ଝିଅଙ୍କର ଏହି 5 ଟି ଅଙ୍ଗ ବଡ ଥିଲେ ସେମାନେ ହୋଇଥାନ୍ତି ସବୁଠୁ ଭାଗ୍ୟଶାଳୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ର ସମୟ ରେ ସମସ୍ତ ଙ୍କୁ ବୁଝାବା ଟା ସମ୍ଭବ ପର ନୁହେଁ , ସମସ୍ତେ ବାହାର ରୁ ଗୋଟିଏ ପ୍ରକାର ର ଦେଖାଯାଆନ୍ତି ତେବେ ତାଙ୍କ ଭିତରେ ଆଉ କିଛି ଲୁଚି ରହିଥାଏ , ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଭଲ ଗୁଣ ଏବଂ ଖରାପ ଗୁଣ ଭରି କରି ରହିଥାଏ । ତେବେ ଠିକ ସେହି ପରି ସେମାନ ଙ୍କ ର ଭାବନା ଏବଂ ବିଚାର ଅଲଗା ହୋଇଥାଏ , ଏହି କାରଣ ରୁ ଆମ ସମସ୍ତ ଙ୍କ ର ଭାବନା ଏବଂ ବିଚାର ଅଲଗା ହୋଇଥାଏ , ତେବେ ବନ୍ଧୁଗଣ କଣ ଆପଣ ଜାଣନ୍ତି ଆପଣ ଙ୍କୁ ଯେଉଁ କାମ ଠିକ ଲାଗିଥାଏ ସେହି କାମ ଅନ୍ୟ କାହାକୁ ଖରାପ ମଧ୍ୟ ଲାଗିଥାଏ ।

ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଏ କି ଘରର ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୁପ ମାନା ଯାଏ , ଏମାନଙ୍କୁ ମାତା ଅନ୍ନପୁର୍ଣ୍ଣା ଙ୍କ ଦ୍ୱାରା ପୋଷଣ ର ବରଦାନ ମିଳିଥାଏ , ତେବେ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ଅଙ୍ଗ ବିଷୟ ରେ କିଛି ଏମିତି ବର୍ଣ୍ଣନା କରାଯାଇଛି ଯଦି ତାଙ୍କ ଶରୀର ରେ ଏମିତି କିଛି ଅଙ୍ଗ ବଡ ରହିଥିଲେ ତାହା ତାଙ୍କର ପରିବାର ପାଇଁ ମଙ୍ଗଳ ସାବ୍ୟସ୍ଥ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ କଣ କଣ ଯାହା ଦ୍ୱାରା ସେମାନଙ୍କ ପରିବାର ର ମଙ୍ଗଳ ହୋଇଥାଏ ।

women

ତେବେ ପ୍ରଥମ ରେ ହେଉଛି ବଡ ଏବଂ ଘନ କେଶ , ଯେଉଁ ମହିଲା ମାନଙ୍କ ର ଲମ୍ବା ଏବଂ ଘନ କେଶ ରହିଥାଏ ସେମାନଙ୍କ ର ପରିବାର ମଙ୍ଗଳମୟ ହୋଇଥାଏ କାରଣ ଶାସ୍ତ୍ର ରେ ଲମ୍ବା କେଶ ନାରୀ ମାନାଙ୍କୁ ଦେବୀ ର ପ୍ରତୀକ ମାନା ଯାଏ , ତେଣୁ ଏଭଳି ନାରୀ ମାନେ ବହୁତ ଧନବାନ ଏବଂ ବୁଦ୍ଧିମତୀ ହୋଇଥାନ୍ତି ।

ଦ୍ୱିତୀୟ ରେ ହେଉଛି ସୁନ୍ଦର ନଖ ରହିଥିବା ମହିଳା , ଏହି ମହିଳା ମାନେ ଉତ୍ତମ ସ୍ୱାସ୍ଥ୍ୟବାନ ଏବଂ ଉତ୍ତମ ଚରିତ୍ର ର ହୋଇଥାନ୍ତି ଏମାନେ ସେମାନଙ୍କ ର ସ୍ୱାମୀ ଏବଂ ପରିବାର ର ସୁଖ ଏବଂ ଦୁଖ ର ସାଥ ଦେଇଥାନ୍ତି ଏବଂ ତାଙ୍କର ପୁରା ମନ ଲଗାଇ କାମ କରିଥାନ୍ତି ।

ତୃତାୟ ରେ ହେଉଛି ମୋଟା ଜଙ୍ଘ ଧାରୀ ନାରୀ ଏହି ନାରୀ ମାନେ ସୌଭାଗ୍ୟଶଳୀ ହୋଇଥାନ୍ତି । ସାମିଦ୍ରୀକ ଶାସ୍ତ୍ର ଅନୁସାରେ ଯେଉଁ ନାରୀ ମାନେ ମୋଟା ଜଙ୍ଘ ଧାରୀ ହୋଇଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି କାରଣ ରୁ ତାଙ୍କର ସ୍ୱାମୀ ବହୁତ ଧନୀ ଏବଂ ସମାଜ ରେ ସେମାନଙ୍କୁ ସମ୍ମାନ ମଧ୍ୟ ମିଳିଥାଏ । ପତଳା ଏବଂ ସରୁ ଜଙ୍ଘ କୁ ଶାସ୍ତ୍ର ରେ ଭଲ ମାନାଯାଏ ନାହିଁ ।

women

ଚତୃର୍ଥ ରେ ଯେଇଁ ନାରୀ ମାନଙ୍କ ର ପାଦ ଗୋଲାପୀ ରଙ୍ଗ ର ହୋଇଥାଏ ସେମାନେ ତାଙ୍କର ପ୍ରେମିକ ବା ସ୍ୱାମୀ ଙ୍କୁ ବହୁତ ଖୁସି ରଖନ୍ତି ଏବଂ ଏହା ବ୍ୟତୀତ ଶା-ରୀ-ରକ ସ-ମ୍ପ-ର୍କ ରଖିବା ବେଳେ ସେମାନେ ଏମିତି କିଛି କରନ୍ତି କି ଯାହା ପାଇଁ ତାଙ୍କର ସ୍ୱାମୀ ସର୍ବଦା ତାଙ୍କ ପାଖରେ ରହିଥାନ୍ତି ।

ଶେଷରେ ବଡ ବଡ ଆଖିର ମହିଳା , ଏହି ନାରୀ ମାନେ ସମସ୍ତ ଙ୍କୁ ତାଙ୍କର ବଡ ବଡ ଆଖିରେ ବୁଡାଇ ଦିଅନ୍ତି , ଏହି ପରି ନାରୀ ମାନଙ୍କୁ ହରିଣୀ ଆଖୀ ନାରୀ ବୋଲି କୁହାଯାଏ । ଏହି ନାରୀ ମାନେ ସର୍ବଦା ଖୁସି ରହିଥାନ୍ତି , ଏମାନଙ୍କୁ ତାଙ୍କ ଦୀବନ ର କୌଣସି ପ୍ରକାର ର ସୁଖ ର କମି ଜଣା ପଡି ନଥାଏ । ଏମାନେ ଯାହା ଚାହିଣଥାନ୍ତି ଏମାନଙ୍କୁ ସେହା ମିଳିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *