ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ନାଚୁ ନାଚୁ ଚାଲିଗଲା ଜିବନ ତେବେ ନାଚୁ ଥିବା ସମୟ ରେ କଣ କେବେ ଯମରାଜ କାହାକୁ ନେଇ ପାରିବେ । ସେ ପୁଣି ଥିଲେ ପାର୍ବତୀ ଭୂମିକା ରେ ତେବେ ଶିବଙ୍କର ଆରଧନା କରି ଝୁମୁଥିଲେ । ଲୋକ ଭାବୁଥିଲେ ଏହା ଅଭିନୟ ର ଏକ ଅଂଶ ଥିଲା କିନ୍ତୁ ଏହା ଥିଲା ଓଲଟା ।
ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ହୃଦରୋଗ ରେ ଲୋକ ମାନେ ଆକସ୍ମିକ ଭାବେ ମୃ-ତ୍ୟୁ ବରଣ କରୁଛନ୍ତି । ଯେମିତି କି ଆପଣ ମାନେ କିଛି ଦିନ ଆଗରୁ ଦେଖିଥିବେ ଗଣେଷ ଚତୁର୍ଥି ରେ ଜଣେ କଳାକାର ନୃତ୍ୟ ପରିବେଶଣ କରୁଥିବା ବେଳେ ତାଙ୍କର ହଠାତ ମୃ-ତ୍ୟୁ ଘଟିଥିଲା । ଆଉ ସେମିତି ଆଉ ଏକ ଘଟଣା ସେମିତି ଘଟିଜାଇଛି ।
ତେବେ ବନ୍ଧୁଗଣ ଏହି ଘଟଣା ଟି ଜମ୍ମୁକାଶ୍ମିର ର ହୋଇଥିବା ବେଳେ ଭିଡ଼ିଓ ରେ ପାର୍ବତୀ ଭୂମିକା ରେ ଅଭିନୟ କରୁଥିବା ଯୁବକ ଜଣଙ୍କ ହେଲେ ଯୋଗେସ ଗୁପ୍ତା ତେବେ ଷ୍ଟେଜ୍ ରେ ପାର୍ବତୀ ଭୂମିକା ରେ ଅଭିନୟ କରୁ କରୁ ହଠାତ ପଡିଜାଇଥିଲେ । ପାର୍ବତୀ ଭୂମିକା ରେ ଅଭିନୟ କରୁଥିବା ଯୋଗେସ ଗୁପ୍ତା ଜଣେ ଅଭିନେତା ତେବେ ଏମିତି ରେ ବହୁତ ସମୟ ରେ ଆପଣ ମାନେ ସୋସିଆଲ ମିଡିଆ ମାନଙ୍କରେ ଏମିତି ବହୁତ ଭିଡ଼ିଓ ଦେଖିବା ପାଇଁ ପାଇଥାନ୍ତି , ଯେଉଁଥିରେ ବହୁତ ଲୋକ ମାନଙ୍କର ଏହି ପରି ଭାବେ ହଠାତ ହୃଦଘାତ ଯୋଗୁଁ ସେମାନେ ମୃ-ତ୍ୟୁ ବରଣ କରିଛନ୍ତି ।
ତେବେ ସେହି ପରି କ୍ଷେତ୍ର ରେ ଏହି ବର୍ତମାନ ଭିଡ଼ିଓ ମଧ୍ୟ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଦର୍ଶକ ଭାବୁଥିଲେ ଏହା ଅଭିନୟ ର ଏକ ଅଂଶବୋଲି ହେଲେ ଅନେକ ସମୟ ଧରି ଏମିତି ଷ୍ଟେଜ୍ ରେ ପଡି ରହିବା ପରେ କର୍ମଚାରୀ ମାନେ ଅନୁମାନ କରିଲେ ଯେ ଗୁପ୍ତା ଚେତାଶୂନ୍ୟ ହୋଇ ପଡିଛନ୍ତି । ଆଉ ଏହା ପରେ ତାଙ୍କୁ ସଂଙ୍ଗେ ସଂଙ୍ଗେ ଡାକ୍ତର ଖାନା କୁ ନେଇଥିଲେ ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।