ହସ୍ପିଟାଲ ରେ ପଡ଼ିଲା ପରେ ବାବୁସାନ ପାଖକୁ ଫେରିଲେ ତୃପ୍ତି ।

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁସାନ ଙ୍କ ପାଖକୁ ଫେରିଲେ ତୃପ୍ତି ତେବେ ଆପଣ ମାନେ ଜାଣିଥିବେ ବାବୁସାନ ହସ୍ପିଟାଲ ରେ ଆଡମିଟ ହୋଇଛନ୍ତି । ତେବେ ଗତ ଦିନ ମାନଙ୍କରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ବାବୁସାନ ଙ୍କୁ ଛାଡି ନିଜ ବାପ ଘରକୁ ଚାଲିଜାଇଥିଲେ । ଆଉ ତାହାବି ପୁଣି ପ୍ରକୃତି ମିଶ୍ର ଙ୍କ ପାଇଁ ପ୍ରକୃତି ମିଶ୍ର ଙ୍କ ସହିତ ମିଶିବା କାରଣ ରୁ ବାବୁସାନ ଅତ୍ୟାଧିକ ମାତ୍ରାରେ ନିଶା ସେବନ କରୁଥିଲେ । ତେବେ ଅତ୍ୟାଧିକ ନିଶା ସେବନ କରିବା କାରଣ ରୁ ବାବୁସାନ ଖରାପ ବାଟ କୁ ଚାଲିଥିଲେ । ଏବଂ ପରେ ତାଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ଠିକ୍ ବାଟକୁ ଆଣିଥିଲେ ।

ପ୍ରକୃତି ମିଶ୍ର ଙ୍କ ଠାରୁ ଦୂର କରିଥିଲେ । ଏମିତି କି ନିଶା ସେବନ କରିବାରେ ବି ମଧ୍ୟ ବାବୁସାନ ଙ୍କୁ ଦୂରରେ ରଖିଥିଲେ । ତେବେ ଏହି କାରଣ ରୁ ବାବୁସାନ ଙ୍କ ଦେହ ବର୍ତମାନ ଖରାପ ହୋଇଜାଇଛି । ହଠାତ ନିଶା ଛାଡିଦେବା କାରଣ ରୁ ବାବୁସାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଛି । ଆଉ ଏହି କାରଣ ରୁ ବର୍ତମାନ ବାବୁସାନ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।

Babushan Mohanty

ତେବେ ଗତ ଦିନ ମାନଙ୍କରେ ବାବୁସାନ ଦମନ ଫିଲ୍ମ ର ପ୍ରମୋସନ ପାଇଁ ଲଦାଖ ଜାଇଥିଲେ ଆଉ ତାହାବି ପୁଣି ବାଇକ୍ ରେ ଏବଂ ଦିର୍ଘ 500 କିଲୋମିଟର ରୁ ଅଧିକ ବାଟ ବାଇକ୍ ଚଲେଇ ଯିବା ପରେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କ ବର୍ଡି ର ଅକ୍ସିଜେନ ଲେବୁକ କମିଜାଇଥିଲା । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଆଣି ତାଙ୍କୁ ସୋମ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି । ଏବଂ ବର୍ତମାନ ସମୟ ରେ ସେ ସମ୍ ହସ୍ପିଟାଲ ରେ ରହି ଚିକିତ୍ସିତ ହେଉଛନ୍ତି ।

ବର୍ତମାନ ବାବୁସାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି ଏବଂ ସେ ହସ୍ପିଟାଲ ବେଡ ରେ ରହିଛନ୍ତି ବର୍ତମାନ ସମୟ ରେ ତାଙ୍କୁ 6 ଜଣ ଡାକ୍ତର ପରିକ୍ଷା ନିରିକ୍ଷା କରୁଛନ୍ତି । ତେବେ ବାବୁସାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣ ରୁ ତାଙ୍କର ପରିବାର ଲୋକ ସମସ୍ତେ ହସ୍ପିଟାଲ ରେ ରହିଛନ୍ତି । ଓଲ୍ଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ବାବୁସାନ ଙ୍କୁ ଜଲ୍ଦି ସୁସ୍ଥ ହୋଇଯିବାର କାମନା କରିଛନ୍ତି । ଆମେ ବି ଭଗବାନ ଙ୍କ ନିକଟରେ କାମନା କରୁଛୁ କି ବାବୁସାନ ଙ୍କୁ ଜଲ୍ଦି ଭଲ କରି ପୁଣି ଥରେ ସିନେମା ଦୁନିଆ କୁ ଫେରେଇ ଆଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *