ତୃତୀୟ ରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ଘୋଷଣା |

students

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ଏବେ ଆସୁଛୁ ଆଉ କିଛି ବଡ ଖବର ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଲାଗି ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସୈମ୍ୟ ରଞନ ଦାସ ସୂଚନା ଦେଇ ମଧ୍ୟ ଜଣାଇଛନ୍ତି ତୃତୀୟ ରୁ ନବମ ଶ୍ରେଣୀ ପିଲା ପଢିବେ ପୁରୁଣା ପାଠ ତେବେ ଆସନ୍ତା 29 ତାରିଖ ରୁ ଆରମ୍ଭ ହେବ ସୈଖିକ ପୁରଣ ଧାର କାର୍ଯ୍ୟ କ୍ରମ ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଖବର ଜାଣିବା ।

କୋରନା ମହାମାରୀ ପାଇଁ ରାଜ୍ୟ ର ସ୍କୁଲ ପିଲା ମାନଙ୍କ ର ଦୁଇ ବର୍ଷ ର ପାଠ ପଢା ସମ୍ପୁର୍ଣ୍ଣ ଭାବରେ ବ୍ୟାଘାତ ହୋଇଥିଲେ ବି ପିଲା ମାନେ ପରୀକ୍ଷା ରେ ପାସ କରି ଉପର ଶ୍ରେଣୀ କୁ ଉଠିଥିଲେ ତେବେ ପିଲା ମାନେ ଗତ ଦୁଇ ବର୍ଷ ରେ ଯେଉଁ ଶିକ୍ଷା କୁ ହରାଇଛନ୍ତି ତାହାକୁ ଭରଣା କରିବା ପାଇଁ ଗଣ ଶିକ୍ଷା ବିଭାଗ ଆରମ୍ଭ କରିବାକୁ ଯାଉଛି ସୈକ୍ଷିକ ପୁରଣ ଧାରକ କାର୍ଯ୍ୟକ୍ରମ ।

school Staff

ତେବେ ସୂଚନା ଅନୁଯାଇ ଆସନ୍ତା 29 ତାରିଖ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛୁ ତୃତୀୟ ରୁ ନବମ ଶ୍ରେଣୀ ପିଲା ମାନେ ଏଥିରେ ସାମିଲ ହେବେ ତେବେ ତୃତୀୟ ଶ୍ରେଣୀ ପିଲା କୁ ଗଣିତ ଓଡିଆ ଓ ପରିବେଶ ବିଜ୍ଞାନ ଚତୃର୍ଥ ଶ୍ରେଣୀ କୁ ଗଣିତ , ଇଂରାଜି ଓ ବିଜ୍ଞାନ ପାଠ ପଢା ଯିବ ଦୈନିକ ଦୁଇଟି ପିରିୟଡ ରେ ପୁରୁଣା ପାଠ ର ଶିକ୍ଷା ପ୍ରଦାନ କରାଯିବ ।

ପିଲା ମାନେ ଗତ ଦୁଇ ବର୍ଷ ରେ କେତେ ପାଠ ଜାଣିଛନ୍ତି ସେ ନେଇ ତଦାରଖ କରିବାକୁ ଆସନ୍ତା 26 ରୁ 28 ତାରିଖ ମଧ୍ୟ ରେ ବେସ ଲାଇନ ଆସାସମ ମେଣ୍ଟ କରାଯିବ । ଏହା ପରେ ଆସନ୍ତା 29 ତାରିଖ ରୁ ସୈଖିକ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଏହା 25 ଦିନ ପରେ ଅର୍ଥାତ ନଭେମ୍ବର 7 ତାରିଖ ରେ ମିଟ ଟମ ଆସେସମେଣ୍ଟ କରାଯିବ ।

school

ତେବେ ବନ୍ଧୁଗଣ ଏହା ରହିଥିଲା ଆଜିର କିଛି ଖାସ ଖବର ଯାହାକି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଥିଲା । ତେବେ ବନ୍ଧୁଗଣ ଏହି ଖବର ଆପଣ ମାନଙ୍କୁ କେମିତି ଲାଗିଲା ତାହା ଆପଣ ମାନେ ଆମକୁ ଆମର ପୋଷ୍ଟ ମାଧ୍ୟମରେ କମେଣ୍ଟ କରି ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *