ଘର ପାଇବା ପାଇଁ କରିଦିଅନ୍ତୁ ଏହି କାମ । ଏବେ ହିଁ କରନ୍ତୁ

house

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଏବେ ଏବେ ପିଏମ ଆବାସ ଯୋଜନା କୁ ନେଇ ଆସିଛି କିଛି ବଡ ଖବର ଯାହାକି ଆପଣ ମାନଙ୍କ ର ଜାଣି ରଖିବା ନିହାତି ଜରୁରୀ । ଖୁବ ଶିଘ୍ର ପ୍ରସ୍ତୁତ ହେବାକୁ ଯାଉଛି ୱାର୍କଡ ଆପଣ ମାନଙ୍କ ଖାତା କୁ ଆସିବ ଟଙ୍କା ଏବଂ ଆପଣ ମାନେ ପ୍ରସ୍ତୁତ କରିପାରିବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ।

ଏବେ ରାଜ୍ୟ ରେ କାଳିଆ ଯୋଜନା ର ଟଙ୍କା ମିଳିବା ପରେ ଆସନ୍ତା 10 ତାରିଖ ସୁଦ୍ଧା ପିଏମ କିଷାନ ଯୋଜନା ଅଧିନରେ ଆସିବାକୁ ଯାଉଛି 2000 ଟଙ୍କା । ତେବେ ଏହି ମଧ୍ୟ ରେ ଆସୁଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବଡ ଖବର ଯଦି ଆପଣ ମାନେ ମଧ୍ୟ ଲିଷ୍ଟ ର ତାଲିକା ଦେଖିବା ପାଇଁ ଚାହୁଁଥିବେ ତେବେ ଆପଣ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅଫିସାଇଲ ୱେବସାଇଟ ରେ ଯାଇ ଦେଖି ପାରିବେ ।

pm

ଆଉ ଏହା ଛଡା ମିଳୁଥୁବା ବେଶଷ ସୂତ୍ର ରୁ ସୂଚନା ମୁତାବକ ଏହି ସେପ୍ଟେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ପ୍ରସ୍ତୁତ ହେବ ୱାର୍କଡ ଯେଉଁ ମାନଙ୍କ ଲିଷ୍ଟ ରେ ନାମ ଥିବ ସେମାନଙ୍କ ଖାତା କୁ ଆସିବାକୁ ଯାଉଛି ଟଙ୍କା ଯାହାକି ନୂଆ ଆର୍ଥିକ ବର୍ଷା 2022 -23 ରେ ଖୁବ ଶିଘ୍ର ଆବଣ୍ଟିତ ହେବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅନ୍ତର୍ଗତ ପକ୍କା ଘର । ଆଉ ଏହା ସହ କିଛି ଦିନ ପୁର୍ବ ରୁ ଆମର ପ୍ରଧନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରି ଜଣାଇଥିଲେ ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ଆସନ୍ତା 2024 ପର୍ଯ୍ୟନ୍ତ ଜାରି ରଖିବାକୁ ।

ତେବେ ଏହି 2022 ରେ ଖିବ ଶିଘ୍ର ରାଜ୍ୟ ରେ ଆବଣ୍ଟିତ ହେବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ନିର୍ମାଣ । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ନିର୍ମାଣ ର କିଛି ବଡ ଖାସ ଖବର ଯାହାକୁ ଆପଣ ମାନଙ୍କ ର ଜାଣିବା ନିହାତି ଦରକାର ଅଟେ ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବର କେମିତି ଲାଗିିଲା ତାହା ଆପଣ ମାନେ ଆମକୁ ଏହି ପୋଷ୍ଟ ମାଧ୍ୟମ ରେ ନିଶ୍ଚିନ୍ତ ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *