ଦୀନେଶ ଖୋଲିଲେ ମୁଁହ,ଛୁଆ ଦେ ଟଙ୍କା ନେଇ ଘଟଣା Samadhan କର ନହେଲେ ଆମେ ଆଉ…

dipika 1

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଘଟଣା ର ସମାଧାନ ପାଇଁ ଟଙ୍କା ଜାଚୁଛନ୍ତି ଶଶୁର ଘର ଲୋକେ ଗୋଟିଏ ପଟେ ଛୁଆକୁ ନେବା କଥା କହୁଛନ୍ତି । ତ ଅନ୍ୟ ପଟେ ଟଙ୍କା ଦେଇ କମ୍ପ୍ରମାଇଜ କଥା କହୁଛନ୍ତି । ଏମିତି କରିବା ପଛରେ କଣ ରହିଛି କାରଣ ଛୁଆ ପାଇଁ ଦିନେଶ ଙ୍କ ଘର ଆଗରେ ବସିଛନ୍ତି ଦୀପିକା ତେବେ ଯଦି ଛୁଆକୁ ଆପଣେଇବେ ତେବେ ଦୀପିକା କାହିଁକି ନୁହେଁ ।

ଲାଗୁଛି ଦିନେଶ ଙ୍କ ନାମରେ ଦିଆଜାଇଥିବା ରେ-ପ କେସ୍ ଆପଣାଉ ନାହାଁନ୍ତି ପରିବାର ଲୋକ ଛୁଆର ଲାଳନ ପାଳନ ଦିନେଶ ଙ୍କ ପତ୍ନୀ କରିବେ ତେବେ ଏହି ଘଟଣା ଟି କେତେ ପରିମାଣ ରେ ସତ ତାହା ମୋଟେ ବି ଜଣା ପଡିନାହିଁ । ହେଲେ ଏହିଥିରେ ଦୀପିକା ରାଜି ନୁହଁନ୍ତି । ସେ ସିଧା ସିଧା କହିଛନ୍ତି ଯେ ମତେ ଆପଣେଇବାକୁ ଯଦି ସେ ମନା କରୁଛନ୍ତି । ତେବେ ଛୁଆକୁ କଣ ପାଇଁ ରଖିବେ ମୋ ପ୍ରତି ଯଦି ଭଲ ପାଇବା ନାହିଁ ତେବେ ମୋ ଛୁଆ ପ୍ରତି କେଉଁଠୁ ଆସିଲା ? ନା ଏହି ସବୁ ତାଙ୍କର ଏକ ପ୍ଲାନ୍ ଅଟେ ।

dipika 1 1

ତେବେ କୋର୍ଟ ର ରାୟ ଅସୁମ ରାୟ ଦେବେ କୋର୍ଟ । ତାକୁ ମୁଁ ମାନିବି ଏବଂ ଦିନେଶ ମଧ୍ୟ ମାନିବେ ତେବେ ଦୁଇ ମାସ ହୋଇଯିବ ମୁଁ ଏଠାରେ ବସି ରହିଛି । ତେବେ ଦିନେଶ ଥରଟିଏ କି ଆସିନାହାଁନ୍ତି । ଓଲଟା ସେ କହୁଛନ୍ତି କି ଦୀପିକା କିଏ ମୁଁ ମୋଟେ ବି ଜାଣି ନାହିଁ । ତେବେ କିଛି ଦିନ ଆଗରୁ ଗଣ ମାଧ୍ୟମ ଆଗରେ କହିଥିଲେ କି ଗଣମାଧ୍ୟମ ସାମ୍ନାରେ ସେ ଝିଅ ମତେ ଫସେଇ ବ୍ଲାକ ମେଲ କରୁଛି ବୋଲି । ସେ ଯେଉଁ ଆଡେ ଡାକୁଥିଲେ ମୁଁ ସେହି ଆଡେ ଯାଉଥିଲି ।

ଏବେ ଗୋଟିଏ ପ୍ରଶ୍ନ ଦିନେଶ ପାଇଁ ମତେ ଯଦି ସେ ଜାଣି ନଥିଲେ ତବେ ମୋ ସହିତ ବୁଲୁଥିଲେ କଣ ପାଇଁ ମୋ ସହିତ ହୋଟେଲ ରେ ରହୁଥିଲା କଣ ପାଇଁ । ତୁମକୁ ହୁଏତ ଏହି ସବୁ ଖୁସୀ ଲାଗୁଥିବ ହେଲେ ମତେ ନୁହେଁ । ନହେଲେ ମତେ ଛାଡି ରଶ୍ମି ପ୍ରେମରେ ପଡିନଥାନ୍ତ ତମେ ବର୍ଷକୁ ଗୋଟିଏ ଝିଅ ବଦଳେଇବା କାମ ତୁମର ।

ମୁଁ ତୁମକୁ ବହୁତ ଭଲ ପାଇଥିଲି ହେଲେ ତୁମେ ମୋ ସହିତ ବିଶ୍ୱାସ ଘାତକ କରିଲ ଆଜି ମଧ୍ୟ ଦାଣ୍ଡ ଦୁଆରେ ବସେଇ ହଇରାଣ କରିଲ ଲୋକ ମାନେ ମତେ ପଚାରୁଛନ୍ତି ତୁମକୁ ତ ନୁହେଁ । ଆପଣେଇବାର ରହିଛି ତେବେ ଦୁହିଁଙ୍କୁ ଆପଣେଇ ନିଅ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *