ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବେ ତେବେ ଏହି ସ୍ମାର୍ଟ ପୋନ ରେ ଆପଣ ମାନେ ଦୁଇଟି ସିମ କାର୍ଡ ବ୍ୟବହାର କରୁଥିବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଖାସ ଖବର ଆଣିଛୁ ଯାହା ଆପଣ ଙ୍କ ର ଜାଣିବା ନିହାତି ଦରକାର । ତେବେ ସେହି ଖାସ ଅଫର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ,
ତେବେ ବନ୍ଧୁଗଣ ଆପଣ ଆପଣ ଙ୍କ ର ସ୍ମାର୍ଟ ଫୋନ ରେ ଗୋଟିଏ ସିମ ପ୍ରାଇମେରି ଭାବରେ ବ୍ୟବହାର କରିଥିବା ବେଳେ ଆଉ ଗୋଟିଏ ସିମ କାର୍ଡ କୁ ସେକେଣ୍ଡାରି ସିମ କାର୍ଡ ଭାବରେ ବ୍ୟବାହର କରିଥାନ୍ତି ଏବଂ ଏବେ ଯେଉଁ ଭଳି ଭାବରେ ସମସ୍ତ ସିମ କାର୍ଡ କମ୍ପାନି ମାନେ ସିମ ର ଇନକମିଙ୍ଗ କଲ କୁ ଜାରି ରଖିବା ପାଇଁ 99 ଟଙ୍କା ର ପ୍ଲାନ ରଖିଥୁବା ବେଳେ ଏବେ ଗୋଟିଏ ସିମ କମ୍ପାନି ମାତ୍ର 21 ଟଙ୍କା ରେ ଯୋଗାଇ ଦେବ ଇନକମିଙ୍ଗ କଲ ର ସେବା ।
ତେବେ ବନ୍ଧୁଗଣ ଆପଣ ସେହି ବ୍ୟବହାର କରୁଥିବା ସେକେଣ୍ଡାରି ସିମ କାର୍ଡ ପାଇଁ ଆପଣ ଯେଉଁଠାରେ 99 ଟଙ୍କା ର ରିଚାର୍ଜ କରିଥିଲେ ଏବଂ ଏମିତି ରେ ଦେଖିବାକୁ ଗଲେ ସେହି 99 ଟଙ୍କା କେବଳ ଆପଣ ଆପଣ ଙ୍କ ଫୋନ ର ଇନକମିଙ୍ଗ କଲ ଆସିବା ପାଇଁ ଏବଂ ସିମ କାର୍ଡ କୁ ଏକଟିଭ ରଖିବା ପାଇଁ ରିଚାର୍ଜ କରିଥାନ୍ତି ତେବେ ଏହି 99 ପ୍ଲାନ ବଦଳ ରେ 21 ଟଙ୍କା ର ରିଚାର୍ଜ ପ୍ଲାନ ଯୋଗାଇ ଦେବ ବିଏସନାଲ କମ୍ପାନି ।
ତେବେ ଯଦି ଆପଣ ଙ୍କ ସେକେଣ୍ଡାରି ସିମ କାର୍ଡ ବିଏସନାଲ ହୋଇଥାଏ ତେବେ ଆପଣ ଏହି ଅଫର ଫାଇଦା ଉଠାଇ ପାରିବେ । ତେବେ ଏଥିରେ 21 ଟଙ୍କା ରିଚାର୍ଜ ପ୍ଲାନ ଉପରେ ମିନିଟ ପିଛା 20 ପଇସା ଦର ରେ କଲ ର ଚାର୍ଜ ଲାଗିବ ଏବଂ 100 ଏମବି ର ଡାଟା ଏଥିରେ ଆପଣ ମାନଙ୍କୁ ମିଳିବ । ତେବେ ଆପଣ ଙ୍କ ର ସେକେଣ୍ଡାରି ସିମ କାର୍ଡ ଭାବରେ ଯଦି ବିଏସନାଲ ସିମ ରହିଥାଏ ତେବେ ଆପଣ ଏହି ଅଫର ର ବେସ ଲାଭ ଉଠାଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।