Dinesh ଙ୍କ ପରିବାର କୁ ନେଇ Deepika ଦେଲେ ଏଭଳି ପ୍ରତିକ୍ରିୟା। ।

dipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଦିପିକା ଙ୍କ ଧାରଣା ସଂମ୍ପର୍କ ରେ ଅବଗତ ରହିଥିବେ । ବନ୍ଧୁଗଣ ଦୀପିକା ଙ୍କ ଧାରଣା କୁ ଦିର୍ଘ ଏକ ମାସ ବିତିଥିଲେ ବି ଏହାର ସମାଧାନ ହୋଇ ପାରି ନାହିଁ । ହେଲେ ଦିପିକା ବର୍ତମାନ ସମୟ ରେ ନିଜର ଜିଦି ରେ ଅଟଳ ରହିଛନ୍ତି । ଆଉ ଏବେ ଯାଏ ଦିପିକା ଦିନେଶ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ତାଙ୍କ ପାଖରେ ରହିଛି ତାଙ୍କର 19 ମାସର ପୁଅ ପୁଅ କୁ ବାପାର ପରିଚୟ ଦେବା ଓ ନିଜକୁ ସ୍ତ୍ରୀ ର ମାନ୍ୟତା ଦେବା ନିମନ୍ତେ ଦୀପିକା ବର୍ତମାନ ସମୟ ରେ ଧାରଣା ରେ ବସିଛନ୍ତି ।

ହଁ ବନ୍ଧୁଗଣ ଆମେ ଏଠାରେ ଦୀପିକା ଙ୍କ ବିଷୟ ରେ କହୁଛୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦିନେଶ ଙ୍କ ପରିବାର ଲୋକ ଦୀପିକା ଙ୍କୁ ଅନେକ ପ୍ରକାରର ହଇରାଣ ହରକତ କରୁଛନ୍ତି । ତେବେ ପ୍ରଥମେ ତ ତାଙ୍କୁ ମାଗିବାକୁ ଆରମ୍ଭ କରିଥିଲେ । ତାଙ୍କର ପାଲ ମଧ୍ୟ ଚିରି ଦେଇଥିଲେ । ଗଜାନନ୍ନ ଙ୍କ ପୂଜା ରେ ମଧ୍ୟ ସେମାନେ ବିଘ୍ନ କରିଥିଲେ । ଏବଂ ଏବେ ଦୀପିକା ସେଠାରେ ରୋଷେଇ କରି ଖାଉଥିବରୁ ବଜାର ରୁ ବିଭିନ୍ନ ପରିବା କିଣି ଆଣିଥିଲେ ।

dipika 1 1

ହେଲେ ସେହି ସବୁ କୁ ବି ଦିନେଶ ଙ୍କ ପରିବାର ଲୋକ ନଷ୍ଟ କରି ଦେଇଛନ୍ତି । ଯେଉଁଥି ପାଇଁ ଦୀପିକା ଙ୍କ ବହୁତ ମନ ଦୁଖଃ ରହିଛି । ତେବେ ଦୀପିକା ବର୍ତମାନ ନିଜେ କରିଥିବା ଭୁଲ ପାଇଁ ପଶ୍ଚ୍ୟାତାପ କରୁଛନ୍ତି । ଏହି ସଂମ୍ପର୍କ ରେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି କହିଛନ୍ତି । ମୁଁ ଯେଉଁ ଭୁଲ କରିଲି ସେହିଥି ପାଇଁ ମୋ ଜିବନ ନଷ୍ଟ ହୋଇଗଲା ।

ତେବେ ବିବାହ ପୂର୍ବରୁ ଶା-ରୀ-ରିକ ସଂ-ମ୍ପର୍କ ରଖିବା ମୋ ପାଇଁ ବହୁତ ଭାରି ପଡିଛି । ତେବେ ମୋ ଜାହାବି ହେଉଛି ହେଉ ହେଲେ ମୋ ପୁଅର କିଛି ବି ନ ହେଉ । ତାଙ୍କୁ ତାର ବାପାର ପରିଚୟ ମିଳୁ । ଜାହା ଦ୍ୱାରା ସେ ତାର ପରିଚୟ ସମାଜ ରେ ବନେଇ ପାରିବ । ତେବେ ଏହି ଦିନର ବାଇଟ ରେ କିଛି ଏମିତି ଭାବେ କହିଛନ୍ତି ଦୀପିକା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *