ବଡ଼ ଖୁଲାସା, ରତ୍ନ ଭଣ୍ଡାରରେ ରହିଛି ୭ ମୁଣ୍ଡିଆ ସାପ ପ୍ରଭୁ ଲୋକନାଥ ହେଉଛନ୍ତି ରତ୍ନ ଭଣ୍ଡାରର ରକ୍ଷକ

ra

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମର ବଡ ଦେଉଳ ଶ୍ରା ମନ୍ଦିର ରେ ରତ୍ନ ର ଭଣ୍ଡାର ରହିଛି , ତେବେ ଶୁଣା ଯାଉଛି କି ଏହି ରତ୍ନ ଭଣ୍ଡାର ରେ ସାତ ମୁଣ୍ଡିଆ ସାପ ସେଠାରେ ରହୁଛି ବୋଲି , ତେବେ ଏହା ମଧ୍ୟ ଶୁଣା ଯାଉଛି କି ଏହି ରତ୍ନ ଭଣ୍ଡାର କୁ ଜଗୁଛନ୍ତି ପ୍ରଭୁ ଭୋଳାନାଥ ।

ତେବେ ଏହି ଶ୍ରା ମନ୍ଦିର ର ରତ୍ନ ଭଣ୍ଡାର ରେ ଏବେ ରକ୍ଷକ ଯିଏକି ପ୍ରଶାସନ ତରଫରୁ ରହିଛନ୍ତି ସେ ଏହି କଥା ନେଇ ସଠିକ ଭାବରେ କହି ପାରିନାହାନ୍ତି କି ସେଠାରେ କେତେ ପରିମାଣ ରେ ରତ୍ନ ଅଳଙ୍କାର କେତେ ପରିମାଣ ରେ ରହିଛି ଏବଂ ସେଠାରେ କଣ କଣ ଜୀବ ଜନ୍ତୁ ରହିଛନ୍ତି , ତେବେ ଏବେ ପ୍ରଶ୍ନ ଉଠିଚି କି ଏପରି ପଥର ଯେଉଁ ବଡ ଦେଉଳ ରୁ ଖସିଛି ଏବଂ ଯେଉଁ ଭଳି ଅଘଟଣ ସବୁ ଶ୍ରା ମନ୍ଦିର ରେ ଦେଖିବାକୁ ମିଳୁଛି , ତେବେ ଏହି ରତ୍ନ ଭଣ୍ଡାର ର ରକ୍ଷା କିପରି ହେବ ଏବଂ ଏଥିରେ ରହିଥିବା ଅଳଙ୍କାର ଏବଂ ରତ୍ନ ର ସବୁ କଣ କରାଯିବ ଏହା ନେଇ ଏବେ ପ୍ରଶ୍ନ ର ବିଷୟ ପାଲଟିଛି ।

ratan

ତେିିବେ କୁହାଯାଏ କି ଏଠାରେ କେବଳ ଦରକାର ସମୟ ରେ ଏହି ରତ୍ନ ଭଣ୍ଡାର ର ତାଲା ଖୋଲାଯାଏ ଏବଂ ଏହି ରତ୍ନ ଭଣ୍ଡାର ରେ ଅନେକ ପୁରୁଣା ସିନ୍ଧୁକ ସବୁ ରହିଛି ଏବଂ ଏହାର ତାଲା ବି ନାହିଁ ତେବେ ଏହା ବହୁତ ଦିନ ଧରି ଖୋଲା ଯାଇ ନାହିଁ ଏବଂ ଏହା ଭିତରକୁ କେବି ବି ଆଜି ଯାଏ ପ୍ରବେଶ କରି ନାହାନ୍ତି ଏବଂ କେହି ବି ସର୍ପ ର ଭୟ ରେ ଏହି ମଧ୍ୟ କୁ ପ୍ରବେଶ କରି ନାହାନ୍ତି ।

ତେବେ ଏବେ କୁହାଯାଉଛି କି ଏହାର ସୁରକ୍ଷା ଏବେ କିଏ କରିବ ଯଦି ଏହି ସବୁ ଅଳଙ୍କାର କୁ ବାହାର କୁ କଢା ଯାଏ ଏହାର ସୁରକ୍ଷା କିଏ କରିବ ଏବଂ ଯିଏ ବି ଏହା ଭିତରକୁ ପ୍ରବେଶ କରିବ ତାର ସୁରକ୍ଷା କିଏ କରିବ । ତେବେ ପ୍ରଭୁ ଜଗନ୍ନାଥ ଙ୍କ ର ସୁନା ବେଶ ସମୟ ରେ ଯେତେ ପରିମାଣ ରେ ଅଳଙ୍କାର ର ଆବଶ୍ୟକ ହୋଇଥାଏ ସେତିକି ପରିମାଣ ର ରତ୍ନ କାଢା ଯାଇଥାଏ । ତେବେ ଏ ଯାଏ ସଠିକ ଭାବରେ ଜଣା ପଡି ନାହିଁ କି ଏହି ରତ୍ନ ଭଣ୍ଡାର ରେ କେତେ ପରିମାଣ ରେ ରତ୍ନ ଅଳଙ୍କାର ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *