ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିକଟରେ ବାବୁସାନ ଙ୍କ ର ଶରୀର ଅସୁସ୍ଥ ରହିଥିଲା ଯେଉଁ କାରଣ ରୁ ତାଙ୍କୁ ଭୂବନେଶ୍ୱର ର ଏକ ଘରଇ ହସପିଟାଲ ରେ ତାଙ୍କର ଚିକିତ୍ସା କରାଯାଉଥିଲା , ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟ ରେ ତାଙ୍କର ପତ୍ନୀ ତୃପ୍ତୀ ତାଙ୍କୁ ଦେଖି କରିବା ପାଇଁ ଆସିଥିଲେ ,
ତେବେ ଆପଣ ମାନେ ଜାଣିଥିବେ କି ନିକଟ ଅତିତ ରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କୁ ନେଇ ଯେଉଁ ବାଦ ବିବାଦ ହୋଇଥିଲା ସେହି କାରଣ କୁ ରାଗ ରଖି ବାବୁସାନ ଙ୍କ ର ପତ୍ନୀ ତୃପ୍ତୀ ସତପଥୀ ବାବୁସାନ ଙ୍କ ଉପରେ ରାଗି ତାଙ୍କ ର ବାପା ଙ୍କ ଘରକୁ ଚାଲିଯାଇଥିଲେ , ତେବେ ବାବୁସାନ ହସପିଟାଲ ରେ ରହିଥିବା ଖବର ଶୁଣି ତୃପ୍ତି ସମସ୍ତ ରାଗକୁ ଭୁଲି ବାବୁସାନ ଙ୍କୁ ଦେଖା କରିବା ପାଇଁ ଚାଲି ଆସିଥିଲେ ,
ତେବେ ତୃପ୍ତି ସେଠାରେ ହସପିଟାଲ ରେ ରହି ବାବୁସାନ ଙ୍କ ର ସେବା କରିଥିଲେ ତେବେ ପରେ ବାବୁସାନ ସୁସ୍ଥ ହେବା ପରେ ତୃପ୍ତୀ ବାବୁସାନ ଙ୍କୁ ଘରକୁ ଫେରାଇ ଆଣିଛନ୍ତି , ତେବେ ବାବୁସାନ ଙ୍କ ର ଏପରି ଶରୀର ଅସୁସ୍ଥ କଣ ପାଇଁ କଣ ଆପଣ ଜାଣିଛନ୍ତି ,
ତେବେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ଦମନ ଆସୁଥିବା ର ନେଇ ସେ ସେହି ଫିଲ୍ମ ର ପ୍ରୋମଶନ କୁ ନେଇ ସେ ଲଦାଖ ଯାଇଥିଲେ ତେବେ ସେଠାରେ ତାଙ୍କୁ ପାଖା ପାଖି 600 କିଲୋମିଟର ବାଇକ ଚଲାଇବାକୁ ପଡିଥିଲା , ତେବେ ସେଠାରେ ଏପରି କାର୍ଯ୍ୟ କରିବାରୁ ତାଙ୍କର ଅକ୍ସିଜେନ ଲେଭଲ କମିଯାଇଥିଲେ ଯେଉଁ କାରଣ ରୁ ତାଙ୍କର ଏପରି ଶରୀର ଅସୁସ୍ଥ ହୋଇଥିଲା ,
ତେବେ ସେ ସୁସ୍ଥ ହୋଇ ହସପିଟାଲ ରୁ ଆସିବା ପରେ ବାବୁସାନ ଙ୍କୁ ଏବେ ବେଶ ଖୁସି ଥିବାର ଦେଖା ଯାଇଛି ଏବଂ ବାବୁସାନ ତାଙ୍କର ସୋସିଆଲ ମିଡିଆରେ ତାଙ୍କର ଛୁଆ ସହ କିପରି ହସ ଖୁସି କରୁଛନ୍ତି ସେହି ସବୁ ର ଫୋଟ ଦେଖିବାକୁ ମିଳିଛି ।
ତେବେ ବନ୍ଧଉଗଣ ଅତିତ ରେ ଘଟିଥିବା ଘଟଣା ଯାହାକି ପ୍ରକୃତି ମିଶ୍ର ଏବଂ ବାବୁସାନ ଙ୍କୁ ନେଇ ଯେଉଁ କଥା ଉଠିଥିଲା ସେ ସବୁ ପାଇଁ ବାବୁସାନ ତାଙ୍କର ସ୍ତ୍ରୀ ତୃପ୍ତୀ ଙ୍କ ନିକଟ ରେ ଭୁଲ ମାଗି ତାଙ୍କୁ କ୍ଷମା ମାଗିଛନ୍ତି ବୋଲି ଜଣା ପଡିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।