ଆସିଲା ବହୁତ ବଡ଼ ଖୁସିର ଖବର ଏହି ମାନଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି Biju ପକା ଘର, ଦେଖନ୍ତୁ ଲିଷ୍ଟ ରେ ଆପଣଙ୍କ ନାଁ ଅଛି କି ନାହିଁ !

bijk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆସିଲା ବିଜୁ ପକ୍କାଘର ନୂଆ ଲିଷ୍ଟ ଏହି ତାରିଖ ସୁଧା ମିଳିବ ରାଜ୍ୟରେ ଘର । ବନ୍ଧୁଗଣ ଆପଣ ମାନେ ବିଜୁ ପକ୍କାଘର ଯୋଜନା ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ । ଏବେ ଏବେ ରାଜ୍ୟ ସରକାର ଏହି ବିଜୁ ପକ୍କାଘର ଯୋଜନା କୁ ନେଇ ଆସୁଛି ନୂଆ ଖୁସୀ ଖବର । ତେବେ 2022-2023 ଆପଣ ମାନଙ୍କ ଖାତାରେ ଜମା ହେବ ଟଙ୍କା । ଆପଣ ମାନେ ମଧ୍ୟ ତିଆରି କରି ପାରିବେ ବିଜୁ ପକ୍କାଘର ଯୋଜନା ଅଧିନ ରେ ଘର ।

ତେବେ ବନ୍ଧୁଗଣ 2022-2023 ଆର୍ଥିକ ବର୍ଷ ପାଇଁ ଏବେ ସଂମ୍ପର୍ଣ୍ଣ ବଜେଟ ଉପସ୍ଥାପନା କରିଛନ୍ତି । ତେବେ ଏହି ନେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ଥର ଲାଗି ବେଜଟ ଆକଳନ 2 ଲକ୍ଷ କୋଟି ଟଙ୍କା ହୋଇସାରିଛି । ତେବେ ଗତ ଆର୍ଥିକ ବର୍ଷ ତୁଳନାରେ 17.6 ପ୍ରତିଶତ ଅଧିକ ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ବଜେଟ କୁ କୃଷି ବଜେଟ ସାଧାରଣ ବଜେଟ ପରି ମଧ୍ୟ ବିଭକ୍ତ କାରାଜାଇଛି । ବନ୍ଧୁଗଣ ଜାହା ବିଜୁ ପକ୍କାଘର ଯୋଜନା ପାଇଁ 596 କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

ତେବେ ଖୁବ ଶୀଘ୍ର ଆପଣ ମାନଙ୍କ ଖାତାକୁ ଟଙ୍କା ଆସିବାର ରହିଛି । ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ମାସର ଶେଷ ସପ୍ତାହ ସୁଧା କାର୍ଯ୍ୟଦେଶ ବଣ୍ଟନ ସହିତ ୱାର୍କଡ ବଣ୍ଟନ ମଧ୍ୟ ହେବାକୁ ଯାଉଛି । 2022-2023 ନୂଆ ବଜେଟ ମଧ୍ୟ ବିଜୁ ପକ୍କାଘର ପାଇଁ 5096 କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

ତେବେ ଏଥି ପାଇଁ ଖୁବ ଶୀଘ୍ର ରାଜ୍ୟରେ ଖୁବ ଶୀଘ୍ର ବିଜୁ ପାକଘର ଶୁଭା ଆରମ୍ଭ ଆଉ ଏହାଛଡା ରାଜ୍ୟରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କ ବିଶ୍ବସ ବୃଦ୍ଧି କରିବା ଲକ୍ଷ ରଖି ସେମାନଙ୍କୁ ପ୍ରଥମେ ବାସ ଗୃହ ଯୋଗାଇଦେବା ଉଦେଶ୍ୟରେ ରାଜ୍ୟରେ ବିଜୁ ପାକଘର ଯୋଜନାର ଶୁଭ ଆରମ୍ଭ ହୋଇଥିଲା ।

ତେବେ ବନ୍ଧୁଗଣ ଗତ 3 ବର୍ଷ ମଧ୍ୟରେ 4520 କୋଟି ବିଜୁ ପକ୍କାଘର ତିଆରି ହୋଇଛି । 2022-2023 ରେ ଖୁବଶୀଘ୍ର ବଣ୍ଟନ ହେବାକୁ ଯାଉଛି ଘର ଜାହାର ୱାର୍କ଼ଡ ଆପଣ ମାନେ ପାଇ ବିଜୁ ପକ୍କାଘର ପ୍ରସ୍ତୁତ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *