ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷ ରୁ କିିଛି ନୂଆ ସୂଟନା ରହିଛି ବର୍ତମାନ ସୂଚନା ମିଳିଛି ଗୋଟିଏ ଲଘୁଚାପ ନସରୁଣୁ ଆଉ ଏକ ଲଘୁଚାପ ର ସମ୍ଭାବନା ରହିଛି। ତେବେ ସୂଚନା ମିଲିଛି । କି ଏହି ଲଘୁଚାପ ଟି ଗତ ଲଘୁଚାପ ଠାରୁ ଭୟଙ୍କର ଅଟେ । ତେବେ ଏହି ଲଘୁଚାପ ର ରୂପ ନେଇ ପାରେ କି ଭୟଙ୍କର ବାତ୍ୟାର ରୂପ ତେବେ କଣ କହୁଛି ପାଣିପାଗ ବିଭାଗ ଏହା ସତ ଯଦି ଏହା ବାତ୍ୟାର ରୂପ ନିଏ ତେବେ କେଉଁ ସବୁ ଜିଲ୍ଲାକୁ ସତର୍କ ସୂଚନା ରହିବ ସେହି ନେଇ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ।
ତେବେ ବର୍ତମାନ ଜାହା ସୂଚନା ମିଳିଛି ଆସନ୍ତା 24 ଘଣ୍ଟା ଅର୍ଥାତ 7 ତାରିଖ ଦିନ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳ ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତି 48 ଘଣ୍ଟା ମଧ୍ୟରେ ଅର୍ଥାତ 9 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆଜାଇଛି ।
ତେବେ ଘୂର୍ଣ୍ଣିଂ ବଳୟ ପ୍ରଭାବରେ ମଙ୍ଗଳବାର ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରର ସୂଚନା ମୁତାବକ ଆଜି ଗଞାମ୍ , କନ୍ଧମାଳ , ମାଲକାନାଗିରି , କୋରାପୁଟ , ରୟଗଡା ଏବଂ ନବରଙ୍ଗପୁର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି ।
ଏହିଥି ସହ ପୁରୀ , ଖୋର୍ଦ୍ଧା , ନବରଙ୍ଗପୁର , ନୟାଗଡ , ଗଞାମ୍ , ଗଜପତି , ଜଗତସିହଂପୁର , କଟକ , ମାଲକାନାଗିରି , ରାୟଗଡା , କଳାହାଣ୍ଡି , ବୈଦ୍ଧ , ଅନୁଗୁଳ , ଢେଙ୍କାନାଳ ଜାଜପୁର , ମଯୁରଭଞୀ , ଏବଂ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବିଜୁଳୀ ଘଡଘଡି ସହିତ ବର୍ଷା ହୋଇପାରେ ବୋଲି କୁହାଜାଉଛି । ସେହିଥି ପାଇଁ ଏହି ସବୁ ଜିଲ୍ଲା ମାନଙ୍କୁ ପାଣିପାଗ ବିଭାଗ ପକ୍ଷ ରୁ ୟୋଲ ୱାର୍ଣ୍ଣିଂ ଜାରି କରାଜାଇଛି ।
ପାଣିପାଗ ବିଭାଗ ଆହୁରୀ ମଧ୍ୟ କହିଛି ଯେ 7 ତାରିଖ ରେ ନବରଙ୍ଗପୁର , ରାୟଗଡା , କଳାହାଣ୍ଡି , କେଉଁଝର , ମୟୁରଭଞୀ , ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କ କେଉଁ ଜିଲ୍ଲା ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।