ଅକ୍ଟୋବର ୧ ରୁ ନୂଆ ନମ୍ୱର ପ୍ଲେଟ HSRP ନଥିଲେ ୧୦ ହଜାର ଫାଇନ,ଆପଣଙ୍କ ଗାଡି ନମ୍ବର ହିସାବ ରେ ଜାଣିରଖନ୍ତୁ ଆପଣ କେବେ ସୁଦ୍ଧା ଏହାକୁ କରିବା ପାଇଁ ବାଧ୍ୟ…

Number plate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଗାଡି ଚାଳକ ମାନଙ୍କ ପାଇଁ ବ଼ଡ ଖବର ନୂଆ ନମ୍ବର ପ୍ଲେଟ ଲଗେଇ ନଥିଲେ କାଟିବ ଫାଇନ ଏବେ ଆପଣ ମାନେ 10 ହଜାର ଜୋରିମନା ଦେବେ । ଆଉ କେବଳ କିଛି ଦିନ ନୂଆ ନମ୍ବର ପ୍ଲେଟ ଲଗେଇ ନଥିଲେ ଆପଣ ମାନଙ୍କୁ ଦେବାକୁ ପଡିବ 10 ହଜାର ଫାଇନ । ତେବେ ଏହି କଥା ଆମେ କହୁନୁ ବରଂ ଏହି କଥା ସରକାର କହୁଛନ୍ତି ଗାଡି ଚାଳକ ମାନଙ୍କ ପାଇଁ ଏହି ନୂଆ ନିୟମ ସରକାର ହିଁ କରେଇଛନ୍ତି ।

ସାଧାରଣ ନମ୍ୱର ପ୍ଲେଟ ବଦଳରେ ଆପଣ ନିଜ ନିଜ ଗାଡିରେ ଲଗାଇବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ। ଯଦି ସରକାରଙ୍କ ତରଫରୁ ପ୍ରସ୍ତୁତ କରାଜାଇ ଥିବା ଏହି ନିୟମ ଆପଣ ମାନିବେ ନାହିଁ ତେବେ 1 ହଜାର କି 2 ହଜାର ନୁହେଁ ବରଂ 10 ହଜାର ଦେବାକୁ ପଡ଼ିବ ଜୋରିମାନା। ଯେଉଁ ପୁରୁଣା ଗାଡ଼ିର ନମ୍ୱର 1,2,3, ଆଉ 4 ରେ ଶେଷ ହେଉଛି ସେମାନେ ସେପ୍ଟେମ୍ବର ସୁଦ୍ଧା ନିଜ ଗାଡିରେ ନୂଆଁ ନମ୍ବର ପ୍ଲେଟ ନ ଲଗାଇଲେ ତେବେ ଟ୍ରାଫିକ ପୋଲିସ ଆପଣ ଙ୍କୁ ଅଟକାଇବ।

Number plate

ନଚେତ ଅକ୍ଟୋବର 1 ରୁ ଆପଣଙ୍କୁ ଅକ୍ଟୋବର 1 ରୁ ଜୋରିମାନା ଦେବାକୁ ପଡ଼ିବ । କେବଳ ଚେକିଂ ହେବ ତାହା ନୁହେଁ ବରଂ ଯିଏ ନିୟମ ଉଲଂଘନ କରିଥିବ ତାଙ୍କୁ ଏକ ମୋଟା ଅଙ୍କର ଫାଇନ ନେବାକୁ ପଡିବ ସରକୀର ଜାରି କରିଥିବା ନିୟମ ଅନୁସାରେ ଯେଉଁ ଗାଡିର ନମ୍ବର ପ୍ଲେଟ 1,2,3,4 ଶେଷରେ ଥିବ ସେହି ଗାଡିର ନୂଆ ନମ୍ବର ପ୍ଲେଟ ଲଗେଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର 30 ଏହା ସହିତ 5 ଏବଂ 6 ନମ୍ବର ରେ ଶେଷ ହେଉଥିବା ନମ୍ବର ପ୍ଲେଟ ମାନଙ୍କୁ ଅକ୍ଟୋବର 31 ତାରିଖ ଶେଷ ତାରିଖ ରହିଛି ।

ସେହି ପରି ଯେଉଁ ଗାଡିର ନମ୍ବର ପ୍ଲେଟ 7 ଏବଂ 8 ରହିଛି ସେହି ଗାଡି ଚାଳକ ମାନେ ନଭେମ୍ବର 30 ସୁଧା ନିଜର ଗାଡିରେ ନୂଆ ନମ୍ବର ପ୍ଲେଟ ଲଗେଇବେ ନହେଲେ ସେମାନେ ଫାଇନ ଦେବେ । ସେହି ପରି 9 ରୁ 0 ରୁ ଶେଷ ହେଉଥିବା ନମ୍ବର ପ୍ଲେଟ୍ 31 ଡିସେମ୍ବର ସୁଧା ନୂଆ ନମ୍ବର ପ୍ଲେଟ ଲଗେଇବେ ତେବେ ସରକାର ଧାର୍ଯ୍ୟ କରିଥିବା ନମ୍ବର ପ୍ଲେଟ ଅନୁସାରେ ଯେଉଁ ଗାଡି ଚାଳକ ମାନେ ସେମାନଙ୍କ ଗାଡିରେ ନମ୍ବର ପ୍ଲେଟ ଲଗେଇବେ ନାହିଁ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *