ସକାଳୁ ଏହି କାମ କରିଦେଲେ ଜୀବନ ଖୁସିରେ କଟିଥାଏ ।

morning

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନାଯାଏ କି ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଉପରେ ଚାଲୁଥିବା ବ୍ୟକ୍ତି ଙ୍କ ଉପରେ କୈଣସି ବି ସମସ୍ୟା ଦେଖିବା ପାଇଁ ମିଳେ ନାହିଁ । ସେମିତି ରେ ଆମେ ଆଜି ଏହି ପୋଷ୍ଟ ରେ ସୂଚନା ଦେବୁ କି ଧନର ସୁରକ୍ଷା କୁ ନେଇ ଆଚାର୍ଯ୍ୟ ଚାଣକ୍ୟ କେଉଁ କଥା କହିଛନ୍ତି । ଆପଣ ମାନେ ଜାଣିଥିବେ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ୱାରା ପ୍ରସ୍ତୁତ କରା ଜାଇଥିବା ଏକ ଗ୍ରନ୍ଥ ଅଟେ । ଯେଉଁ ଥିରେ ଜିବନ ରେ ସଫଳ ଏବଂ ସୁଖମୟ ହେବା ପାଇଁ ଉପାୟ ଦିଆ ଜାଇଛି ।

ଏହି ଥିରେ ମୂଖ୍ୟ କାମ ହେଲା ମନୁଶ୍ୟ କୁ ଜିବନ ରେ ଆଗକୁ ବଢେଇବାର ଉପାୟ ମାନ ଦେବା । ଚାଣକ୍ୟ ଜଣେ ମହାନ୍ ଜ୍ଞ୍ୟାନୀ ବ୍ୟକ୍ତି ରହିଥିଲେ ଯିଏ ନିଜର ନୀତି ଦ୍ୱାରା ଚନ୍ଦ୍ର ଗୁପ୍ତ ମୈର୍ଯ୍ୟ ଙ୍କୁ ରାଜ ଗାଦି ରେ ବସେଇ ଥିଲେ । ତେଣୁ ଆମେ ଆପଣ ମାନଙ୍କୁ ଏଠାରେ ଚାଣକ୍ୟ ଙ୍କ ଏମିତି କିଛି ନୀତି ବିଷୟ ରେ କହିବୁ ଜାହା ଆପଣ ମାନଙ୍କ ଜିବନ ରେ ବହୁତ କାମ ରେ ଆସିବ ।

chanakya

ତେବେ ପ୍ରଥମେ ହେଲା ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଧନର ସଞ୍ଚୟ ବହୁତ ଜରୁରୀ ଅଟେ । ଯେଉଁ ଲୋକ ମାନେ ଖରାପ ସମୟ ପାଇଁ ପଇସା ବଞ୍ଚେଇ ରଖେ ସେ ବୁଦ୍ଧିମାନ ଅଟେ । ତାହାକୁ ସଂଙ୍କଟ ସମୟ ରେ ପଇସା ପାଇଁ ହଇରାଣ ହେବାକୁ ପଡେ ନାହିଁ ।

ସେହି ପରି ଯେଉଁ ମାନେ ଭୋଗ ବିଳାଶ କାରଣ ରୁ ପଇସା କୁ ପାଣି ପରି ବୁହାଇଥାଏ । ସେ ଖରାପ ସମୟ ରେ ହାତ ମଳିବା ପାଇଁ ରହିଯାଏ । ବନ୍ଧୁଗଣ ଧନ ମାନେ ଲକ୍ଷ୍ମୀ ଙ୍କୁ ଚଞ୍ଚଳ କୁହାଯାଏ । ସେହିଥି ପାଇଁ ଏମିତି ସମୟ ଆସେ ଯେଉଁ ସମୟ ରେ ଏକତ୍ରିତ ହୋଇଥିବା ଧନ ବି ନଷ୍ଟ ହୋଇଯାଏ ।

ଦୁଇରେ ହେଲା ପଇସା ଜିବନ କୁ ସନ୍ତୁଳିତ କରେ ସେହିଥି ପାଇଁ ଏହାର ବ୍ୟବହାର ସାଧନା ରୂପରେ କରିବା ଦରକାର । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ଧନ ପାଇଁ ଧର୍ମ ତ୍ୟାଗ କରିବା ପାଇଁ ପଡେ ଶତୃ ଆଗ ପଛରେ ଘୂରିବା ପାଇଁ ପଡେ ସେହିପରି ଧନରେ କେବେବି ଆଶା ରଖିବା କଥା ନୁହେଁ ।

cha

ତିନିରେ ହେଲା ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଲୋକ ମାନଙ୍କୁ ଏମିତି ସ୍ଥାନରେ ମୋଟେବି ରହିବା କଥା ନୁହେଁ । ଯେଉଁଠାରେ ସେମାନଙ୍କ ସମ୍ମାନ ହୋଇନଥାଏ । ବନ୍ଧୁଗଣ ଅନାଦର ଭାବେ ଜିବନ ବିତେଇବାର ମାନେ ମରିବା ସହ ସମାନ ଅଟେ । ତେବେ ବନ୍ଧୁଗଣ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ନେଇ କିଛି ବିଶେଷ ତଥ୍ୟ ଜାହା ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *