ATM କାର୍ଡ ଥିଲେ ମିଳିବ 5 ଲକ୍ଷ ।

atm

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ଆଜିର ପ୍ରଥମ ବଡ ଖବର ଟି ହେଉଛି ଯଦି ଆପଣ ଏଟିଏମ କାର୍ଡ ବ୍ୟବହାର କରୁଥାନ୍ତି ତେବେ ଆପଣ ଙ୍କୁ ମାଗଣା ରେ ମିଳିବ 5ଲକ୍ଷ ଟଙ୍କା ଆସନ୍ତୁ ଜାଣିବା କିପରି ପାଇବେ ଯଦି ଆପଣ ଏକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣ ଙ୍କୁ ବ୍ୟାଙ୍କ ତରଫରୁ 5ଲକ୍ଷ ଟଙ୍କା ବା 5 ଲକ୍ଷ ଟଙ୍କା ର ବିମା ଦେଇପାରେ ।

ଅନେକ ଲୋକ ଏହା ବିଷୟ ରେ ଜାଣି ନାହାନ୍ତି ଏହା ଏକ ପ୍ରକାର ର ବୀମା ଯାହା ପାଇଁ କାର୍ଡ ଧାରୀ ମାନଙ୍କ ର ପରିବାର ର ସଦସ୍ୟ ମାନଙ୍କୁ ଆବେଦନ କରିବାକୁ ପଡିବ । ଯଦି ଆପଣ ଦାବି କରନ୍ତି ନାହିଁ ତେବେ ଆପଣ ଏହି ରାଶି ପାଇ ପାରିବେ ନାହିଁ । ତେବେ ବ୍ୟାଙ୍କ ଗ୍ରାହକ ମାନଙ୍କୁ ସୂଚନା ଦିଅନ୍ତି ନାହିଁ । ତେବେ ଏହି କାର୍ଡ ସହ ଉପଲବ୍ଧ ମାଗଣା ସେବା ଗୁଡିକ ସେବା ମଧ୍ୟରୁ ଗୁରୁତ୍ୱ ପୁର୍ଣ୍ଣ ସେବା ହେଉଛି ବୀମା ।

atm

ବ୍ୟାଙ୍କ ଗ୍ରାହକ ଙ୍କୁ ଏଟିଏମ କାର୍ଡ ଦେବା ମାତ୍ର ଗ୍ରାହକ ଆକ୍ସିଡେଣ୍ଟାଲି ଇନ୍ସୁରାନ୍ସ ଦେଇଥାଏ ଅବଶ୍ୟ ଏହି ବୀମା ବିଷୟ ରେ ସୂଚନା ଅଭାବ ହେତୁ କେବଳ ଅଳ୍ପ ଲୋକ ଏହା ପାଇଁ ବୀମା ଦାବି କରିବା କୁ ସଶ୍ରମ ଅଟନ୍ତି , ଗାଁ ର ଲୋକ ମାନଙ୍କ କଥା ଛାଡନ୍ତୁ ଅନେକ ଶିକ୍ଷିତ ଲୋକ ମଧ୍ୟ ଏଟିଏମ ର ବିଷୟ ରେ ଜାଣି ନାହାନ୍ତି , ଯଦି କାର୍ଡ ବ୍ୟବହାର କାରୀ ଙ୍କ ଦୁର୍ଘଟଣା ରେ ମୃ-ତ ହୋଇଯାଏ ତେବେ ବୀମା ରାଶି 1 ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳି ପାରିବ ଏଥିପାଇଁ ଆପଣ ଙ୍କୁ ବ୍ୟାଙ୍କ ରେ ଆବେଦନ କରିବାକୁ ପଡିବ ।

ତେବେ ପରବର୍ତ୍ତୀ ଖବର ଟି ହେଉଛି ଜିଓ ର ଦମଦାର ଅଫର ତେବେ ଯିଓ ତାର 60 ବର୍ଷ ପୁରଣ ନେଇ ଗ୍ରାହକ ମାନଙ୍କୁ ଯୋଗାଇବ କୋଟିପତି ହେବାର ସୁଯୋଗ । ତେବେ 6 ରୁ 11 ସେପ୍ଟେମ୍ବର ମାସ ଯାଏ ଯେଉଁ ଗ୍ରାହକ 299 ରୁ ଅଧିକ ପ୍ଲାନ ର ରିଚ୍ଚାର୍ଜ କରନ୍ତି ସେମାନଙ୍କୁ ଟଙ୍କା ମିଳିବାର ସମ୍ଭାବନା ରହିଛି ।

jio cim

ତେବେ ପରର୍ବର୍ତ୍ତୀ ଖବର ଟି ହେଉଛି ବନ୍ୟା ଯୋଗୁଁ କ୍ଷତି ଗ୍ରସ୍ତ ହୋଇଥିବା 5 ଟି ଜିଲ୍ଲା ମାନଙ୍କୁ ମିଳିବ ଏବେ କ୍ଷତି ପୁରଣ ମିଳିବ । ତେବେ ପରର୍ବର୍ତ୍ତୀ ଖବର ହେଉଛି ଏଣିକି ବାୟୁ ପ୍ରଦୂଷଣ କୁ ଦୃଷ୍ଟି ରେ ରଖି ଏବେ ସରକାରୀ ଗାଡି ମାନଙ୍କ ରେ ଇଲେକ୍ଟ୍ରି ଗାଡି ର ବ୍ୟବହୃତ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *