ଲାଟିନ ଭିତରେ ମହିଳାଙ୍କ ଭିଡିଓ ହେଲା ଭାଇରାଲ ଦେଖନ୍ତୁ କେମିତି କେହି ନଥିବା ବେଳେ ପ୍ରେମିକ ଙ୍କୁ ଡାକି କରୁଥିଲେ ରାସଲୀଳା

video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଲୋକ ମାନେ ପଇସା ପାଇଁ ସବୁ କିଛି କରି ପାରିବେ । ତେବେ ବର୍ତମାନ ସମୟ ରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଜାହାକୁ ଜାଣିବା ପରେ ଆପଣ ମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବର୍ତମାନ ସମୟ ରେ ଯେଉଁ ଭିଡ଼ିଓ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବତୀ ଲାଟିନ ଭିତରେ ଫସିଜାଇଛନ୍ତି ।

ତେବେ ବନ୍ଧୁଗଣ ଏଠାରେ କେତେ ବେଳେ କଣ ହୋଇଥାଏ ତାହା କହିବା ମୋଟେ ବି ସମ୍ଭବ ନୁହେଁ । ତେବେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ମୋବାଇଲ ରୁ ସେ ମୋବାଇଲ କୁ ଘୂରି ବୁଲୁଛି । ତେବେ ଏହିଥିରେ ଦେଖିବାକୁ ମିଳିଛି ଜଣେ ଯୁବତୀ ହୋଟେଲ ରେ ରହିବା ପାଇଁ ଆସିଥିଲେ । ଆଉ ସେଠାରେ ରହି କିଛି ସମୟ ପାଇଁ ଫ୍ରେସ୍ ହେବା ପାଇଁ ବାଥରୁମ କୁ ଜାଇଥିଲେ ।

ହେଲେ ସେଠାରେ କ୍ୟାମେରା ଲାଗିଛି ବୋଲି ଯୁବତୀ ଜଣଙ୍କ ମୋଟେ ବି ଜାଣିନଥିଲେ । ଯେତେ ବେଳେ ସେ ମିରର ପାଖରେ ଛିଡା ହୋଇଛନ୍ତି ସେତେ ବେଳେ ସେହି ମିରର ରେ ଏକ କ୍ୟାମେରା ଲାଗିଛି । ମିରର ଦ୍ୱାରା କ୍ୟାମେରା କୁ ଲୁଚେଇ ଦିଆଜାଇ ଥିଲା । ଆଉ ପରେ ଝିଅଟି ଯେତେ ବେଳେ ଡ୍ରେସ୍ ଖୋଲିଥିଲେ ସେତେ ବେଳେ ଚାରିଆଡ କୁ ସେ ଚାହିଁଥିଲେ । ଏହା ପରେ ସେ ମିରର ରେ ଲାଗିଥିବା କ୍ୟାମେରା କୁ ଦେଖିବାକୁ ପାଇଥିଲେ ।

ତେବେ ଏମିତି କିଛି ଘଟଣା ଯଦି ଆପଣ ମାନଙ୍କ ସହିତ ଘଟୁଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ସାବଧାନ ରୁହନ୍ତୁ । ତେବେ ଆପଣ ମାନେ ବି ହୋଟେଲ କୁ ଯିବା ପୂର୍ବରୁ ସବୁବେଳେ ଚେକ୍ କରିପାରିବେ । ଆଉ ପରେ ନିଜର କାର୍ଯ୍ୟ କରନ୍ତୁ । ବନ୍ଧୁଗଣ ଏଠାରେ ଯଦି ଯୁବତୀ ଜଣଙ୍କ କ୍ୟାମେରା ଦେଖିନଥାନ୍ତେ ତେବେ ତାଙ୍କ ସହିତ ଏକ ବଡ ଅଘଟଣ ହୋଇଜାଇ ଥାନ୍ତି ।

ଏଠାରେ କିଛି ପଇସା ପାଇଁ ଲୋକ ମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଯଦି ଏଠାରେ ସେମିତି କିଛି ହୋଇଥାନ୍ତା ତେବେ ଯୁବତୀ ଙ୍କୁ ହୋଟେଲ ରେ ବ୍ଲାକ୍ ମେଲ କରିଥାନ୍ତେ । ଭଗବାନ ଙ୍କୁ ଧନ୍ୟାବାଦ କି ତାଙ୍କ ସହିତ କିଛି ବି ଅଘଟଣ ହେଲା ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *