ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପାଣିପାଗ ବିଭାଗ ପକ୍ଷରୁ ନୂଆ ସୂଚନା ଜାରି ହୋଇଛି । କାଲିଠାରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆସନ୍ତା 4 ଦିନ ପର୍ଯ୍ୟନ୍ତ ଲାଗି ରହିବ ବଜ୍ରପାତ ସହିତ ବର୍ଷା ଆଜି 21 ଗୋଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଲା ପାଣିପାଗ ବିଭାଗ । ତେବେ ଉତ୍ତର ପଶ୍ଚିମବଙ୍ଗୋପସାଗର ଅଞ୍ଚଳ ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି । ଏହାର 48 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ପାରେ ।
ଆସନ୍ତା 20 ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ଆକଳନ କରିଛି । ଫଳ ରେ ଅତି ଭୀଷଣ ବର୍ଷା ହେବ । ତେବେ ଆଜି 21 ଗୋଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ଅକ୍ଟୋବର 1,2,3 ଅତି ଭୀଷଣ ବର୍ଷା ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭୁବନେଶ୍ୱର ସ୍ଥିତି ଏହି ପରି ପାଣିପାଗ ବିଭାଗ ଆକଳନ କରିଛି ।
ଆସନ୍ତା କାଲି ରାଜ୍ୟରେ ପ୍ରବଳ ବର୍ଷା 7 ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ ଅକ୍ଟୋବର 1 ତାରିଖ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜି ରାତି ସୁଧା 21 ଗୋଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଜାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରୁ 7 ଗୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେହି ସବୁ ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି , ବୋଲାଙ୍ଗିର , କନ୍ଧମାଳ , ଗଞାମ୍ , ଗଜପତି , ପୁରୀ ଏବଂ ଜଗତସିହଂପୁର ।
ସେହି ପରି 12 ଗୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏହି ସବୁ ଜିଲ୍ଲା ଗୁଡିକ ହେଲା ମାଲକାନାଗିରି , କୋରାପୁଟ, ରାୟଗଡା , ନବରଙ୍ଗପୁର , କଳାହାଣ୍ଡି , ଗଜପତି ସ ଗଞାମ୍ , କନ୍ଧମାଳ , ଖୋର୍ଦ୍ଧା, ପୁରୀ , କଟକ ଏବଂ ଜଗତସିହଂପୁର ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ।
ସେହି ପରି 30 ତାରିଖ ରେ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ ଏହି ନେଇ ୟେଲୋ ୱାର୍ଣ୍ଣ ଜାରି ହୋଇଛି । ତେବେ 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ସୂଚନା ପ୍ରଦାନ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।