ବର୍ଷା ସମୟରେ ଏମିତି କରନ୍ତୁ || ଲାଭ ହେବ ଧନ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ନିତୀବାଣି ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ କରିବା ଦ୍ୱାରା ଆପଣ ମାନଙ୍କ ର ମଙ୍ଗଳ ହେବା ସହ ଆପଣ ଙ୍କ ର ପରିବାର ର ମଧ୍ୟ ମଙ୍ଗଳ ହେବ , ତେବେ ଆପଣ ମାନେ କେବେ ହେଲେ ଏହି 5 ଟି ସ୍ଥାନ କୁ କେବେ ହେଲେ ଜୋତା ମାଡି ଯାଆନ୍ତୁ ନାହିଁଁ ।

ତେବେ ପ୍ରଥମ ସ୍ଥାନ ଟି ହେଉଛି ରୋଷେଇ ଘର , ଟଙ୍କା ରଖିଥିବା ସ୍ଥାନ , ମନ୍ଦିର , ଭଣ୍ଡାର ଗୃହ , ଧର୍ମ ସ୍ଥାନ ବା ତିର୍ଥ ସ୍ଥାନ ତେବେ ଏହି ସବୁ ସ୍ଥାନ ମାନଙ୍କୁ ଜୋତା ନ ମାଡି ଯିବା ଦରକାର ଏ କଥା ମାନିଲେ ଆପଣ ଙ୍କ ର ମଙ୍ଗଳ ହେବ ।

jitu das

ତେବେ ଏହା ପରେ ପ୍ରତିଦିନ ଆପଣ ଗୀତା ର ଏକ ଶୋଳ୍କ ପାଠ କରିବା ଆବଶ୍ୟକ ଯଦି ଆପଣ ଙ୍କୁ ଲାଗୁଥାଏ କି ଆପଣ ଙ୍କ ର ଜୀବନ ରେ କିଛି ଅମଙ୍ଗଳ ହେଉଥାଏ ତେବେ ଆପଣ ମାନେ ଗୁରୁବାର ଦିନ ସାତ ଜଣ ବ୍ରାହ୍ମଣ ଙ୍କୁ ଡାକି ସାତ ଗୋଟି ଗୀତା ଦାନ କରିବା ଏହା ଆପଣ ଙ୍କ ପାଇଁ ଭଲ ହୋଇଥାଏ ଏବଂ ବିଶେଷ କରି ଗର୍ଭଧାରଣ କରିଥିବା ମହିଳା ମାନେ ଗୀତା କୁ ପ୍ରତିଦିନ ପଠନ କରିଲେ ଏହା ଆପଣ ଙ୍କ ପାଇଁ ମଙ୍ଗଳ ହୋଇଥାଏ ।

ଯଦି ଆପଣ ରାସ୍ତା ରେ ଯିବା ସମୟ ରେ ଯଦି ଏକ ଗାଇ ଆପଣ ଙ୍କୁ ଚୋରୁ ଥିବା ସମୟ ରେ ଦେଖନ୍ତି ତେବେ ସେହି ଗାଇ ଆପଣ ଙ୍କ ର ବାମ ରେ ଥାଉ କି ଡାହାଣ ରେ ଥାଉ ପଛରେ ଥାଉ କି ଆଗରେ ଥାଉ ଯଦି ସେ ଆପଣ ଙ୍କୁ ଚୋରୁ ଥିବା ସମୟ ରେ ଦେଖିଦିଏ ତେବେ ଆପଣ ଜାଣି ରଖନ୍ତୁ କି ଆପଣ ଙ୍କ ର କାମ 100 ଗୁଣା ଅଧିକ ଲାଭ ଦେଇଥାଏ ।

jitu das

ଆପଣ ମାନେ ସମସ୍ତେ ମନ୍ଦାର ଫୁଲ ଦେଖିଥିବେ ତେବେ ଆପଣ ମାନେ ଯଦି ପ୍ରତ୍ୟେକ ସୋମବାର ଦିନ ଗୋଟିଏ ଧଳା ମନ୍ଦାର ଫୁଲ ଭଗବାନ ଶିବ ଙ୍କ ଠାରେ ଅର୍ପଣ କରନ୍ତି ତେବେ ଏହା ଆପଣ ଙ୍କ ଘର କୁ ସମସ୍ତ ଗୁଣି ଗାରେଡି ଠାରୁ ରକ୍ଷା କରିଥାଏ କାରଣ ଧଳା ମନ୍ଦାର ଫୁଲ କୁ ତାନ୍ତ୍ରିକ ଫୁଲ ବୋଲି ମାନାଯାଇଥାଏ , ତେବେ ଆପଣ ମାନେ ଯଦି ଏପରି କଥା କୁ ମାନନ୍ତି ତେବେ ଏହା ଆପଣ ଙ୍କ ପାଇଁ ମଙ୍ଗଳ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *