ଆଉ ବୁଝାମଣା ସମ୍ଭବ ନୁହ ଏଵେ କେବଳ ଅପେକ୍ଷା ଛାଡ଼ପତ୍ର !

divorce

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିବା ବେଳେ ଅଭିନେତା ଅଭିନେତ୍ରୀଙ୍କ ବିବାଦ ମଧ୍ୟ ବଢିବାରେ ଲାଗିଛି , ଆପଣମାନେ ନିଶ୍ଚିତ ଦେଖିପାରୁଥିବେ ଯେ ଏହି ସମୟରେ ଲୋକପ୍ରିୟ ଅନୁଭବ ଓ ବର୍ଷାଙ୍କ ଵିଵାଦ ଦିନକୁ ଦିନ ଵଢିଵାରୈ ଲାଗିଛି , ଯାହା ବର୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ , ତେବେ ଆସନ୍ତୁ ଜାଣିବା ନିକଟରେ କୋର୍ଟ ବର୍ଷା ଅନୁଭବଙ୍କ ନିଷ୍ପତି କଣ ନେଇଛି ,

ଅନୁଭବ ନିଷ୍ପତ୍ତିରେ କହିଛନ୍ତି ଯେ ଆମକୁ ଆଉ ବୁଝାମଣା ପାଇଁ ସମୟ ଦରକାର ନାହିଁ , ଯେତିକି ସମୟ ନେଲୁ ବହୁତ ନେଇଗଲୁ ଆମକୁ ଏଥର ଛାଡ ପତ୍ର ଦରକାର , ମାନ୍ୟବର କୋର୍ଟ ଆପଣ ଏବେ ଯାହା ରାୟି ଦେବେ ସେଥିରେ ଆମେ ରାଜି ଅଛୁ , ଏମିତି କିଛି ନିଜର କୋର୍ଟରେ ଆଜି ସତ୍ୟପାଠ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସ୍ଵାମୀ ସାଂସଦ ଅଭିନେତା ଅନୁଭବ ମହାନ୍ତି ,

anubhav

ବର୍ତମାନ ପର୍ଯ୍ୟନ୍ତ ଟୁଟୁନାହି ବର୍ଷା ଏବଂ ଅନୁଭବଙ୍କ ଵିଵାଦ ମାମଲା , ଦାଣ୍ଡରେ ଯାଇ ହାଟରେ ଗଡୁଥିବା ଏହି ବିବାଦ ଓଡିଶାରେ ଚହଳ ପକାଇଛି , ଗଡ଼ି ଚାଲିଛି ସମୟ ପରେ ସମୟ ହେଲେ ଏହି ଵିଵାଦର ସମାଧାନ ହୋଇନପାରୁଥିବା ବେଳେ ଆଜି କିଛି ନୂଆ ମୋଡ଼ ନେଇଛି ଏହି ବିବାଦ , ଆଜି ଫେମିଲି କୋର୍ଟ ରେ ବର୍ଷା ଏବଂ ଅନୁଭବଙ୍କ ର ବିବାଦ ମାମଲାର ଶୁଣାଣି ଥିଲା , ସକାଳୁ ବର୍ଷା ଏବଂ ଅନୁଭଵ ସେମାନଙ୍କ ଓକିଲିକୁ ଧରି କଟକ ଫେମିଲି କୋର୍ଟ ରେ ପହଞ୍ଚିଥିଲେ , ଉଭୟ ବର୍ଷା ଏବଂ ଅନୁଭଵ ମହାନ୍ତି ,

ମଧ୍ୟସ୍ଥତା ଚାହୁନଥିଵା କୋର୍ଟରେ ତାଙ୍କର ସତ୍ୟ ପାଠ ଦାଖଲ କରିଛନ୍ତି , ମଧ୍ୟସ୍ଥତା ବନ୍ଦ କରି ଶୁଣିଣି ଆରଯୂ କରିବା ପାଇଁ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି , ସେହିପରି କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ , କୋର୍ଟ ଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି ବର୍ଷା ,

anubhav 2

ତେବେ ପରବର୍ତ୍ତୀ ତାରିଖରେ ବର୍ଷା ଏବଂ ଅନୁଭବଙ୍କୁ କ୍ରୋସ କ୍ୟୁସ୍ଚନ ପଚାରାଯିଵ , ତାହାପରେ ଉଭୟଙ୍କ ଵିଵାଦ ଉପରେ ଶୁଣାଣି କରିବେ ଜଜ୍ , ଯଦି ଦେଖିବା କିଛି ଦିନ ପୂର୍ବରୁ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ପାଞ୍ଚ ହଜାର ଜମା ପାଇଁ ଫେମିଲ କୋର୍ଟରେ ନିର୍ଦେଶ ଦେଇଥିଲା ,

ଉଭୟଙ୍କ ଵିଵାଦ ସମୟ ନେଉଥିବାରୁ ଏଥିରେ ପାଞ୍ଚ ହଜାର ଜମା ପାଇଁ କୁହାଯାଇଥିଲା , ବର୍ଷା ଏବଂ ଅନୁଭଵ ଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କରିଥିଲେ କୋର୍ଟ , ସେହିପରି ସେପ୍ଟେମ୍ୱର ୭ ତାରିଖରେ ହାଇ କୋର୍ଟ ରୁ ପ୍ରିଟିସନି ପ୍ରତିହାର କରିଥିଲେ ବର୍ଷା ପ୍ରିୟଦର୍ଶିନୀ , ତେବେ ଆଗକୁ କଣ ଶୁଣାଣି ହେଉଛି ତାହା ପରେ ଜଣାପଡ଼ିବ ତେବେ ଏତିକି କହି ଵିଦାୟ ନେଉଛୁ ଧନ୍ୟବାଦ ॥

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *