ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ର ସମ୍ପର୍କ କୁ ନେଇ ତେବେ ଯେତେବେଳେ ପ୍ରକୃତି ମିଶ୍ର ବାବୁସାନ ଙ୍କ ସହ ଫିଲ୍ମ ସୁଟିଙ୍ଗ କରୁଥିଲେ ସେତେବେଳେ ସେହି ଦୁହିଁ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ତେବେ ଏହି ସମ୍ପର୍କ କିଛି ଦିନ ଧରି ଚାଲିବା ପରେ ଏହି ସମ୍ପର୍କ ବିଷୟ ରେ ବାବୁସାନ ଙ୍କ ର ପତ୍ନୀ ତୃପ୍ତି ସତପଥା ଜାଣି ପାରିଥିଲେ । ତେବେ ଏହା ପରେ ତୃପ୍ତୀ ବାବୁସାନ ଙ୍କ ପ୍ରକୃତି ଙ୍କ ସହ ମିଳା ମିଶା ନ କରିବା ପାଉଁ ବହୁତ ଥର ମଧ୍ୟ ବାରଣ କରିଥିଲେ ।
ତେବେ ବାବୁସାନ ଏହି ସମ୍ପର୍କ କୁ ନେଇ କାହାର କଥା ଶୁଣି ନଥିଲେ ଫଳରେ ତୃପ୍ତି ଏହି ସମ୍ପର୍କ କୁ ଶେଷ କରିବା ପାଇଁ ସେ ଏପରି ଏକ ନିଷ୍ପତ୍ତି ନେଇଥିଲେ ଯାହା ଦ୍ୱାରା ସେ ଦୁଇ ଜଣ ଙ୍କୁ ଅର୍ଥାତ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କୁ ରାସ୍ତା ଉପରେ ମାଡ ମାରିଥିଲେ । ତେବେ ଏହା ପରେ ବାବୁସାନ ତାଙ୍କର ଭୁଲ ବୁଝି ପାରିଥିଲେ କିନ୍ତୁ ଏହି ଘଟଣା ଘଟବା ପରେ ବାବୁସାନ ଙ୍କ ର ପତ୍ନୀ ତୃପ୍ତି ସତପଥୀ ବାବୁସାନ ଙ୍କ ଉପରେ ଅଭିମାନ କରି ତାଙ୍କର ବାପା ଘରକୁ ଚାଲିଯାଇଥିଲେ ତେବେ ବାବୁସାନ ମଧ୍ୟ ତାଙ୍କ ନିଜ ଜିଦ ରହି ତୃପ୍ତୀ ଙ୍କୁ ଆଣିବାକୁ ଯାଇ ନଥିଲେ ।
ତେବେ ବାବୁସାନ ତାଙ୍କର ଫିଲ୍ମ ର ପ୍ରମଶନ ପାଇଁ ବାଇକ ରାଲି ରେ ଯଆଇଥିବା ବେଳେ ତାଙ୍କର ଶରୀର ରେ ଅକ୍ସିଜେନ ଲେଭଲ କମି ଯାଇଥିଲା ଯେଉଁ କାରଣ ରୁ ବାବୁସାନ ଙ୍କ ର ଶରୀର ଗୁରୁତ୍ୱ ର ହୋଇ ପଡିଥିଲା ଯାହା ଦ୍ୱାରା ତାଙ୍କୁ ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା । ତେବେ ତୃପ୍ତୀ ଏହି କଥା ଜାଣିବା ପରେ ସମସ୍ତ ରାଗ କୁ ଭୁଲି ସେ ବାବୁସାନ ଙ୍କ ପାଖକୁ ଫେରି ଆସିଥିଲେ ଏବଂ ବାବୁସାନ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ ।
ତେବେ ବାବୁସାନ ଘରକୁ ଫେରିବା ପରେ ତାଙ୍କ ମାଆ ଅପରାଜିତା ମହାନ୍ତି ଙ୍କ ସହ କିଛି ହସ ଖୁସି ର ମୁହୁର୍ତ୍ୱ କଟାଉଥିବାର ଦେଖା ଯାଇଛି ଯେଉଁଥିରେ ଦେଖିବାକୁ ମିଳିଛି କି ବାବୁସାନ ତାଙ୍କର ମାଆ ଅପରାଜିତା ମହାନ୍ତି ଙ୍କ ସହ ବାଟୁଳି ରେ ଟେକା ମାରି ତାଙ୍କ ସହ ଖେଳୁ ଥିବାର ଦେଖିବାକୁ ମିଳିଛି ଯେଉଁଥିରେ ବାବୁସାନ ବହୁତ ଖୁସି ନଜର ରେ ଦେଖିବାକୁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।