କୋର୍ଟରେ ଭୁଲ ତଥ୍ୟ ଦେଇ ଫସିଲେ ଅନୁଭବ ବର୍ଷା ।

barsha

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ କୋର୍ଟ କୁ ଭୁଲ ତଥ୍ୟ ଦେଇ ଫସିଛନ୍ତି ବର୍ଷା ପ୍ରିୟଦର୍ଶିନୀ ହେଇ ପାରେ ବର୍ଷା ଙ୍କୁ ଜେଲ ତେବେ ବନ୍ଧୁଗଣ ଏହା ବିଷୟ ରେ କଣ ରହିଛି ସମ୍ପୁର୍ଣ୍ଣ ବିବରଣି ତେବେ ଏହା ଜାଣିବାକୁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏହି କଛି ଦିନ ଧରି ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ କଳହ ଲାଗି ରହିଛି ଏବଂ ଦୁହେଁ ପରସ୍ପର ଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏହି କାରଣ ରୁ ବର୍ଷା ବର୍ତ୍ତମାନ ଅନୁଭବ ଙ୍କ ନାମ ରେ ବିଭିନ୍ନ କେଶ ଦେବାରେ ଲାଗିଛନ୍ତି ଏବଂ ଏହି ଭୁଲ ତଥ୍ୟ ର ପ୍ରମାଣ ଦେବା କାରଣ ରୁ ବର୍ଷା ଙ୍କ ଆଗାମୀ ଦିନ ମାନଙ୍କ ରେ ଜେଲ ହୋଇ ପାରେ କିନ୍ତୁ ବର୍ଷା ବର୍ତ୍ତମାନ ଏହି ତଥ୍ୟକୁ ପ୍ରତ୍ୟାହାର କରିଛନ୍ତି ।

anubhav 2

ତେବେ ଆପଣ ମାନେ ଜାମିଥିବେ କି ଅନୁଭବ ଏବଂ ବର୍ଷା ଦୁହେଁ ଦୁହିଁ ଙ୍କୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଆଉ ପରବର୍ତ୍ତୀ ସମୟ ରେ ଦୁହେଁ ବହୁତ ଭଲ ରେ ରହୁଥୁଲେ କିନ୍ତୁ 2019 ମସିହା ପରଠାରୁ ଦୁହିଁ ଙ୍କ ମଧ୍ୟ ରେ ସମ୍ପର୍କ ର ତିକ୍ତତା ଆସିଥିଲା । ତେବେ 2020 ମସିହାର ଅନୁଭବ ଏବଂ ବର୍ଷା ଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ରେ ଦାଖଲ କରିଥିଲେ ଏବଂ ଏହା ପରେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ କସ ଚାଲିଛି ତ ଏପର୍ଯ୍ୟନ୍ତ ଏହାର କୈଣସି ପ୍ରକାର ର ରେଡଲ୍ଟ ଆସି ନାହିଁ ।

ତାହାଲେ ବର୍ଷା ପ୍ରିୟଦର୍ଶିନି କୋର୍ଟ କୁ ଅନୁଭ ଙ୍କ ନାମ ରେ ବିଭିନ୍ନ ଭୁଲ ତଥ୍ୟ ଦେବାର ବୋଲି ଜଣା ପଡିଛି ଏବଂ ଏହି କଥା ଜଣା ପଡିବା ପରେ ହିଁ ବର୍ଷା ତାଙ୍କର ସମସ୍ତ ତଥ୍ୟ ଗୁଡିକୁ ଫେରାଇ ନେଇଛନ୍ତି , ତାହାଲେ ଅନୁଭବ ଙ୍କୁ ହଇରାଣ କରିବା ପାଇଁ ଏହି ଭଳି କାମ କରିଛନ୍ତି ବର୍ଷା ବେଲି ଜଣା ପଡିଛି । ତେବେ ବନ୍ଧୁଗଣ ଏହାରି ସବୁ ମଧ୍ୟ ରେ ବର୍ଷା ଙ୍କୁ ଏବେ ସମାଜ ସେବା କରୁଥିବାର ନଜର ରେ ଦେଖାଯାଇଛି ଏବଂ ଏହା ସହ ଆଗାମୀ ସମୟ ରେ ଏହି ଦୁଇ ସୁନ୍ଦର ଯୋଡି ଏବେ ଅଲଗା ହେବା ପାଇଁ ଯାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *