ଶିକ୍ଷା ବ୍ୟବସ୍ଥାରେ ଅରାଜକତା ! ମା’ School ର Head master ହେଲେ ପାଠ ପଢାଉଛି ଝିଅ…ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜିଟାଲ ଯୁଗରେ ସମସ୍ତେ ସୋସିଆଲ ମିଡିଆ ସହିତ ଯୋଡିତ ଅଟନ୍ତି ସୋସିଆଲ ମିଡିଆ ରେ ଜାହା ବି ଘଟେ ସେହି ସବୁ ବିଷୟ ରେ ଟିକି ନିକି ଖବର ଆମେ ମାନେ ପ୍ରତ୍ୟୋକ ଦିନ ପାଇପାରନ୍ତି । କ୍ୟାମେରା ରେ କୟେଦ ହୋଇଥିବା ଅନେକ ଖବର ଆମେ ମାନେ ବିଭିନ୍ନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବା ପାଇଥାନ୍ତି । ସେହି ପରି ବେଳେ କିଛି ସମୟ ହେଲା ଏକ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେଉଛି ।

ତେବେ ଏହି ଭିଡ଼ିଓ ରେ ମାଆ ପ୍ରଧାନ ଶିକ୍ଷକ ହେଲେ ଝିଅ ପାଠ ପିଲା ମାନଙ୍କୁ ପଢୁଥିବାର ଦେଖିବା ପାଇଁ ମିଳିଛନ୍ତି । ଝିଅ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅନୁପସ୍ଥିତି ରେ ସ୍କୁଲ ରେ ପିଲାଙ୍କୁ ପାଠ ପଢାଉଛନ୍ତି ତାଙ୍କ ଝିଅ ଇଏ କେଉଁ ଭଳି ଶିକ୍ଷା ବ୍ୟବସ୍ଥା । ଜଣଙ୍କର ପୋଷ୍ଟିଂ ହୋଇଛି ଆଉ ଜଣେ କରୁଛି କାମ ଯଦି ପିଲାଙ୍କର କିଛି ଅସୁବିଧା ହୁଏ ତେବେ ତା ପାଇଁ ଦାୟି କିଏ ରହିବ । ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ନା ତାଙ୍କର ଝିଅ ତେବେ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଦେଖିବାକୁ ପାଉଥିବେ ।

teacher

ତେବେ ଜିଲ୍ଲା ଶିକ୍ଷା ବ୍ୟବସ୍ଥାରେ ଅବ୍ୟସ୍ଥା ରେ ପରିଣତ । ତେବେ ରାଜକନିକା ଶିକ୍ଷା ବ୍ୟବସ୍ଥା ରେ ଅନିୟମିତତା ଦିନକୁ ଦିନ ବଢିବାରେ ଲାଗିଛି । ଏବଂ ଏହି ବିଷୟ ରେ ସଂମ୍ପର୍ଣ୍ଣ ସତ୍ୟତା ଦିନକୁ ଦିନ ପଦାକୁ ଆସିବାରେ ଲାଗିଛି । ତେବେ କେତେ ବେଳେ ଲାଞ୍ଚ ନେଇ ଖୁଦ ଡିଓ ଦ୍ୱାରା ଧରା ପଡି ଜେଲ ରେ ତ ଆଉ କେତେ ବେଳେ ଶିକ୍ଷା ବ୍ୟବସ୍ଥା କୁ ଖାମଖିଆଲି କରୁଛନ୍ତି କର୍ମଚାରୀ ମାନେ ।

ତେବେ ଏହି ଭଳି ଏକ ଘଟଣା ହେଲା ରାଉତ ବର୍ତିିନୀ ସରକାରୀ ପ୍ରଥମିକ ବିଦ୍ୟାଳୟ ରେ କିଛି ଦିନ ହେବ ଶିକ୍ଷୟାତ୍ରୀ ମାଆଙ୍କ ଝିଅ ଶିକ୍ଷାଦାନ କରିବାର ସାଧାରଣ ରେ ବର୍ତମାନ ସମୟ ରେ ଚର୍ଚ୍ଚା କୁ ଆସିଛି । ତେବେ ଏହି ରାଉତ ବର୍ତିନୀ ଗ୍ରାମର ବାସିନ୍ଦା ମାନଙ୍କୁ ଏହି ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ କିଛି ଦିନ ହେଲା ବିଦ୍ୟାଳୟ କୁ ନଜାଇ ତାଙ୍କର ଝିଅ ସୀମା ରେଖା ମହାନ୍ତି ତାଙ୍କ ମାଆ ଙ୍କ ପାଇଁ ବିଦ୍ୟାଳୟ କୁ ଯିବା ଆସିବା କରୁଛନ୍ତି ।

Teacher 1

ତେବେ ଆମେ ଯେତେ ବେଳେ ସେହି ବିଦ୍ୟାଳୟ ରେ ପହଁଚି ଅନୁସରଣ କରିବାକୁ ଜାଇଥିଲୁ । ସେହି ସମୟ ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଝିଅ ସୀମାରେଖା ତୁମେ କିଏ କଣ ପାଇଁ ଆସିଛ କହି ନିଜ ମମି ଅହଲ୍ୟା ଙ୍କୁ ଫୋନ କରି ମମି ମିଡିଆ ବାଲା ଆସିଛନ୍ତି ତୁ ଜଲ୍ଦି ଆସ ବୋଲି କହୁଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ନିଜ ମାଆ ଙ୍କ ଗୋଡ ଭାଙ୍ଗିଜାଇ ଥିବା ବେଳେ ବର୍ତମାନ ମୁଁ ସ୍କୁଲ ର ବୁଝା ସୁଝା କରୁଛି ବୋଲି ସେ କହିଥିଲେ ।

କେବଳ ସେତିକି ନୁହେଁ ସେ ଡିଓ ଙ୍କ ପର୍ମିଷନ ନେଇ କରି ସ୍କୁଲ ଆସୁଥିବାର ସେ ଏଠାରେ କହିଥିବାର ଦେଖିବା ପାଇଁ ମିଳିଥିଲେ । ହେଲେ ଯେତେ ବେଳେ ଏହି ବିଷୟ ରେ ବିଓ ଙ୍କୁ ପଚାରାଯାଏ ତେବେ ସେ କୁହନ୍ତି କି ସେ ଏହି ବିଷୟ ରେ କୈଣସି କିଛି ବି ଜାଣି ନାହାଁନ୍ତି । ତେବେ ସେ ପରେ ଦିଦି ଙ୍କୁ ପଚାରି କହିବୁ ସେ ନିଜର ପ୍ରତିକ୍ରିୟା ରେ କହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶିକ୍ଷା ବ୍ୟବସ୍ଥା କୁ ଏତେ ଖାମଖିଆଲି ଭାବେ କାହିଁକି ନେଉଛନ୍ତି ଶିକ୍ଷା ବ୍ୟବସ୍ଥା ରେ ନିୟଜିତ ରହିଥିବା କର୍ମଚାରୀ ମାନେ । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *