ବର୍ଷା ଙ୍କ ଝିଅ ବର୍ଷା ଙ୍କ ଠାରୁ ବହୁତ ସୁନ୍ଦର । ଦେଖନ୍ତୁ ପ୍ରଥମ ଥର ଆସିଲା ସାମ୍ମାକୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷାଙ୍କ ଝିଅ ବର୍ଷାଙ୍କ ଠାରୁ ବହୁତ ସୁନ୍ଦର । ମାଆ ଠାରୁ ଝିଅ ଅଧିକ ସୁନ୍ଦର । ତେବେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଝିଅ ଦେଖିବାକୁ କେମିତି । ତେବେ ସବୁକିଛି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇଯିବେ । ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିୟ ଜାଣିପାରିବେ ।

ତେବେ ସୋସିଆଲ ମିଡିଆରେ ବର୍ଷାଙ୍କ ଝିଅକୁ ନେଇ ବେଶ୍ ଚର୍ଚ୍ଚା ଚାଲିଥାଏ । ଆପଣ ମାନଙ୍କୁ ଆମେ ଜଣାଇ ରଖୁଚୁ କି ଆପଣ ମାନେ ବର୍ଷା ଓ ଅନୁଭବଙ୍କର ସମ୍ପର୍କ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ । ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକତା ଲାଗି ରହିଛି ଏବଂ ଛାଡପତ୍ର ମଧ୍ୟ ଖୁବ୍ ଶୀଘ୍ର ହୋଇପାରେ । କାରଣ ବର୍ଷା ଓ ଅନୁଭବ ବର୍ତ୍ତମାନ ଅଲଗା ରହୁଛନ୍ତି ।

ଆପଣ ମାନେ ତ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ କୋଟ କୁ ମାଗିଥିଲେ ଗୋଟେ ମାସ ସମୟ ଅନୁଭବଙ୍କର ଘର ଛାଡିବା ପାଇଁ । ଏବଂ ଏପଟେ ପ୍ରଶ୍ନ ଉଠୁଅଛି କି ବର୍ଷାଙ୍କ ଝିଅ ଦେଖିବାକୁ କେମିତି ।

barsha

ତେବେ ସୋସିଆଲ ମିଡିଆରେ ଯେଉଁ ଝିଅର ଫଟୋ ଏବେ ଭାଇରାଲ ହେଉଛି ସେହି ଝିଅଟି ହେଉଛି ବର୍ଷାଙ୍କ ଝିଆରୀ । ଯାହାକୁ ବର୍ଷା ନିଜ ଝିଅ ପରି ସେ ଭଲ ପାଆନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *