ପୁଣି କନ୍ଧମାଳ ଆବାସିକ ବିଦ୍ୟାଳୟରେ କଳଙ୍କ, ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ପୋଲିସର ତଦନ୍ତ ଜାରି…

class 7 student

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ଶୁଣିବାକୁ ପାଉଥିବେ କି କେଉଁଠାରେ ରାସ୍ତା ରେ ଯୁବତୀ ବା ଛାତ୍ରୀ ମାନେ ଯିବା ର ନେଇ କିଛି ଅଘଟଣ ଘଟୁଛି ଏବଂ ଏହା ସହ ଛାତ୍ରୀ ମାନେ ପାଠ ପଢୁଥିବା ସ୍କୁଲ ରେ ଛାତ୍ରୀ ମାନଙ୍କ ସହ କିଛି ଅସଦା ଚରଣ ହେଉଛି , କିମ୍ବା ଛାତ୍ରୀ ମାନଙ୍କ ର ଛାତ୍ରୀ ମେସ ରେ ଛାତ୍ରୀ ମାନଙ୍କ ସହ କିଛି ଖରାପ କାର୍ଯ୍ୟ କରାଯାଉଛି ।

ତେବେ ବନ୍ଧୁଗଣ ଏପରି ଏକ ଘଟଣା ଏବେ ସାମନା କୁ ଆସିଛି ଯାହା ଆଜିର ସମାଜ ପାଇଁ ବହୁତ ବଡ ଲଜ୍ୟା ଜନକ ଖବର । ତେବେ ଘଟଣା ରେ ଜଣେ ସପ୍ତମ ଶ୍ରେଣୀ ର ଛାତ୍ରୀ ଗର୍ଭ-ବତୀ ହୋଇଛନ୍ତି , ତେବେ ସମ୍ପୁର୍ଣ୍ଣ ଘଟଣା ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

student

ତେବେ ବନ୍ଧୁଗଣ ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ରେ ଲଜ୍ୟା ଜନିତ ଖବର ଆବସିକ ବିଦ୍ୟାଳୟ ରେ ପୁଣି ଲାଗିଲା କଳଙ୍କ ଟୁବୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅନ୍ତର୍ଗତ ଡାଙ୍ଗାପୁରା ଆବାସିକ ବିଦ୍ୟାଳୟ ର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭ-ବତୀ , ତେବେ ଘଟଣା ଜଣା ପଡିବା ପରେ ବିଦ୍ୟାଳୟ କତୃପକ୍ଷ ଙ୍କ ପକ୍ଷରୁ ବେଲଘର ଥାନା ରେ ଏତେଲା ଦିଆଯାଇଛି । ତେବେ ଏତାଲା ଅନୁଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

ତେବେ ଜିଲ୍ଲା ରେ ବିଭିନ୍ନ ଆବାସିକ ବିଦ୍ୟାଳୟ ରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ର ନଜର ରେ ଆସିଛି ଅନୁସୂଚିତ ଜାତି ଓ ଅନୁଜାତି ବିଭାଗ ଗୃହସ୍ଥ ଉଦୀୟା ଅଧୟନ ସଂସ୍ଥା ଦ୍ୱାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟ ରେ 313 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି , ତେବେ ଏଭଳି ଲଜ୍ୟା ଜନକ ଘଟଣା କୁ ନେଇ ଆଦିମ ଜନ ଜାତି ଛାତ୍ରୀ ମାନଙ୍କ ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠୁଚି ।

ବେଲଘର ଥାନା ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି , ତଦନ୍ତ ପରେ ଘଟଣା ର ସତ୍ୟା ସତ୍ୟ ଜଣା ପଡିବ । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ଖାସ ଖବର ଯେଉଁଥିରେ ଏକ ସପ୍ତମ ଶ୍ରେଣୀ ର ଛାତ୍ରୀ ଏବେ ଗର୍ଭ-ବତୀ ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *