ମହିଳାଙ୍କ ବିଷୟରେ ଏହି 3ଟି ଖରାପ କଥା କହିଛନ୍ତି ଚାଣକ୍ୟ ।

women 3

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଗୋଟିଏ ସୁନ୍ଦର ନୂତି ଗ୍ରନ୍ଥ ଅଟେ , ଏଥିରେ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ରେ ଘଟୁଥିବା ବହୁତ ବିଶେଷ କଥା ମାନ ଉଲ୍ଲେଖ କରିଛନ୍ତି , ଯେଉଁଥିରେ ଜୀବନ କୁ ସଫଳ ବନାଇବା ପାଇଁ ଉପଯୋଗୀ କଥା ବିଶେୟ ରେ ବର୍ଣ୍ଣନା କରାଯାଇଛି , ଏହି ଗ୍ରନ୍ଥ ରେ ମୁଖ୍ୟ ବିଷୟ ମାନବ ସମାଜ ଜୀବନ ର ପ୍ରତ୍ୟେକ କ୍ଷେତ୍ର ର ଉଚିତ ଶିକ୍ଷା ଦେବା ଅଟେ ।

ଚାଣକ୍ୟ ଗୋଟେ ମହାନ ଜ୍ଞାନୀ ଥିଲେ ଯିଏ ନିଜର ନିତି ଶିକ୍ଷା କାରଣ ରୁ ଚନ୍ଦ୍ର ଗୁପ୍ତ ଙ୍କୁ ରାଜା ବନାଇଥିଲେ , ତେବେ ଚାଣକ୍ୟ ଙ୍କ ପାଖରେ ଜ୍ଞାନ ର ଅଭାବ ନଥିଲା ତେବେ ସେ ତାଙ୍କର ନିତୀଶିକ୍ଷା ରେ ଏମିତି କିଛି ଲୋକ ଙ୍କ ବିଷୟ ରେ କହିଛନ୍ତି ଯେଉଁ ମାନେ କି ଆପଣ ମାନଙ୍କ ସବୁଠାରୁ ବଡ ଶତୃ ବୋଲି ବିବେଚିତ ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଲୋକ ମାନଙ୍କ ବିଷୟ ରେ ଯେଉଁ ମାନେ କି ଆପଣ ଙ୍କ ର ଶତୃ ଅଟନ୍ତି ।

chanakya

ତେବେ ପ୍ରଥମ ରେ ହେଉଛି କରୋଜ ନେଉଥିବା ପିତା , ତେବେ ଏକ ପିତା ର ଧର୍ମ ହେଉଛି ତାର ପିଲା ମାନଙ୍କ ର ଭଲ ଭାବରେ ପାଳନ କରିବା ତେବେ ଏମିତି ରେ ଯଦି କୈଣସି ପିତା ଲୋକ ମାନଙ୍କ ଠାରୁ କୋରଜ ଆଣି ତାକୁ ସୁଝାଇ ନପାରେ ତେବେ ଏହା ପରେ ପରେ ତାର ପିଲା ଉପରେ ବୋଝ ବନିଥାଏ , ତେବେ ଏମିତି କଲେ ତାର ପ୍ରଥମ ଶତୃ ତାର ପିତା ହୋଇଥାଏ ।

ତେବେ ଦ୍ୱିତୀୟ ରେ ପିଲା ମାନଙ୍କୁ ସମାନ ଭାବରେ ଦେଖି ପାରୁନଥିବା ମାଆ ତେବେ ଯଦି କୈଣସି ମାଆ ତାର ପିଲା ମାନଙ୍କ ମଧ୍ୟ ରେ ପାତର ଅନ୍ତର କରୁଥାଏ , ତେବେ ସେ ତାର ପିଲା ମାନଙ୍କ ପାଇଁ ଶତୃ ପାଲଟି ଥାଏ ।

women

ତେବେ ଏହା ପରେ ବହୁତ ସୁନ୍ଦର ଥିବା ପତ୍ନୀ , ତେବେ ଯଦି ଆପଣ ଙ୍କ ସ୍ତ୍ରୀ ବହୁତ ଅଧିକ ସୁନ୍ଦର ଦେଖିବାକୁ ଅଟନ୍ତି ତେବେ ଏହା ଆପଣ ଙ୍କ ପାଇଁ ଶତୃତା ବନାଇ ପାରେ କାରଣ ଯଦି ଆପଣ କମଜୁର ୱାଲା ପୁରୁଷ ତେବେ ଆପଣ ଆପଣ ଙ୍କ ର ପତ୍ନୀ ଙ୍କୁ ଅନ୍ୟ ପୁରୁଷ ମାନଙ୍କ ଠାରୁ ରକ୍ଷା କରି ପାରିବେ ଯାହା ଦ୍ୱାରା ଏହା ଆପଣ ଙ୍କ ର ଶତୃତା ବୃଦ୍ଧି କରାଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *