ଆଜିଠୁ ବଢ଼ିବ ବର୍ଷା,ପବନ ସହ ଘଡଘଡି! ୨୪ ଘଣ୍ଟାରେ ମହା ତାଣ୍ଡବ!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷ ରୁ ଆସିଲା କିଛି ନୂଆ ରିପୋର୍ଟ । ତେବେ ବର୍ତମାନ ସମୟ ରେ ଚାପ ସମୟ ରହିଛି ତେବେ ଗୋଟିଏ ଲଘୁଚାପ ନସରୁଣୁ ଆଉ ଏକ ଲଘୁଚାପ ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘୃର୍ଣ୍ଣିଂ ବଳୟ ଘନିଭୂତ ହେବ । ଆଜିଠାରୁ 21 ତାରିଖ ଯାଏ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଜିଲ୍ଲାପାଳ ମାନଙ୍କୁ ବି ସଜାଗ ରହିବାକୁ ମଧ୍ୟ ପରାମର୍ଶ ଦିଆଜାଇଛି ।

ତେବେ କେଉଁ ଜିଲ୍ଲାକୁ କେତେ ବିପଦ ରହିଛି ସେହି ନେଇ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା । ବର୍ତମାନ ଜାହା ସୂଚନା ରହିଛି ଗତ କିଛି ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଜନ ଜିବନ ପ୍ରଭାବିତ ହେବା ସହିତ ବହୁ ଅଞ୍ଚଳ ରେ ଲୋକ ମାନେ ଜଳବନ୍ଦୀ ହେବା ସହିତ ବ୍ୟାପକ ଚାଷ ଜମି ବି ଜଳ ପ୍ରାପିତ ହୋଇଛି । କେତେକ ନଦୀ ରେ ଜଳ ବିପଦ ସଂଙ୍କେତ ଉପରେ ପ୍ରଭାବିତ ହେଉଛି ।

heavy rain

ତେବେ ଏତେ ପରେ ବି ବର୍ଷା ଥମିବାର ନାମ ନେଉନଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି ଯେ ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଛି । ସେହି ପରି 19 ତାରିଖ ମାନେ ଆଜି ଉତ୍ତର ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ସୃଷ୍ଟି ହେଲେ 24 ଘଣ୍ଟା ରେ ଘନିଭୂତ ହୋଇ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିବ ।

14 ଟି ଉପକୂଳ ବର୍ତ୍ତି ଜଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଥିବା ବେଳେ 20 ତାରିଖ ରେ ଆଭ୍ୟନ୍ତରଣିୟ ଏବଂ ଉପକୂଳ ଓଡିଶା ରେ ମଧ୍ୟ ପ୍ରବଳ ବର୍ଷା ର ସମ୍ଭାବନା ଦେଖା ଦେଇଛି ।

ଏପରି କି କଟକ ଏବଂ ଭୁବନେଶ୍ୱର ରେ ମଧ୍ୟ 19 ଏବଂ 20 ତାରିଖ ରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଜାଇଛି । ଏହିଥି ପାଇଁ ବର୍ଷା ପ୍ରଭାବିତ ହେଉଥିବା ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି ହୋଇଛି । ତେବେ ଆପଣ ମାନଙ୍କ ଜିଲ୍ଲାରେ କେତେ ମାତ୍ରା ରେ ବର୍ଷା ହେଉଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *