ଜଙ୍ଗଲ ଭିତରେ ଧରା ପଡିଲା ସ୍କୁଲ ଝିଅ ଦେଖନ୍ତୁ ଜାଣିପାରିବେ ଖବର

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ର ସମୟ ରେ ଆଜିର ପିଲା ମାନେ ପାଠ ପଢିବା ସମୟ ରେ ସେମାନେ କଣ କରନ୍ତି ,

ତେବେ ଆମେ ଆଜି ଆପଣ ମାନଙ୍କୁ ଯାହା କହିବାକୁ ଯାଉଛୁ ଯାହାକି ଆପଣ ମାନେ ଜାଣିବା ପରେ କହିବେ କି ସ୍ତୁଲ ରେ ପାଠ ପଢୁଥିବା ନାବାଳକ ଏବଂ ନାବାଳିକା ମାନେ ଏମିତି କାମ କରୁଛନ୍ତି , ଯାହା ଦ୍ୱାରା ତାଙ୍କର ଏପରି କାମ ପାଇଁ ସେମାନେ ନିଜେ ଲଜ୍ଜିତ ହେବା ସହ ସେମାନଙ୍କ ର ପରିବାର ବର୍ଗ ମଧ୍ୟ ତାଙ୍କର ଏପରି କାମ ପାଇଁ ସମାଜ ଆଗରେ ଲଜ୍ୟା ଅନୁଭବ କରିବେ । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ଘଟଣା ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଝନ୍ତୁ ।

ଚେବେ ବନ୍ଧୁଗଣ ଆଜିର ସମୟ ରେ ଆପଣ ମାନେ ଭାବୁଥିବେ କି ସ୍କୁଲ ପିଲା ମାନେ ସ୍କୁଲ କୁ ଯାଇ ସେଠାରେ ପାଠ ପଢାରେ ମନ ଦେଉଥିବେ ତେବେ ଆଜି ଏମିତି ଏକ ଭିଡିଓ ସମ୍ପର୍କ ରେ ଆମେ ଆପଣ ମାନଙ୍କୁ ଅବଗତ କରାଇବୁ ଯାହାକି ଏବେ ଏହି ଭଇଡିଓ ଟି ସୋସିଆଲ ମିଡିଆରେ ଏବେ ନିଆଁ ପରି ଭାଇରାଲ ହେଉଛି । ତେବେ କଣ ସେହି ଭିଡିରେ ରହିଛି ଯାହା ପାଇଁ ଏମିତି ଭାଇରାଲ ହେଉଛି ।

8class

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଏହି ଭିଡିଓ ରେ ଏକ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସମୟ ରେ ସେମାନେ ଜଙ୍ଗଲ ଭିତରକୁ ଯାଇ ସେମାନେ ସେଠାରେ ପରସ୍ପର କୁ ଦେଖା କରିବା ପାଇଁ ସେହି ଜଙ୍ଗଲ ଭିତରକୁ ଯାଇଥିଲେ ତେବେ ସେଠାରେ କିଛି ସ୍ଥାନିୟ ଲୋକ ମାନେ ସେମାନଙ୍କୁ ଅଟକାଇଥିଲେ ।

କାରଣ ସ୍କୁଲ ଛାତ୍ର ଛାତ୍ରୀ ଏଠାରେ କଣ କରୁଛନ୍ତି ବୋଲି ଏହା ସେମାନଙ୍କୁ ଅଟକାଇ ସେମାନଙ୍କୁ ଏପରି ପ୍ରଶ୍ନ କରିଥିଲେ ଏବଂ ସେଠାରେ ସେମାନେ ପାଠ ପଢିବା ବଦଳ ରେ ଏମାନେ ଏପରି କଣ ଏଠାରେ କରୁଥିଲେ ବୋଲି ସେମାନଙ୍କ ପ୍ରଶ୍ନ କରାଯାଇଥିଲା ତେବେ ସେହି ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ କହିଥିଲେ କି ସେମାନେ ଦୁହେଁ ଦୁହିଁ ଙ୍କୁ ଭଲ ପାଆନ୍ତି ଏବଂ ସେଠାରେ ସେମାନେ ପରସ୍ପରକୁ ଦେଖା କରିବା ପାଇଁ ଆସିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *