ପ୍ରେମ କରିଛି ରାତି କାଟିଛି, କିନ୍ତୁ ଦିପିକା ତୁମକୁ ବାହା ହୋଇ ପାରିବି ନାହିଁ, ଯେତେଦିନ ତୁମେ ମୋ ଘର ଆଗରେ ବସିଲେ ବି…ଦେଖନ୍ତୁ Video

Deepika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଦେଶୀବେହେରା ସାହି ର ଦିନେଶ 2 ବର୍ଷ ତଳେ ଦିପିକା ଙ୍କ ସହିତ ସଂ-ମ୍ପର୍କ ରଖିଥିଲେ । ଦିନେଶ ବିବାହ ର ପ୍ରତିଶୃତି ଦେଇ ଦିପିକା ଙ୍କ ସହିତ ସହିତ ସଂ-ମ୍ପର୍କ ସ୍ଥାପନା କରିଥିଲେ । ପରେ ଦିପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡିଦେବାକୁ କହିଥିଲେ । ଏବେ ଦିପିକା ଙ୍କର 19 ମାସର ପୁଅ ରହିଛି । ତେବେ ଏବେ ଦିପିକା ଙ୍କ ସହିତ ବିବାହ ପାଇଁ ଦିନେଶ ରାଜି ନଥିବା ବେଳେ ଅନ୍ୟତ୍ର ବିବାହ ପାଇଁ ତାଙ୍କର ପରିବାର ଲୋକ ପ୍ରଚେଷ୍ଟା କରୁଥିବାର ଅଭିଯୋଗ ଆସିଛି ।

ଜାହାକୁ ବିରୋଧ କରି ଦୀପିକା ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଦୀପିକାଙ୍କ ଦାବିକୁ ସମର୍ଥନ କରି ତାଙ୍କ ସହ ଧାରଣାରେ ବସି ରହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଉଭୟ ଙ୍କ ଭେସ୍‌ପା ସୋ ରୁମରୁ ହୋଇଥିଲା ପ୍ରଥମେ ଦେଖା । ପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ପରସ୍ପରଙ୍କ ସହ କଥା ହୋଇଥିଲେ । ଧିରେ ଧିରେ ଭଲପାଇବା ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନକୁ ଏକାଠି ବୁଲିବାକୁ ଯାଇଥିଲେ । ଦୁଇଟି ମନ ମିଶିବା ପରେ ଶା-ରୀ-ରିକ ସ-ମ୍ପ-ର୍କ ସ୍ଥାପନ ହୋଇଥିଲା ।

loves

ଫଳରେ ପ୍ରେମିକା ଗର୍ଭବତୀ ହୋଇଥିଲେ । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ବିବାଦ ଯାହା ସମ୍ପର୍କରେ ଟାଣିଥିଲା ଲକ୍ଷ୍ମଣ ରେଖା । ଏନେଇ ଦୀପିକା ଥାନାର ଦ୍ୱାରସ୍ଥ ହେବା ପରେ ଗିରଫ ହୋଇ ଚାରିମାସ ଜେଲ ଯାଇଥିଲେ ଦିନେଶ । ଏହି ମଧ୍ୟରେ ଦିପିକା ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ପୁଅ କୁ ବର୍ତମାନ ସମୟ ରେ 19 ମାସ ଚାଲିଛି ।

ତେବେ ବର୍ତମାନ ଦିନେଶ ଏହା କହିଛନ୍ତି ଯେ ସେ ଦିପିକା ଙ୍କ ସହିତ ସଂ-ମ୍ପର୍କ ରଖିଛନ୍ତି ସେ ଏହା ଚାହୁଁଥିଲେ ମଧ୍ୟ ହେଲେ ସେ ଛୁଆ ହେଉ ବୋଲି ଚାହୁଁନଥିଲେ । କେବେ ଭାବିନଥିଲେ କି ଦିପିକା ଗୋଟେ ଛୁଆ କୁ ଆଣି ତାଙ୍କ ଘର ସାମ୍ନା ରେ ଆସି ବସିବ ।

ତେବେ ଦିପିକା ବି କେବେ ବି ଭାବିନଥିଲେ କି ଦିନେଶ ଏମିତି ଧୋକା ଦେବ ବୋଲି । ତେବେ ତାଙ୍କ ସାଙ୍ଗରେ ରହିଛନ୍ତି ସମାଜ ସେବୀ ପ୍ରମିଳା ତ୍ରୀପାଠୀ । ସେ ତାଙ୍କର କଷ୍ଟ କୁ ବୁଝି ଆଜି ତାଙ୍କ ସାଙ୍ଗରେ ରହିଛନ୍ତି । ତେବେ ଆଗାମୀ ସମୟ ରେ ଏହାକୁ ନେଇ କଣ ଦେଖିବାକୁ ମିଳୁଛି ତାହା ଦେଖିବାର ବିଷୟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *