ଆଶ୍ଚର୍ଯ୍ୟ ଖବର – ବଡ଼ ଦେଉଳ ରୁ ଖସିଲା ପଥର , ଓଡିଶା କୁ ଆସିଲା ବଡ଼ ବିପଦ !!

Malika

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମର ମହାପ୍ରଭୁ ଯିଏକି ଜଗତ ର ନାଥ ଜଗନ୍ନାଥ । ତେବେ ଆମର ବିଶ୍ୱ କୁ ଯେତେବେଳେ କିଛି ନା କିଛି ବିପଦ ଆସିଥାଏ ତାହାର ସୂଚନା ପୁରୀ ର ବଡ ଦେଉଳ ରୁ କିଛି ନା କିଛି ରୂପ ରେ ସଂଙ୍କେତ ମିଳିଥାଏ ,

ତେବେ ଦେଖିବାକୁ ଗଲେ ଏହି ସବୁ କଥା ର ସତ୍ୟତା ମାଳିକା ବଚନ ରେ ବହୁତ ବର୍ଷ ଆଗରୁ ଉଲ୍ଲେଖ କରାଯାଇଛି , ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହିରଖୁଛୁ କି ମାଳିକା ବଚନ ରେ ଲେଖାଯାଇଥିବା କଥା ଯାହାକି ମନ୍ଦିର ବେଡାରେ ରହିଥିବା ବଟ ବୃକ୍ଷ ରୁ ଏକ ଅଂଶ ଭାଙ୍ଗିବ ଏବଂ ଏହା ସହ ସମଗ୍ର ବିଶ୍ୱ କୁ ମହାମାରୀ ର ଡର ରହିବ , ତେବେ ଏହି ମନ୍ଦିର ବେଡାର ବଟ ବୃକ୍ଷ ଭାଙ୍ଗିବା ପରେ ସମଗ୍ର ବିଶ୍ୟ କୁ କୋରନା ର ଡର ରହିଥିଲା ,

malika

ତେବେ ବନ୍ଧୁଗଣ ଦେଖିବାକୁ ଗଲେ ବିଶ୍ୱ କୁ କୌଣସି ସମସ୍ୟା ର ସାମନା କରିବାକୁ ହେଲେ ଏହି ମନ୍ଦିର ବେଡା ରେ କିଛି ନା କିଛି ସଂଙ୍କେତ ମିଳିଥାଏ , ତେବେ ମାଳିକା କଥା ଏବେ ସତ୍ୟ ହେବାରେ ଲାଗୁଛି । ମାଳିକା ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି କି ଶ୍ରୀ ମନ୍ଦିର ର ପତାକା ବାରମ୍ବାର ସମୁଦ୍ର ରେ ପଡିବ ଏବଂ ଏହା ସହ ଶ୍ରୀ ମନ୍ଦିର ଉପରେ ଚିଲ ଉଡିବେ ଏବଂ ଏହା ସହ ରୋଷେଇ ଶାଳ ର ଚୁଲି ଭାଙ୍ଗିବ ଏବଂ ଭଣ୍ଡାର ଘରେ ଅଗ୍ନି ସଂଯୋଗ ହେବ ,

ତେବେ ମାଳିକା ଅନୁସାରେ ଏହି କଥା ସତ୍ୟ ହେଉଛି ଏହା ସହ ବଡ ଦେଉଳ ରୁ ପଥର ଖସିବା ବିଷୟ ରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି କି ବାର ବାର ବଡ ଦେଉଳ ରୁ ପଥର ଖସିବ , ତେଣୁ ଏବେ ଏବେ ବଡ ଦେଉଳ ରୁ ବଳଭଦ୍ର ଙ୍କ ନିକଟ ରେ ପଥର ଖସିବାର ଦେଖାଯାଇଛି ତେବେ ଏହାର ସଂଙ୍କେତ କଣ ରହିବ ତାହା ଜଣା ପଡି ନାହିଁ , ତେବେ ବାସ ଆପଣ ମାନେ ଭଗବାନ ଙ୍କୁ ଏତିକି ପ୍ରାର୍ଥନା କରନ୍ତୁ କି ଆଉ ଯେମିତି ଆଗକୁ କୌଣସି ବିପଦ ନ ଆସୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *