ଯିଏ ଯାହା କହୁଛ କୁହ ..ବେ-ଶ୍ୟା କୁହ ଯାହା କୁହ ..ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ ଉଠିବିନି… ଦେଖନ୍ତୁ Viral ଭିଡ଼ିଓ

dioika 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ଏଠାରୁ ହଟେଇବା ପାଇଁ ଯୋଜନା ଚାଲିଛି । ମତେ ଏବଂ ପ୍ରମିଳା ମାଆ ଙ୍କୁ ଅସଦାଚରଣ କରୁଛନ୍ତି । ମୋ ଶାଶୁ ଏବଂ ପାଖ ପୋଡଶୀ । ତେବେ ମୁଁ ମୋ ହକ୍ ପାଇଁ ବସିଛି । ମୋ ଛୁଆ କୁ ବାପର ପରିଚୟ ଦେବା ପାଇଁ ମୁଁ ଏଠାରେ ବସି ରହିଛି । ହେଲେ ଏମାନେ ଆମ ପାଲ ଚିରିଦେଲେ ଆମକୁ ମାଡ ମାରୁଛନ୍ତି । ମତେ ବେ-ଶ୍ୟା ବୋଲି କହୁଛନ୍ତି । ହେଲେ ମତେ ଜାହା କହୁଛ କୁହ ହେଲେ ମୁଁ ମୋ ଅଧିକାର ନପାଇବା ଯାଏ ଏଠାରୁ ମୁଁ ହଲିବି ନାହିଁ ।

ଏମିତି କିଛି କହିଛନ୍ତି ହତଭାଗୀ ଦିପିକା । ଯିଏକି ନିଜର ସ୍ୱାମୀ ର ଅଧିକାର ପାଇଁ 9 ଦିନ ହେବ ଶସୁର ଘର ଆଗରେ ଧାରଣା ଦେଇଛନ୍ତି । ମାତ୍ର ଆଜି ସେଠାରେ ବହୁତ ଉତ୍ତେଜନା ଦେଖିବା ପାଇଁ ମିଳିଛି । ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଜଣେଇବୁ । ତେବେ ଆପଣ ମାନେ ବ୍ରହ୍ମପୁର ଦିପିକା ଓ ଦିନେସ ଙ୍କ ବିବାହ ର ବିବାଦ ମାମଲା ରେ ଜାଣିଥିବେ । ତେବେ ଦିପିକା ଏଠାରେ ଆଉ ଜଣେ ତପସ୍ୱୀନି ସାଚିଛନ୍ତି । ଆଉ ନଖାଇ ନପିଇ ନିଜର ଶଶୁର ଘର ଆଗରେ ଧାରଣା ରେ ବସିଛନ୍ତି ।

dipika

କେବଳ ସେ ଏକା ନୁହେଁ ତାଙ୍କ ସହିତ ରହିଛି 11 ମାସର କୁନି ଝିଅ । ତେବେ ଏହି ଘଟଣାରେ ଟି ଏମିତି ଥିଲା କି ଦିପିକା ଏବଂ ଭଲ ପାଇ ବିବାହ କରିଥିଲେ । ଆଉ ପରେ ତାଙ୍କର ପୁଅ ଟିଏ ହୋଇଥିଲା । ମାତ୍ର ପରେ ଦିନେସ ଦିପିକା ଙ୍କୁ ପ୍ରତାରଣା ଦେଇଥିଲେ । ଦିପିକା ଫ୍ୟାମିଲି କୋର୍ଡ , ହାଇକୋର୍ଟ ରେ ଏହି ନେଇ ଅଭିଯୋଗ ମଧ୍ୟ କରିଥିଲେ । ଆଉ ଉଭୟ ଙ୍କ ମାମଲା ଏବେ କୋର୍ଟରେ ଚାଲିଛି ହେଲେ ମାତ୍ର ଏହା ମଧ୍ୟରେ ଦିନେସ ଆଉ ଥରେ ବିବାହ କରିବାକୁ ଯାଉଛନ୍ତି ।

ଏହି କଥା ସୁଣିବା ପରେ ଦିପିକା ବ୍ରହ୍ମପୁର ଆସି ତାଙ୍କ ସ୍ୱାମୀ ଙ୍କ ଘର ଆଗରେ ଧାରଣ ଦେଇଛନ୍ତି । ହେଲେ ଦିନେସ ଙ୍କ ବାପା ମାଆ ତାଙ୍କୁ ଗ୍ରହଣ କରୁନାହାଁନ୍ତି । ଦିନେସ ନିଜେ ମଧ୍ୟ ଫେରାର ରହିଛନ୍ତି । ହେଲେ ଦିପିକା ହାର ନମାନି 18 ମାସର ଶିଶୁ କୁ ଧରି ସେହି ପରି ସେଠାରେ ବସି ରହିଛନ୍ତି । ବର୍ତମାନ ସମୟ ରେ ତାଙ୍କୁ ସମାଜ ସେବୀ ପ୍ରମିଳା ଦେବୀ ସାଥ ଦେଇଛନ୍ତି ।

ମାତ୍ର ଗତ କାଲି ରାତିରେ ପାଖ ପୋଡଶୀ ଏବଂ ଦିନେସ ଙ୍କ ପରିବାର ଲୋକ ଉଭୟ ଦିପିକା ଏବଂ ପ୍ରମିଳା ଙ୍କୁ ଦୁହିଁଙ୍କୁ ଖରାପ ଭାଷା ଗାଳି ଗୁଳଜ କରିବା ସହିତ ତାଙ୍କୁ ବାଡିଆ ପିଟା ମଧ୍ୟ କରିଛନ୍ତି । ହେଲେ ଦିପିକା କହିଛନ୍ତି ଜାହାବି ହେଲେ ସେ ସେଠାରୁ ଉଠିବେ ନାହିଁ । ନିଜ ପୁଅକୁ ତାର ବାପାର ହକ୍ ଦେବେ ସେ ବର୍ତମାନ ସମୟ ରେ ଘଟଣା ଟି ଧିରେ ଧିରେ ଗମ୍ଭୀର ରୂପ ନେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *