ମନ୍ତ୍ରୀ ପୁଅ ବୋଲି୧୯ ବର୍ଷର ଝିଅ ଅଙ୍କିତାଙ୍କୁ ମାରିଦେଲା

Ankita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଙ୍କିତା ଦେଖିବା ପାଇଁ ବହୁତ ସୁନ୍ଦର ଥିଲା ଆଉ ଅଙ୍କିତାର ରୂପ ଯେମିତି ଗୁଣ ବି ସେମିତି ଥିଲା । ସେହିଥି ପାଇଁ ତ ସେ 19 ବର୍ଷ ବୟସ ରୁ ଚାକିରୀ କରିଥିଲା ଏକ ରିସୋର୍ସ ରେ ରିସେପ୍ସନିଷ୍ଟ ରହିଥିଲା ଅଙ୍କିତା ଖଣ୍ଡାନି । ତେବେ ଜାହାର ମୃ-ତ ଦେହ ସ୍ଥାନିୟ ଏକ କ୍ୟାନାଲ ରୁ ଉଦ୍ଧାର ହୋଇଛି । ଆଉ ଏହି ଘଟଣା ର ମୂଖ୍ୟ ଅଭିଯୁକ୍ତ ହେଲେ ଜଣେ ମନ୍ତ୍ରୀ ଙ୍କ ପୁଅ ।

ଅଙ୍କିତା କାମ କରୁଥିବା ମାଲିକ ପୁଲକିତ ଆଚାର୍ଯ୍ୟ ଆଉ ପୁଲକିତ ଙ୍କ କହିବା କଥାକି ସେ 18 ତାରିଖ ରେ ଅଙ୍କିତା ଙ୍କୁ କ୍ୟାନାଲ ମଧ୍ୟକୁ ପେଲି ଦେଇଥିଲେ । ଆଉ ପୋଲିସ୍ ନିକଟସ୍ଥ କ୍ୟାନାଲ ରେ ଖୋଜା ଖୋଜି ଜାରି ରଖିଥିଲା । ଆଉ ପରେ ଅଙ୍କିତା ଙ୍କ ମୃ-ତ ଦେହ ମିଳିଥିଲା । ହଁ ବନ୍ଧୁଗଣ ଏମିତି ଏକ ଘଟଣା ଘଟିଜାଇଛି ଉତ୍ତରା ଖଣ୍ଡରେ ଆଉ ଉତ୍ତରା ଖଣ୍ଡର ମୂଖ୍ୟ ମନ୍ତ୍ରୀ ପୁସ୍କର ସିହଂ ଧାନୀ ଏହି ଘଟଣା ରେ ଦୃଢ କାର୍ଯ୍ୟାନୁଷ୍ଟାନ ନେଇଛନ୍ତି ।

Ankita

ତାଙ୍କ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇଥିବା ପୁଲକିତ ଙ୍କ ବାପା ବିନୋଦ ଆଚାର୍ଯ୍ୟ ଙ୍କୁ ଦଳରୁ ବହିସ୍କାର କରିଛନ୍ତି । ଆଉ ଏହି ଘଟଣା ପରେ ବିରୋଧ ଆଚାର୍ଯ୍ୟ କେବଳ ଦଳରୁ ବହିସ୍କୃତ ହୋଇନାହାଁନ୍ତି ବରଂ ସେ ମୂଖ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଇୟୁପି ର ସହ ପ୍ରଧାନ ମଧ୍ୟ ଥିଲେ ଯେଉଁଥିରୁ ନିଲମ୍ବିତ କରିଛି ଦଳ ସେହି ପରି ମୂଖ୍ୟ ଅଭିଯୁକ୍ତ ପୁଲକିତ ଙ୍କ ଭାଇଙ୍କୁ ମଧ୍ୟ ଉତ୍ତରାଖଣ୍ଡ ଓବିସି ଆୟଗଡ ଉପାଦାକ୍ଷ ପଦରୁ ହଟାଜାଇଛି ।

ଜାହାଙ୍କୁ ରାଷ୍ଟ୍ରିୟ ପାହ୍ୟା ମିଳିଥିଲା ତେବେ ଅଙ୍କିତା ଭଣ୍ଡାରି ଙ୍କୁ ପୁଲକିତ ଆଚାର୍ଯ୍ୟ କଣ ପାଇଁ ହ-ତ୍ୟା କରିଛି ତାହା ବର୍ତମାନ ସମୟ ରେ ଅସ୍ପଷ୍ଟ ରହିଛି । ଆଉ ସେହି ପୁଲକିତ ମୂଖ୍ୟ ଅଭିଯୁକ୍ତ ତାଙ୍କ ବାପା ଏବଂ ଭାଇ ଙ୍କୁ ବିଜେପି ଦଳରୁ ବହିସ୍କୃତ କରିଛି । ତେବେ ସବୁଠୁ ବଡ କଥା ହେଲା ଏହି ଘଟଣା ରେ ବିଳମ୍ବର ରେ କାର୍ଯ୍ୟନୁଷ୍ଟାନ ଗ୍ରହଣ ଯୋଗୁଁ ଉତ୍ୟକ୍ତ ଲୋକେ ବିଜେପି ର ବିଧ୍ୟାୟିକା ରେଣୁ ବିଷ୍ଣୁ ଙ୍କ ଗାଡିକୁ ଭଙ୍ଗାରୋଜା କରିଛନ୍ତି ।

Vinod

ଏମିତି କି ମନ୍ତ୍ରୀ ଙ୍କ ଘରକୁ ମଧ୍ୟ ଟେକା ପଥର ପକେଇ ଭଙ୍ଗା ରୋଜା କରିଛନ୍ତି । ସେହି ଜନତା ନେତା ଙ୍କ ଆଖିରେ ଆଙ୍ଗୁଠି ଗେଞ୍ଚେଇ ଦେଖେଇ ଦେଇଛନ୍ତି ଯେଉଁ କ୍ଷେମତା ରେ ବସିଛ ତାହା ଏହି ଜନତା ଙ୍କ ପାଇଁ । ସେହି କ୍ଷେମତା ଛଡେଇବା ପାଇଁ ଏହି ଜନତା ଙ୍କୁ ଗୋଟିଏ ବି ସମୟ ଲାଗିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *