ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ରାଜ୍ୟରେ ପ୍ରଧାମନ୍ତ୍ରୀଙ୍କର ଆବାସ ଯୋଜନା କୁ ନେଇ ଆମ ପାଖକୁ ବହୁତ ସାରା କମେଣ୍ଟ ଆସିଛି କି 2022 ନୂଆ ଆର୍ଥିକ ବର୍ଷରେ କେବେ ସୁଧା ବଣ୍ଟନ ହେବ ପିଏମ୍ ଆୱାସ ଯୋଜନା ଘର ଯାହା ଆପଣଙ୍କ ଖାତାକୁ ଆସିବାକୁ ଯାଉଛି । ଟଙ୍କା ପ୍ରସ୍ତୁତ ହୋଇଯିବ ଏହି ନେଇ ୱାର୍କର୍ଡ ବି ଆପଣ ମାନେ ଜାଣିବା ପାଇଁ ଚାହୁଁଛନ୍ତି । ତେବେ ଆପଣ ମାନେ ଏହାର ଅଫିସିଆଲ ୱେବସାଇଟ କୁ ଜାଇ ଚେକ୍ କରି ପାରିବେ । ତେବେ ବନ୍ଧୁଗଣ ଏହିଠାରେ ସଂମ୍ପର୍ଣ୍ଣ ଖବର ଉପରେ ନଜର ଦେବା ।
ତେବେ ଦୂର୍ବଳ ଆର୍ଥିକ ଶ୍ରେଣୀର ଘର ଯୋଜନା କୁ ଶାକାର କରିବାକୁ ବିଡିଆ ଆଣିଛି ହାଉସିମଙ୍ଗଫର୍ଅଲ୍ଲ ସବୁଥିଲେ ନିମ୍ନ ଶ୍ରେଣୀର ଲୋକପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ଏହା ମଧ୍ୟ ରାଜ୍ୟ ସରକାର ଲଞ୍ଚ କରି ଦେଇଛନ୍ତି । ସେହି ପରି ଅନ୍ୟପଟେ ପିଏମ୍ ଆୱାସ ଯୋଜନା ବହୁତ ଜଲ୍ଦି ଆବଣ୍ଟିତ ହେବ । ତେବେ ଖୁବ ଶୀଘ୍ର ଆପଣ ମାନଙ୍କ ଖାତାକୁ ଆସିବାକୁ ଯାଉଛି ଟଙ୍କା । ତେବେ ଆପଣ ମାନେ ନିଶ୍ଚିତ ଭାବେ ତିଆରି କରି ପାରିବେ ଘର ।
ସେହିପରି ଓଡିଶାରେ ଆବାସ ପ୍ଲସ ଓ ରାଜ୍ୟ ଗୃହ ଉନ୍ନୟନ ପୋର୍ଟାଲ୍ ମାଧ୍ୟମରେ ପ୍ରାୟ 6.65 ଲକ୍ଷ ଗରିବ ପରିବାର ଓ 1.84 ଲକ୍ଷ୍ୟ ବିପର୍ଯ୍ୟୟ ଦ୍ଵାରା କ୍ଷତଗ୍ରସ୍ତ ଗରିବ ପରିବାରକୁ ଯୋଗ୍ୟ ହିତାଧିକାରି ଭାବେ ଚିହ୍ନଟ କରାଯାଇଛି ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ 57,190 ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ଅନ୍ତର୍ଭକ୍ତ କରାଯାଇଛି । ଯେଉଁମାନେ ବର୍ତ୍ତମାନ ଅର୍ଥ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଛନ୍ତି ।
ଏହି ସମସ୍ତ ତଥ୍ୟକୁ ଆଧାର କରି ତୁରନ୍ତ ଆବାସ ପୋର୍ଟାଲ୍ ଖୋଲି ସମସ୍ତ ହିତାଧିକାରୀଙ୍କୁ ଅର୍ଥ ମଞୁରୀ ଓ ଯୋଗ୍ୟ ବିବେଚିତ ହିତାଧିକାରୀ ଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଅଧିବେଶନ ରେ ଧାରା 377 ଅନୁସାରେ ଭଦ୍ରକ ସାଂସଦ ମଞୀୁଲତା ମଣ୍ଡଳ ନିଜର ଲିଖିତ ପ୍ରଶ୍ନ ଉପସ୍ଥାପନ କରି ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଠାରେ ଦାବି ରଖି ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ବହୁତ ଜଲ୍ଦି ଆପଣ ମାନଙ୍କୁ ମିଳିବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।