ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଣମାଧ୍ୟମ କୁ ବହୁତ ଗାଳି କରିଲେ ତୃପ୍ତି କାହିଁକି ବା ନକରିବେ ସମସ୍ତେ ଘେରି ଜାଇଛନ୍ତି ତାଙ୍କର ସ୍ୱାମୀ ତାଙ୍କର ପ୍ରେମ ବାବୁଙ୍କୁ । ତେବେ ବାବୁସାନ ଙ୍କୁ ସମସ୍ତେ ଘେରି ଜାଇଥିଲେ କାରଣ ସମସ୍ତେ ଭଲ ପାଉଛନ୍ତି ବାବୁଙ୍କୁ । ଆଉ ସେହିଥି ପାଇଁ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି କି କଣ ପାଇଁ ବାବୁସାନ ମେଡିକାଲ ରେ ଆଡମିଟ ହେଲେ ।
କଣ ହୋଇଛି ତାଙ୍କର ଆଉ ଏହି ସମୟ ରେ ତୃପ୍ତି ଦୂରରେ ରହି କହିଲେ ଛାଡ ବାଟ ଛାଡ ସମସ୍ତେ କଣ ବାବୁ ଙ୍କୁ ଘେରି ଜାଇଛ ତାଙ୍କୁ ଯିବାକୁ ଦିଅ ଏହା ହିଁ କହି ଦେଉଛି ଗୋଟେ ସ୍ତ୍ରୀ ର ସ୍ୱାମୀ ପ୍ରତି ରହିଥିବା ସେହି ଭଲ ପାଇବାକୁ କେତେ ବେଳେ ଏହା କରାଳ ରୂପ ଧାରଣ କରେ ତ କେତେ ବେଳେ ଏହା ସ୍ନେହ ବି ଦିଏ ଗୋଟିଏ ପ୍ରେମିକା ଗୋଟିଏ ସ୍ତ୍ରୀ ର ପ୍ରେମ କେତେ ବେଳେ ପ୍ରଚଣ୍ଡ ରୂଦ୍ରତା ଧାରଣ କରେ ତ ପୁଣି କେତେ ବେଳେ ଜହ୍ନ ଆଲୁଅ ରେ ଶୀତଳ ଛାଇ ।
ବୋଧ ହୁଏ ଯେତେ ବେଳେ ଗଣ ମାଧ୍ୟମ ପ୍ରତିନିଧି ଆଜି ବାବୁସାନ ଙ୍କ ଠାରୁ ପ୍ରତିକ୍ରିୟା ପାଇଁ ତାଙ୍କୁ ଘେରିଗଲେ ସେତେ ବେଳେ ରାଗି ଜାଇଥିଲେ ତୃପ୍ତି ଆଉ ସେ କହିଲେ କି ବାବୁଙ୍କୁ ଯିବାକୁ ଦିଅ ଆମକୁ ଯିବାକୁ ଦିଅ କାରଣ ବାବୁ ଏବେ ଏବେ ଭଲ ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟରେ ଏବେବି ଉନ୍ନତି ଆସିବା ବାକି ରହିଛି ତେବେ ସେହିଥି ପାଇଁ ଯେତେ ବେଳେ ସମସ୍ତେ ତାଙ୍କୁ ଘେରି କରି ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ ସେହି ସମୟ ରେ ଟିକେ ପ୍ରୋଟେକ୍ଟିଭ ହୋଇଜାଇଛନ୍ତି ତୃପ୍ତି ।
କାହିଁକି ନହେବେ ଅବଶ୍ୟ ଆମ ଗଣମାଧ୍ୟମ ପ୍ରତିନିଧି ବି ଏହାକୁ ମାଇଣ୍ଡ କରିନାହାଁନ୍ତି । କାରଣ ସେ ବି ବୁଝି ପାରୁଛନ୍ତି ସ୍ତ୍ରୀ ର ସ୍ୱାମୀ ପ୍ରତି ରହିଥିବା ଭଲ ପାଇବାକୁ । ତେବେ ବାବୁ ଙ୍କୁ ଭଲ କରିବା ପାଇଁ ନୀତି ରୋଷେଇ କରି ଘରକୁ ଆଣି ତାଙ୍କୁ ଖୁଆଇ ପିଆଇ ସୁସ୍ଥ କରିଛନ୍ତି ,
ତେବେ ବାବୁ ଙ୍କୁ ଦରକାର ଟିକିଏ ରେଷ୍ଟ ଯେଉଁଥି ପାଇଁ ତାଙ୍କୁ ଘରକୁ ନେଇଯିବାକୁ ଚାହୁଁଛନ୍ତି । ସେ ଚାହୁଁ ନାହାଁନ୍ତି କି ସେ ସେଠାରେ ଅଧିକ ସମୟ ରୁହନ୍ତୁ ବୋଲି ସତରେ ସ୍ତ୍ରୀ ହେବତ ଏମିତି ତୃପ୍ତି ଙ୍କ ବାବୁ ଙ୍କ ପ୍ରତି କେତେ ଭଲ ପାଇବା ରହିଛି ଏହି କିଛି କଥାରୁ ହଁ ଜଣା ପଡୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।