ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ସୂର୍ଯ୍ୟ ଙ୍କ ର ପୂତ୍ର ହେଉଛନ୍ତି ଶନି ଦେବ । ଶନି ଦେବ ଙ୍କୁ ନ୍ୟାୟ ର ଦେବତା ମଧ୍ୟ ମାନାଯାଏ ଶନି ଦେବ ଙ୍କ ର ପ୍ରଭାବ ମନୁଷ୍ୟ ର ଜୀବନ ରେ ଏବଂ ରାଶି ର ଚଳନ ରେ ବହୁତ ପ୍ରଭାବ ପଡିଥାଏ । ଶନି ଦେବ ମନୁଷ୍ୟ ର ସମସ୍ତ କର୍ମ ଉପରେ ନଜର ରଖିଥାନ୍ତି , ତେଣୁ ଯେଉଁ ବ୍ୟକ୍ତି ଭଲ କାମ କରିଥାଏ ତାହାକୁ ତାର କର୍ମ ଅନୁସାରେ ଶୁଭ ଫଳ ମଧ୍ୟ ଦେଇଥାନ୍ତି , ଏହା ସହ ଖରାପ କର୍ମ କରୁଥିଲେ ତାହାକୁ ଦଣ୍ଡ ମଧ୍ୟ ଦେଇଥାନ୍ତି ।
ତେବେ ଶନି ଦେବ ଗ୍ରହ ର ଚଳନ ଅନୁସାରେ ରାଶି ମାନେ ପରିବର୍ତ୍ତନ କରିଥାନ୍ତି ତେବେ କୁହାଯାଏ କି ପ୍ରତି ଅଢେଇ ବର୍ଷ କୁ ଥରେ ଶନି ଦେବ ଗୋଟିଏ ରାଶି ରୁ ଅନ୍ୟ ରାଶି କୁ ପରିବର୍ତ୍ତନ କରିଥାନ୍ତି , ତେବେ ବର୍ତ୍ତମାନ ଶନି ଦେବ ମକର ରାଶି ରେ ରହିଛନ୍ତି , ତେବେ ଶନି ଦେବ କିଛି ରାଶି ମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥିବା ବେଳେ ଆଉ କେତେକ ରାଶି ପାଇଁ ବହୁତ ବିପଦ ପୂର୍ଣ୍ଣ ସାଜିଥାନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ରାଶି ବିଷୟ ରେ କହିବୁ ଯାହାଙ୍କ ଉପରେ ଶନି ଦେବ ତାଙ୍କର କୃପା ଦୃଷ୍ଟି ପଡିବାକୁ ଯାଇଛି ଯାହା ଦ୍ୱାରା ଏହି ରାଶି ମାନଙ୍କ ର ଭାଗ୍ୟ ରେ ଏବେ ବଡ ପରିବର୍ତ୍ତନ ଆସିବାକୁ ଯାଇଛି । ତେବେ ଏହି ସମୟ ଜଣା ପଡୁଛି କି 10 ବର୍ଷ ପର୍ଯ୍ୟନ୍ତ ଧରି ରହିବ । ତେବେ ଆସନ୍ତୁ ଜାଣି ନେବା ସେହି ଭାଗ୍ୟ ଶାଳି ରାଶି ମାନଙ୍କ ବିଷୟ ରେ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ତାଙ୍କର ବକ୍ର ଚଳନ ହେତୁ ବହୁତ ଭଲ ଫଳ ପ୍ରଦାନ କରିଥାନ୍ତି , ତେବେ ଏହା ସହ ଯଦି ଆପଣ ଙ୍କ ର କୈଣସି କୋର୍ଟ କଚ୍ଚେରି ଜନିତ ସମସ୍ୟା ରହିଥାଏ , ଏଥିରେ ଆପଣ ମାନେ ଜୟ ଲାଭ କରିବେ ଏବଂ ଏହା ସହ ବ୍ୟାପାର ବାଣିଜ୍ୟ କ୍ଷେତ୍ର ରେ ଲାଭ ହେବ । ତେବେ ଶନି ମକର ରାଶି ରେ ପ୍ରବେଶ କରିବା ସହ କର୍କଟ ରାଶି , ବୃଷ ରାଶି ମାନଙ୍କୁ ଶନି ଙ୍କ କପ ଦୃଷ୍ଟି ରୁ ମୁକ୍ତି ମିଳିବ ।
ତେବେ ଏହା ପରେ ମିଥୁନ ଏବଂ ତୁଳା ରାଶି ଉପରେ ଶନି ଙ୍କ କୁପ ଦୃଷ୍ଟି ପଡିବା ଆରମ୍ଭ ହେବ । ତେବେ ମକର ରାଶି ରେ ଶନି ଙ୍କ ଗୋଚର ଦ୍ୱାରା କର୍କଟ ରାଶି , ବୃଷ ରାଶି , ମେଷ ରାଶି , ତୁଳା ରାଶି ରେ ପାଞ୍ଚ ମହାଯୋଗ ବନିବ , ଧନୁ ରାଶି , ମକର ରାଶି , କୁମ୍ଭ ରାଶି ରେ ଶନି ଙ୍କ ର ସାଢେ ସାତ ପ୍ରଭାବ ରେ ରହିବ । ତେବେ ଏପରି ଶନି ଙ୍କ ଗୋଚର ମକର ରାଶି , ମେଷ ରାଶି , କନ୍ୟା ରାଶି ଉପରେ ଭଲ ଫଳ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।