ଏହି କାରଣ ପାଇଁ ଛାଡ଼ପତ୍ର ଦେଲେ ଅନୁ ଚୌଧୁରୀ ।

Anu Chaudhury

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଫିଲ୍ମ ଅଭିନେତ୍ରୀ ଅନୁ ଚୌଧୁରୀ ଖୋଲିଲେ ରାଜ କଣ ପାଇଁ ସ୍ୱାମୀ ଙ୍କ ଠାରୁ ଡିଭର୍ସ ନେଇଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ତେବେ ଅଭିନେତ୍ରୀ ଅନୁ ଚୌଧୁରୀ ବହୁତ ସାରା ସିନେମା ରେ କାମ କରି ଲକ୍ଷାଧୀକ ଲୋକ ମାନଙ୍କ ମନ ମୋହିଥିଲେ । ସେ ନିଜର ଅଭିନୟ ଦ୍ୱାରା ବହୁତ ବଡ ବଡ କଳାକାର ଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇଛନ୍ତି ।

ତେବେ ସେ ପିଲାଟି ଦିନରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଅନୁ ଚୌଧୁରୀ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିବା ଆରମ୍ଭ କରିଥିଲେ । ବର୍ତମାନ ସମୟ ରେ ଅନୁ ଚୌଧୁରୀ ପ୍ରାୟ 60 ରୁ ଅଧିକ ଫିଲ୍ମ ରେ ଅଭିନୟ କରି ସାରିଲେଣି ।

Anu

ଅନୁଚୈଧୁରୀ 1998 ମସିହା ରେ ଗୋଜବାୟାଣୀ ନାମକ ଚଳଚିତ୍ରରେ ମୂଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ଏହି ଚଳଚିତ୍ର ରେ ତାଙ୍କର ଅଭିନୟ କୁ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ । ସେ ନିଜର ଜିବନ ରେ ଉତ୍ତମ ଅଭିନୟ ନିମନ୍ତେ ବହୁତ ଗୁଡିଏ ଆୱାର୍ଡ ମଧ୍ୟ ପାଇଛନ୍ତି । ଏବଂ ସେ ବହୁତ ବଙ୍ଗଳା ଚଳଚିତ୍ର ଏବଂ ତେଲୁଗୁ ଇଣ୍ଡଷ୍ଟ୍ରୀ ରେ ବି ଅଭିନୟ କରିଛନ୍ତି ।

ଅନୁ ଚୌଧୁରୀ ଙ୍କ ବାପା ଙ୍କ ନାମ ହେଲା ରବି ଚୌଧୁରୀ ତାଙ୍କର ମାଆ ଙ୍କ ନାମ ସୈଦାମିନି ଚୈଧୁରୀ ରବି ଚୌଧୁରୀ ହେଲେ ଜଣେ ଓଡିଆ ଫିଲ୍ମ ଏଡିଟର ଅଭିନେତ୍ରୀ ଅନୁଚୈଧୁରୀ 2006 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଉଭୟ ବିବାହ ପରେ ବହୁତ ହସ ଖୁସୀ ରେ ରହୁଥିଲେ । ମାତ୍ର ଏହା ପରେ କୈଣସି କାରଣ ଯୋଗୁଁ 2011 ମସିହା ରେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ହୋଇଜାଇଥିଲେ ।

Anu Choudhury

90 ଦଶକ ରେ ଅନୁଚୈଧୁରୀ ଙ୍କ ଅଭିନୟ ର ଦିୱାନା ଥିଲେ ଓଡିଆ ଦର୍ଶକ ମାନେ । ମାତ୍ର ବର୍ତମାନ ସମୟ ରେ ଅନୁଚୌଧୁରୀ କିଛି ରିଆଲିଟି ସୋ ରେ ନଜର ଆସନ୍ତି । ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଏଭର ଗ୍ରୀନ ନାୟିକା ଅନୁଚୌଧୁରୀ ଙ୍କୁ ଆପଣ ମାନେ କେତେ ମାତ୍ରା ରେ ପସନ୍ଦ କରନ୍ତି ଏବଂ ଅନୁଚୌଧୁରୀ ଙ୍କ କେଉଁ କେଉଁ ଫିଲ୍ମ ଆପଣ ମାନଙ୍କୁ ବହୁତ ଭଲ ଲାଗିଛି ତାହା ଆମକୁ ଆମ କମେଣ୍ଟ ରେ ଆପଣ ମାନେ ନିଶ୍ଚିତ ଭାବେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *