ସମୁଦ୍ର ଭିତରେ ଭିଡିଓ ରେକର୍ଡ କରୁଥିଲେ ବ୍ୟକ୍ତି, ପଡିଗଲେ ସାର୍କ ହାବୁଡରେ

Shark

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ହେଉଥିହବା ଭିଡିଓ ସବୁ ଦେଖିବାକୁ ପାଉଥିବେ ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଭାଇରାଲ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ ସେହି ଭାଇରାଲ ଭିଡିଓ

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଲୋକ ମାନଙ୍କ ର ଏପରି କିଛି କାମ କରିବା ପ୍ରତି ତାଙ୍କର ଦୁର୍ବଳତା ରହିଥାଏ ଯାହାକି ସେମାନେ ତାଙ୍କର ସେହି କାମ କୁ କରିବା ପାଇଁ ବହୁତ ବଡ ବିପଦ ର ସାମନା କରିଥାନ୍ତି , ତେବେ ଆପଣ ମାନେ ମଧ୍ୟ ଏହା ଜାଣିଥିବେ କି ସମୁଦ୍ର ର ଦୃଶ୍ୟ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ସେତିକି ଭୟଙ୍କର ମଧ୍ୟ ହୋଇଥାଏ । ଅନେକ ଭୟଙ୍କର ଜୀବ ରୁହନ୍ତି ସମୁଦ୍ର ରେ ଛୋଟ ବଡ ବିଭିନ୍ନ ପ୍ରକାର ର ଜୀବ ସେମାନଙ୍କ ମଧ୍ୟରୁ କିଏ କେତେବେଳେ ମଣିଷ ଙ୍କ ଜୀବନ ନେଇ ଯିବ ସେ କଥା କେହି କହି ପାରିବେନି ।

Shark

ପୂର୍ବ ରୁ ସମୁଦ୍ର ଜୀବ ଅନେକ ଲୋକ ଙ୍କ ର ଜୀବନ ନେଇଥିବା ନଜର ରହିଛି ସମୁଦ୍ର ଭିତର ଦୃଶ୍ୟ କୁ ନିଜ କ୍ୟାମେରା ରେ କଏଦ କରିବା ପାଇଁ ଅନେକ ଲୋକ ଙ୍କ ର ଦୁର୍ବଳତା ରହିଥାଏ ଏହି ସମୟ ରେ ଅନେକ ଘଟଣା ଦୁର୍ଘଟଣା ବି ଲୋକ ମାନଙ୍କ ସହ ଘଟିଥାଏ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସାର୍କ କ୍ୟାମେରା ଖାଉଥିବା ର ଦେଖିବାକୁ ମିଳିଛି ।

କେବଳ ଖାଇବା ସମୟ ର ଭିଡିଓ ନୁହଁ କ୍ୟାମେରା ପେଟ ଭିତରକୁ ଯିବା ପରେ ସାର୍କ ପେଟ ଭିତର ର ଦୃଶ୍ୟ ମଧ୍ୟ ସାମନା କୁ ଆସିଛି ଧିରେ ଧିରେ କ୍ୟାମେରା ସାର୍କ ପେଟ ଭିତରକୁ ଯାଉଛି ଏବଂ ପେଟ ଭତର ର ଦୃଶ୍ୟ ରେର୍କଡ ହୋଇ ଚାଲିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି , ଲୋକ ମାନେ ବିଭିନ୍ନ ପ୍ରକାର ର ପ୍ରତିକ୍ରିୟା ଦେଇଛନ୍ତି ,

ଫିଲ୍ମ ନିର୍ମାତା ତଥା ସଂରକ୍ଷଣବାଦୀ ଜିମ୍ବାକିଡ ତାଙ୍କର କ୍ୟାମେରା ରେ ସାର୍କ ର ଭିଡିଓ କୁ ଉତ୍ତୋଳନ କରୁଥିଲେ ଏହି ସମୟ ରେ ହଠାତ ସାର୍କ କ୍ୟାମେରା ଉପରେ ଆକ୍ରମଣ କରି ତାକୁ ଗିଳି ପକାଇଥିଲେ କ୍ୟାମେରା ଖାଇବା ର କିଛି ସମୟ ପରେ ସାର୍କ ଟି ଏହାକୁ ଖାଇବା ପଦାର୍ଥ ନୁହେଁ ଜାଣି ପାରି ପାଟିରୁ ବାହାର କରିଦେଇଥିଲା ତେବେ ସାର୍କ ଖାଉଥିବା ସେହି କ୍ୟାମେରା ଟି ହେଉଛି ଇନଷ୍ଟା 300 ଯାହାର ମୂଲ୍ୟ 30000 ଟଙ୍କା ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *