ଏମିତି ଅ-ଙ୍ଗ ଥିବା ମହିଳା ହୋଇଥାନ୍ତି ଚରିତ୍ର ହିନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ର ସମସ୍ତ ଜୀବନ ଶୈଳି ବିଷୟ ରେ ସେଥିରେ ଉଲ୍ଲେଖ କରାଯାଇଛି ଯାହା ଦ୍ୱାରା ସେମାନଙ୍କ ର ଜୀବନ ର ସମସ୍ତ ରହସ୍ୟ ସେଥିରେ ସରଳ ଭାଷାରେ ବର୍ଣ୍ଣନା କରାଯାଇଛି ଏବଂ ଏହା ସହ ନାରି ମାନଙ୍କ ଅଙ୍ଗ ରୁ ଆପଣ ମାନେ ତାଙ୍କର ସ୍ୱଭାବ କିପରି ଜାଣିବା ସେ ସମ୍ପର୍କ ରେ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ ସମୁଦ୍ର ଶାସ୍ତ୍ରେ ରେ ନାରୀ ମାନଙ୍କ ର ଛାତି , ନାଭି ଏବଂ ପାଦ ର ସ୍ୱଭାବ ବିଷୟ ରେ କୁହାଯାଇଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଜଣାଇବୁ କି କିପରି ମହିଳା ମାନେ ତାଙ୍କର ସ୍ୱାମୀ ଙ୍କୁ ଖସି ରଖିଥାଏ ଏବଂ କେଉଁ ମହିଳା ମାନେ ତାଙ୍କର ସ୍ୱାମୀ ଙ୍କୁ ଧୋକା ଦିଅନ୍ତି ।

ତେବେ ବନ୍ଧୁଗଣ ଯେଉଁ ନାରୀ ର ନାଭି ବଡ ଏବଂ ଗଭୀର ଏବଂ ଏହା ସହ ଡାହାଣ ଆଡକୁ ମୋଡି ହୋଇଥାଏ ଏହିପରି ନାରୀ ମାନଙ୍କୁ ଭାଗ୍ୟଶାଳୀ ବୋଲି ମାନେ ଯାଏ । ଏମାନେ ଯେଉଁ ଘରେ ରହିଥାନ୍ତି ସେହି ଘରେ ଟଙ୍କା ପଇସା ଏବଂ ସନ୍ତାନ ପ୍ରାପ୍ତି ର ଯୋଗ ବନିଥାଏ ।

women

ଏହା ପରେ ଯେଉଁ ନାରୀ ମାନଙ୍କ ର ପାଦ ଲମ୍ବା ଏବଂ ଚିକଣ ହୋଇଥାଏ ସେପରି ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ର ସ୍ୱରୁପ ମାନାଯାଏ ଏଭଳି ନାରୀ ମାନଙ୍କ ର ବିବାହ ପରେ ସେମାନଙ୍କୁ କେବେ ଧନ ର ଅଭାବ ହୋଇ ନଥାଏ ।

ଏହା ପରେ କୁହାଯାଏ କି ଯେଉଁ ନାରୀ ମାନଙ୍କ ର ଛାତି ଚୈଡା ହୋଇଥାଏ ସେହି ନାରି ମାନେ ଅଧିକ ସାହସି , ଅହଂକାରୀ ଏବଂ କ୍ରୋଦ୍ଧି ସ୍ୱଭାବ ର ହୋଇଥାନ୍ତି , ଏମାନେ ତାଙ୍କର ପରିବାର ଉପରେ ନିଜର ହୁକୁମ ଚଲାଇବା ରେ ସପଳ ହୋଇଥାନ୍ତି ।

ଏହା ପରେ ଯେଉଁ ନାରୀ ମାନଙ୍କ ର ଛାତି ନାଲ କିମ୍ବା କଳା ରଙ୍ଗ ର ହୋଇଥାଏ ସେହି ନାରୀ ମାନେ ସୁନ୍ଦର ସନ୍ତାନ ଜାତ କରିଥାନ୍ତି ଏବଂ ଏହା ସହ ଏମାନେ ସମସ୍ତ ଛନ୍ଦ କପଟ ଠାରୁ ଦୂରେଇ ରୁହନ୍ତି ।

women

ଏହା ପରେ ଶେଷ ରେ ଯେଉଁ ନାରୀ ମାନଙ୍କ ର ଛାତି ରେ ହାଲକା ବାଳ ରହିଥାଏ ସେମାନେ ଅନେକ ପୁରୁଷ ମାନଙ୍କ ସହ ସ-ମ୍ବ-ନ୍ଧ ରଖିଥାନ୍ତି ଏବଂ ଏମାନଙ୍କ ମନରେ ସର୍ବଦା କା-ମନା ର ବା-ସନା ଭରି ରହିଥାଏ ଏବଂ ଏହି ଭଳି ନାରୀ ମାନେ ମିଛ କଥା ବହୁତ ମଧ୍ୟ କହିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *