Chanakya Niti । ସକାଳୁ ଉଠି ମରିଗଲେ ବି କରନ୍ତୁ ନାହିଁ ଏହି 3 ଟି କାମ ନହେଲେ ଦରିଦ୍ର ହେବାରୁ କେହି ରୋକି ପାରିବେ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ତେବେ ବନ୍ଧୁଗଣ ଏମିତି କିଛି ମହିଳା ମାନେ ରହିଥାନ୍ତି ଯେଉଁ ମାନେ କି ସେମାନେ ତାଙ୍କର ସୈନ୍ଦର୍ଯତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ କାରଣ ସେମାନେ ଚାହାନ୍ତି କି ପୁରୁଷ ମାନେ ତାଙ୍କର ସୈନ୍ଦର୍ଯ୍ୟତା ଦେଖି ସେମାନଙ୍କ ପ୍ରତି ଆ-କର୍ଷିତ ହୁଅନ୍ତୁ ବୋଲି । ତେବେ ପୁରୁଷ ମାନେ ମହିଳା ମାନଙ୍କ ର ଏପରି କିଛି ଅଙ୍ଗ କୁ ଦେଖିଥାନ୍ତି ଯାହା ଦ୍ୱାରା ସେମାନେ ମହିଳା ମାନଙ୍କ ର ସେହି ଅଙ୍ଗ କୁ ଦେଖି ସେହି ମହିଳା ମାନଙ୍କ ପ୍ରତି ଅଧିକ ଆ-କର୍ଷିତ ହୋଇଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ସବୁ ଅଙ୍ଗ କଣ କଣ ମହିଳା ମାନଙ୍କ ପାଖରେ ରହିଥାଏ ଯାହା ଦ୍ୱାରା ପୁରୁଷ ମାନେ ସେହି ମହିଳା ମାନଙ୍କ ପ୍ରତି ଅଧିକ ଆ-କର୍ଷିତ ହୋଇଥାନ୍ତି ।

ତେବେ ପ୍ରଥମ ରେ ହେଉଛି ସୁନ୍ଦର ଏବଂ ଘେନ ଯୁକ୍ତ କେଶ ତେବେ ପୁରଷ ମାନେ ସୁନ୍ଦର ଏବଂ ଘନ କେଶ ରହିଥିବା ମହିଳା ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ।

women

ତେବେ ଏହା ପରେ ଦ୍ୱିତୀୟ ରେ ହେଉଛି ପତଳା ଏବଂ ସୁନ୍ଦର କମର ତେବେ ପୁରୁଷ ମାନେ ମହିଳା ମାନଙ୍କ ର ଏହି ଅଙ୍ଗ ପ୍ରତି ଆଧିକ ଆ-କର୍ଷିତ ହୋଇଥାନ୍ତି ।

ତେବେ ଏହା ପରେ ତୃତୀୟ ରେ ହେଉଛି ମହିଳା ଙ୍କ ର ହସ ତେବେ କୁହାଯାଏ କି ଏକ ମହିଳା ର ହସ ବହୁତ କଷ୍ଟ କାମ କୁ ପୁରୁଷ ମାନଙ୍କ ଦ୍ୱାରା ହାସଲ କରିବା ର କ୍ଷମତା ରହିିଛି ।

ତେବେ ଏହା ପରେ ଦଚତୁର୍ଥ ରେ ହେଉଛି ସୁନ୍ଦର ଓଠ ତେବେ ପୁରୁଷ ମାନେ ନାରୀ ମାନଙ୍କ ର ଓଠ ର ଲିଭିଷ୍ଟିକ ଭଲ ହୋଇଥିଲେ ତାହା ପ୍ରତି ଅଧିକ ଆ-କର୍ଷିତ ହୋଇଥାନ୍ତି ।

ତେବେ ଏହା ପରେ ପଞ୍ଚମ ରେ ମହିଳା ମାନଙ୍କ ର ଆଖି ତେବେ ବନ୍ଧୁଗଣ କୁହାଯାଏ କି ମହିଳା ମାନଙ୍କ ର ଆଖିରୁ ତାଙ୍କର ସ୍ୱଭାବ କିପରି ଜଣା ପଡିଥାଏ ଏବଂ ସେମାନଙ୍କ ର ଆଖି କୁ ମୃଗ ର ଆଖି ସହ ତୁଳନା ମଧ୍ୟ କରାଯାଏ । ତେବେ ମହିଳା ମାନେ ତାଙ୍କରା ଆଖି ଦ୍ୱାରା ସମସ୍ତ ପୁରୁଷ ମାନଙ୍କୁ ବୋଶ କରି ପାରନ୍ତି ।

womens

ତେବେ ଏହା ପରେ ଶେଷ ରେ ଷଷ୍ଠ ରେ ହେଉଛି ଉପଯୁକ୍ତ ଫିଗର ଏବଂ ଶରୀର ତେବେ ମହିଳା ମାନଙ୍କ ର ଶରୀର ଏବଂ ସେମାନେ ଯଦି ଦେଖିବାକୁ ଭଲ ହୋଇଥାନ୍ତି ତେବେ ଏହି ଭଳି ମହିଳା ମାନଙ୍କ ପ୍ରତି ସମସ୍ତ ପୁରୁଷ ଆ-କର୍ଷିତ ହୋଇଥାନ୍ତି । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ମହିଳା ମାନଙ୍କ ର ଜାଣିବା କଥା ଯାହା ଦ୍ୱାରା ସେମାନେ ପୁରୁଷ ମାନଙ୍କୁ ତାଙ୍କର ନିଜ ଆଡକୁ ଆ-କର୍ଷିତ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *