ମହତ୍ୱ ରହିଥାଏ , ତେବେ ବନ୍ଧୁଗଣ ମନ୍ଦାର ଫୁଲ ଏକ ଏମିତି ଫୁଲ ଯାହାକୁ ମାଆ ଙ୍କ ର ଅତି ପ୍ରିୟ ହୋଇଥାଏ , ତେବେ ଆପଣ ମାନେ ଯଦି ଏହି ଫୁଲ କୁ ମାଆ ଙ୍କ ପାଖରେ ଅର୍ପଣ କରନ୍ତୁ ତେବେ ମାଆ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣ ଙ୍କ ର ସମସ୍ତ ମନସ୍କାମନା ପୁରଣ କରିଥାନ୍ତି , ତେବେ ଆପଣ ମାନେ ମନ୍ଦାର ଫୁଲ କୁ ମାଆ ଙ୍କ ନବମୀ ଦିନ ପୂଜା ସମୟ ରେ ନିଶ୍ଚୟ ଅର୍ପଣ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *