ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଖବର ପାଣିପାଗ ବିଭାଗ କୁ ନେଇ ଆସିଛି ନୂଆ ସୂଚନା । ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ନେଇ ୟୋଲ ୱାର୍ଣ୍ଣିଂ ଜାରି କରାଜାଇଛି । ଅନ୍ୟପକ୍ଷରେ ମାଡି ଆସୁଛି ଲଘୁଚାପ ଆସନ୍ତା 18 ତାରିଖ ରେ ଏକ ଲଘୁଚାପ ହେବାକୁ ଯାଉଛି । ପୁଣି ରାଜ୍ୟରେ ବଡ ବର୍ଷା ନେଇ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଗୋଟିଏ ଲଘୁଚାପ ନଯାଉଣୁ ଆଉ ଏକ ଲଘୁଚାପ ମାଡି ଆସିଛି ।
ତେବେ ରାଜ୍ୟରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ଏବଂ ପବନ ପ୍ରବଳ ମାତ୍ରାରେ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି। ତେଣୁ ଘରୁ ବାହାରକୁ ବାହାରିବା ନେଇ ମନା କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ବିଭିନ୍ନ ଜିଲ୍ଲାକୁ ୟୋଲ ଲାର୍ଣ୍ଣିଂ ଜାରି କରାଜାଇଛି । ଏହି ପରିପେକ୍ଷୀ ରେ 14 ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହିଥି ସହିତ ଘଡଘଡି ସହିତ ପବନ ର ବେଗ ମଧ୍ୟ ତୀବ୍ର ରହିଥିବାରୁ ସତର୍କ ସୂଚନା ଜାରି କରାଜାଇଛି ।
ତେବେ ସେହି ଜିଲ୍ଲା ଗୁଡିକ ହେଉଛି । ବରଗଡ଼, କେନ୍ଦୁଝର, ମୟୁରଭଞୀ, ବାଲେଶ୍ଵର, ଜଗତସିଂହପୁର, ଯାଜପୁର,ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ସମ୍ବଲପୁର, ଭଦ୍ରକ, କଟକ, କେନ୍ଦ୍ରାପଡା ଏବଂ ପୁରୀ ତେବେ ଆସନ୍ତା କାଲି ଠାରୁ 8ଟି ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି କରାଜାଇଛି । ତେବେ ସେହି ଜିଲ୍ଲା ଗୁଡିକ ହେଉଛି ଝାଡସୁଗୁଡା , କେଉଁଝର , ସୁନ୍ଦରଗଡ , ମୟୁରଭଞୀ , ବାଲେଶ୍ୱର , ଭଦ୍ରକ , ଯାଯପୁର , ଏବଂ କେନ୍ଦ୍ରାପଡା ।
ତେବେ ସେହି ପରି 18 ତାରିଖ କୁ 8 ଗୋଟି ଜିଲ୍ଲାକୁ ୟୋୱ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା କେଉଁଝର , ସୁନ୍ଦରଗଡ , ମୟୁରଭଞୀ, ବାଲେଶ୍ୱର , ଭଦ୍ରକ ସ ଜାଜପୁର , କେନ୍ଦ୍ରାପଡା , ଜଗତସିହଂପୁର ତେବେ ବନ୍ଧୁଗଣ ରାଜ୍ୟକୁ ପୁଣି ଡରାଉଛି ଆଉ ଏକ ଲଘୁଚାପ ତେବେ ଏହି ଲଘୁଚାପ 16 ତାରିଖ ରେ ସୃଷ୍ଟି ହୋଇଥିବା ବେଳେ ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ସୂଚନା ଦିଆଜାଇଛି ।
ଅନ୍ୟ ପକ୍ଷେ ପ୍ରବଳ ବର୍ଷା କାରଣ ରୁ ଅନେକ ନଦୀର ଜଳ ସ୍ଥର ବର୍ତମାନ ସମୟ ରେ ବଢିବାରେ ଲାଗିଛି । ପୁଣି ଥରେ ରାଜ୍ୟରେ ଆଗାମୀ ସମୟ ରେ ବନ୍ୟା ସ୍ଥିତି ଉପୁଜି ପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।