ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଚମତ୍କାରୀ ପତ୍ର ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଖାଇବା ଦ୍ୱାରା ଆପଣଙ୍କ ର ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ ଆଦି ସବୁ ରୋଗ କବଳ ରୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ସେହି ପତ୍ର ବିଷୟ ରେ ।
ତେବେ ବନ୍ଧୁଗଣ ଏହି ପତ୍ର ରେ ବହୁତ ପ୍ରକାର ର ଔଷଧୀୟ ଗୁଣ ଭରି କରି ରହିଛି ଯାହାର ବର୍ଣ୍ଣନା ଆମର ଆୟୁରବେଦୀ କ ବହି ରେ ସମ୍ପୁର୍ଣ୍ଣ ବିବରଣୀ ରେ ଉଲ୍ଲେଖ କରାଯାଇଛି । ତେବେ ଆପଣ ମାନେ ଏହି ପତ୍ର କୁ କିପରି ଭାବରେ ଖାଇଲେ କେଉଁ ପ୍ରକାର ର ସମସ୍ୟା ଦୂର ହୋଇଥାଏ ତାହା ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମ ରେ ଜଣାଇବୁ ।
ତେବେ ବନ୍ଧୁଗଣ ଆପଣ ଙ୍କୁ ଏଥିଲାଗି ଅସ୍ୱସ୍ଥ ଗଛ ର 3ଟି କଅଁଳିଆ ପତ୍ର ନିଅନ୍ତୁ ଏବଂ ଆପଣ ଏହାକୁ ଭଲ ଭାବରେ ଧୋଇ ଏହାକୁ ଛୋଟ ଛୋଟ ଆକାରରେ କାଟନ୍ତୁ , ତେବେ ଧ୍ୟାନ ଦିଅନ୍ତୁ ଏହାକୁ ଯେତେ ଛୋଟ ଛୋଟ କାଟିବେ ଏହାର ପୋଷକ ତତ୍ୱ ସେତେ ପରିମାଣ ରେ ଅଧିକ ମିଳିଥାଏ ତେବେ ଆପଣ ଏହାକୁ କାଟି ପାଣି ରେ ଫୁଟାଇ ଏହାକୁ ସେବନ କରିବା ଦ୍ୱାରା ଆପଣ ଙ୍କ ର ହୃଦ ଜନୀତ ସମସ୍ୟା ଦୂର ହେବା ସହ ଆପଣ ଙ୍କ ର ମଧୁମେୟ ରୋଗ ରହିଥିଲେ ଏହା ଦୂର ହୋଇଥାଏ ।
ଏବଂ ଏହା ସହ ଏହି ପତ୍ର କୁ ଗରମ ପାଣି ରେ ଫୁଟାଇ କାଢା ବନେଇ ପିଇବା ଦ୍ୱାରା ଆପଣ ଙ୍କ ର ତ୍ୱଚା ଏବଂ ଆପଣ ଙ୍କ ର ପେଟ ଜନୀତ ସମସ୍ୟା ଦୂର ହୋଇଥାଏ ଏବଂ ଏହା ବ୍ୟତୀତ ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରହିଥିଲେ ଏହି ପତ୍ରକୁ ଗରମ କରି ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ରେ ବାନ୍ଧି ରଖନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ର ଯନ୍ତ୍ରଣା ର ସମସ୍ୟା ଦୂର ହୋଇଥାଏ ।
ତେବେ ଆପଣ ମାନେ ଯଦି ଏହି ପତ୍ର କୁ ସେବନ କରନ୍ତି ତେବେ ଆପଣ ଙ୍କ ହୃଦ ଜନୀତ ସମସ୍ୟା ରୁ ସମ୍ପୁର୍ଣ୍ଣ ଭାବରେ ମୁକ୍ତି ହୋଇଯିବେ ତେବେ ଆପଣ ଏହାକୁ 3 ରୁ 4 ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଆପଣ ମାନେ ଏହାର ଔଷଧୀୟ ଗୁଣ ଜାଣି ପାରିବେ । ତେବେ ବନ୍ଧୁଗଣ ଏହା ରହିଥିଲା ଅସ୍ୱସ୍ଥ ପତ୍ର ର କିଛି ଚମତ୍କାରୀ ଉପାୟ ବିଷୟ ରେ କିଛି ଜାଣିବା କଥା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।