କଣ ହିନ୍ଦୁରୁ ମୁସଲମାନ ହୋଇଗଲେ ଅର୍ଚୀତା । ସୋସିଆଲ ମିଡିଆରେ ଚର୍ଚା

Archita Sahu

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ହିନ୍ଦୁ ରୁ ମୁସଲିମ ପାଲଟି ମସଜିଦ ରେ ନମାଜ ପାଠ କଲେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା । ତେବେ କାହିଁକି ଏମିତି କଲେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ଏହା ପଛର ରହସ୍ୟ କଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତେବେ ଏହାର କାରଣ କଣ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

ଓଡିଆ ଜଗତ ର ଚକଲେଟ ହିରୋଇନ ଅର୍ଚ୍ଚିତା ଏବେ ବେସ ଚର୍ଚ୍ଚା ରେ ଅଛନ୍ତି ତେବେ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବରେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ନିଜର ଜବରଦସ୍ତ ଅଭିନୟ ପାଇଁ ବେସ ଲୋକପ୍ରିୟତା ହାସଲ କରିପାରିଛନ୍ତି , ଆପଣ ମାନେ ନିହାତି ବେସ ଭଲ ଭାବରେ ଜାଣିଥିବେ ଓଡିଆ ଜଗତ ର ଚକଲେଟ ହିରୋଇନ ଅର୍ଚ୍ଚିତା ସାହୁ , ସବ୍ୟସାଚ୍ଚି ଙ୍କୁ ବିବାହ କରିଛନ୍ତି , ତେବେ ବିବାହ ପୂର୍ବରୁ ସବ୍ୟସାଚ୍ଚି ଙ୍କ ସହିତ ବହୁତ ସାରା ଚଳଚିତ୍ର ରେ ନଜର ରେ ଆସିଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

Archita

 

ଆପଣ ମାନେ ଦେଖିପାରିଥିବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନମାଜ ପାଠ କରୁଥିବା ର ଦୃଶ୍ୟ ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଦେଖିବାକୁ ମିଳୁଛି , ଏହି ଦୃଶ୍ୟ ଟି ହେଉଛି ଏକ ସୁଟିଂ ସେଟ ର ଦୃଶ୍ୟ ଆଗାମୀ ଦିନ ମାନଙ୍କ ରେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ନେଇ ଏକ ଚଳଚିତ୍ର ଆସିବାକୁ ଯାଉଛି । ତେବେ ଏହି ଚଳଚିତ୍ର ଟି ର ନାମ ହେଉଛି ମହିସାସୁର ।

ତେବେ ତରଙ୍ଗ ଚ୍ୟାନାଲ ର 47 ତମ ଚଳଚିତ୍ର ମହିସାସୁର ଚଳଚିତ୍ର ରେ ନଜର ଆସିବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି ଚଳଚିତ୍ର ରେ ଅର୍ଚ୍ଚିତା ଆଇନ ଯିବି ଭାବରେ କାମ କରୁଛନ୍ତି ଏବଂ ସେ ମୁସଲମାନ ପରିବାର ରେ ଜନ୍ମ ହୋଇଛନ୍ତି , ଅର୍ଚ୍ଚିତା ଙ୍କ ନାମ ଏହି ଚଳଚିତ୍ର ରେ ହେଉଛି ମବନା ବେଗମ ଏଥିରେ ସେ ମୁସଲମାନ ଙ୍କ ଭଳି ବସ୍ତ୍ର ପରିଧାନ କରିବା ସହ ନମାଜ ପାଠ କରୁଛନ୍ତି ,

archita

ମହିସାସୁର ଚଳଚିତ୍ର ରେ ଅର୍ଚ୍ଚିତା ଆଇନଯିହି ଭାବରେ କାମ କରିବା ସହ ସେ ମୁସଲମାନ ପରିବାର ରେ ଜନ୍ମ ହୋଇଥିବା ନେଇ ଏହି ଚଳଚିତ୍ର ରେ ଦେଖିବାକୁ ମିଳିଛି , ତେବେ ବନ୍ଧୁଗଣ ଏହା ଅର୍ଚ୍ଚିତା ଙ୍କ ର ରିଏଲ ଲାଇଫ ର ଘଟଣା ତେବେ ଆପଣ ମାନେ ଯେଉଁ ଫୋଟ ସୋସିଆଲ ମିଡିଆରେ ଦେଖୁଛନ୍ତି ତାହା ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ର ରିଲ ଲାଇଫ ର ଦୃଶ୍ୟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *