ଦିନ ମଜୁରୀ କରୁଥିବା ଶ୍ରମିକମାନେ ମଧ୍ୟ ମାସକୁ ୩ ହଜାର ଟଙ୍କା ପାଇବେ! EPFO ର ପ୍ରସ୍ତାବିତ ଯୋଜନା ଏବଂ ସର୍ତ୍ତଗୁଡିକ କ’ଣ ଜାଣନ୍ତୁ

EPFO 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ । ଅସଂଠିତ କ୍ଷେତ୍ର କୁ ଅର୍ଥାତ ଦୈନିକ ମଜୁରୀ ଏବଂ କ୍ଷୁଦ୍ର ଶ୍ରମିକ ମାନଙ୍କୁ ବଡ ଉପହାର ଦେବାକୁ ରାଜି ହୋଇଛି । ଏହି ଶ୍ରମିକ ଙ୍କ EPFO ପ୍ରସ୍ତାବିତ ଯୋଜନାରେ ଅନ୍ତର୍ଭୁକ୍ତ କରାଜାଇ ପାରିବ । ତେବେ ବ୍ୟକ୍ତିଗତ ଅବଦାନ ଉପରେ ଆଧାର କରି ନୂତନ ଯୋଜନା ପ୍ରସ୍ତୁତି କରାଜାଇଛି ।

ଏହା ନିଶ୍ଚିତ କରିଥାଏ କି ପ୍ରତ୍ୟୋକ କର୍ମଚାରୀ 60 ବର୍ଷ ବୟସ ପରେ 3000 ଟଙ୍କାର ପେନସନ ପାଇବେ । ତେବେ ବନ୍ଧୁଗଣ ପେନସର ଯୋଜନା କୁ ୟୁନିଭର୍ସାଲ୍ ପେନସନ ସ୍କିମ୍ ଭାବେ ନାମିତ କରାଜାଇ ପାରେ । ଯାହା ବିଦ୍ୟମାନ କର୍ମଚାରୀ ଙ୍କ ପେନସନ ସ୍କିମ୍ । ତେବେ ଏହି ସ୍କିମ୍ 1995 ର ବିଭିନ୍ନ ଆହ୍ୱାନ ର ଜାବାବ ଦେବାକୁ ଚେଷ୍ଟା କରୁଛି ।

EPFO

ମାସକୁ 15 ହଜାର ରୁ ଅଧିକ ଆୟ କରୁଥିବା କର୍ମଚାରୀ ମାନଙ୍କୁ ଏହିଥିରେ କୈଣସି ବି ସୁବିଧା ନାହିଁ । ହେଲେ ସେମାନଙ୍କୁ ସରଳ ପେନସନ ରାଶି ରହିବ । ନୂତନ ଯୋଜନା ରେ ଅବସର ପେନସନ , ବିଧବା ପେନସନ , ଶିଶୁ ପେନସନ , ଏବଂ ଭିନ୍ନ କ୍ଷେମ ପେନସନ ପାଇଁ ବ୍ୟବସ୍ଥା ରହିବ । ତେବେ ଏହି ପେନସନ ସୁବିଧା ଭିନ୍ନ କ୍ଷେମ ପେନସନ ପାଇଁ ବ୍ୟବସ୍ଥିତ ରହିବ । ଏହି ଯୋଜନା ର ସୁବିଧା ପାଇଁ ସର୍ବନିମ୍ନ ଯୋଗ୍ୟତା 10 ରୁ 15 ବର୍ଷ ରୁ ବୃଦ୍ଧି କରାଯିବ ।

ଯଦି ଜଣେ ଶ୍ରମିକ 60 ବର୍ଷ ବୟସ ପୂର୍ବରୁ ମିରିଯାଏ ତେବେ ଏହି ୟୁନିଭର୍ସାଲ୍ ପେନସନ ସ୍କିମ୍ ଅନୁସାରେ ସେମାନଙ୍କ ପରିବାର କୁ ପେନସନ ଦିଆଯିବ । ତେବେ ପ୍ରତି ମାସରେ ସର୍ବନିମ୍ନ ପେନସନ ପାଇଁ ମୋଟ 5.4 ଲକ୍ଷ ଟଙ୍କା ଜମା ହେବା ଆବଶ୍ୟକ ଅଟେ । ତେବେ ଏହି EPFO ର ସର୍ବଚ୍ଚୋ ନିସ୍ପତି ନେଇଥିବା କେନ୍ଦ୍ରିୟ ଷ୍ଟ୍ରିଟ ବୋର୍ଡ ଦ୍ୱାରା ଗଠିତ ଏକ କମିଟି କହିଛି ଯେ EPFO ସଦସ୍ୟ ମାନେ ସ୍ୱେଚ୍ଛାକୃତ ଭାବେ ଅଧିକ ଅବଦାନ ଚୟନ କରି ପାରିବେ । ଏବଂ ଅଧିକ ପେନସନ ପାଇଁ ଅଧିକ ପରିମାଣ ଜମା କରି ପାରିବେ ।

ତେବେ ବର୍ତମାନ ସମୟ ରେ 20 ରୁ ଅଧିକ ଶ୍ରମିକ ରହିଥିବା ବେଳେ ପ୍ରତିଷ୍ଠାନ ଗୁଡିକରେ ମାସକୁ 15 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଶ୍ରମିକମାନଙ୍କ ପାଇଁ ଇପିଏଫ ଅବଦାନ ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ କର୍ମଚାରୀ EPFO ଯୋଜନାରେ ତାଙ୍କର ମୌଳିକ ବେତନର 12 ପ୍ରତିଶତ ଦିଅନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *