କିଏ ବଦନାମ୍ କରୁଛି ବାବୁଶାନଙ୍କୁ ?

babushan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ପଟେ ବାବୁସାନ ଙ୍କୁ ଚିୟାରଆପ କରୁଛନ୍ତି ଫେନ ମାନେ ରିଲିଜ ହେଉଛି ତାଙ୍କର ବହୁପ୍ରତିକ୍ଷିତ ବିଦ୍ୟାରାଣ ଆଉ ଅନ୍ୟପଟେ ଭାଇରଲ ହେଉଛି ବାବୁସାନ ଙ୍କର ଭାଇରଲ ଅଡିଓ ତେବେ ଘଟଣା ଗୋଟିଏ ହେଲେ ଏହାର ପୃଷ୍ଟ ଭୂମି ଦୁଇଟି ଦୁଇଟି । ତେବେ ଭାଇରଲ ହୋଇଥିବା ଅଡ଼ିଓ ଏହା ବାବୁସାନ ଙ୍କର ନା ନାହିଁ । ଏହା ନେଇ କୈଣସି ବି ପ୍ରଷ୍ଟିକରଣ ରଖିନାହାଁନ୍ତି ବାବୁସାନ ଆଉ ଅନ୍ୟ ପଟେ ଏହି ଫିଲ୍ମ ର ମୁହୁରତ ଚାଲିଥିଲା ଏହି ଫିଲ୍ମ କୁ ରିଲିଜ କରିବାକୁ ଯାଉଥିଲେ ।

ସେତେ ବେଳେ କୁହାଜାଇଥିଲା ଯଦି ଏହି ଓଡିଆ ଫିଲ୍ମ କୁ ହଲ ରେ ଚାଲିବାକୁ ଦିଆଯିବ ନାହିଁ । ତେବେ ହଲ ଆଗରେ ଆମେ ପଚାଶ ଶହେ ଟୋକା ନେଇ ଆମେ ଧାରଣା ରେ ବସିବୁ । ତେବେ କଣ ଏହାର ହିଁ ପ୍ରତିଫଳନ । କଣ ବାବୁସାନ ଙ୍କୁ ବିରୋଧ କରାଜାଉଛି । ନା ବାବୁସାନ ଙ୍କ ବିରୋଧ ରେ ଶଢଯନ୍ତ୍ର ଚାଲିଛି । ନା ଓଡିଆ ସିନେମା କୁ ଚଳେଇ ନଦେବା ପାଇଁ ଓଡିଶାର ସିନେମା ହଲ ମାଲିକ ମାନେ ମସୁଧା କରୁଛନ୍ତି ।

babushan

ଆଉ ଅନ୍ୟ ପଟେ ପ୍ରଶ୍ନ ଉଠୁଛି ଏହି ଭାଇରଲ ଅଡିଓ ର ସତ୍ୟତା କୁ ନେଇ ତେବେ ବାବୁସାନ ଙ୍କ ସିନେମା କୁ ବ୍ରହ୍ମପୁର ହଲ ରେ ନଚଲେଇ ଦେବା ପାଇଁ ଅନେକ ଲୋକ ମାନେ କହୁଛନ୍ତି । ଭୁଲଭୁଲେୟା ଯେଉଁଠାରେ ହିନ୍ଦି ସିନେମା ଚାଲିଛି । ତା ସାମ୍ନା ରେ ଥିବା ଓଡିଆ ସିନେମା କୁ କେହି ପଚାରୁନଥିବା ହଲ ମାଲିକ କହୁଥିବାର ସୁଣିବା ପାଇଁ ମିଳିଛନ୍ତି ।

ତେବେ ଏଠାରେ ବନ୍ଧୁଗଣ ଆଉ ମଧ୍ୟ ପ୍ରଶ୍ନ ଉଠୁଛି କି ବାବୁସାନ ଙ୍କ ଭାଇରଲ ଅଡିଓ ର ସତ କଣ ଆଉ ଏହି ଭାଇରଲ ଅଡିଓ ର ଉଠିଥିବା ରାକା ଭଳି ନାଁ ଇଏ କାହିଁକି କଥା ହେଉଛନ୍ତି ବାବୁସାନ ଙ୍କ ଭଳି କଥା ହେଉଥିବା ସେହିବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ସିନେମା ମାଲିକ କଣ ପାଇଁ ବିଦ୍ୟାରାଣ ସିନେମା ରିଲିଜ କରୁନାହାଁନ୍ତି ।

ବାବୁସାନ ଏଠାରେ ହଲ ଭାଙ୍ଗିବା କଥା କହୁଥିବାର କଣ ପାଇଁ କହୁଛନ୍ତି । ସେ କହୁଛନ୍ତି ନା ବାବୁସାନ ଙ୍କୁ କେହି ବଦନାମ କରୁଛନ୍ତି । ବିଦ୍ୟାରାଣ ସିନେମା ରିଲିଜ ପୂର୍ବରୁ ଯେଉଁ ବିବାଦ ଉପୁଜୁଛି । ଇଏ କଣ ତାହାରି ପ୍ରତିଫଳନ ନା ଅଲଗା କିଛି । ତେବେ ମୂଳ ପ୍ରଶ୍ନ ଏହା ଉଠୁଛି ଯେ ଓଡିଆ ଫିଲ୍ମ ରିଲିଜ ପାଇଁ କଣ ପାଇଁ ହଲ ମାଲିକ ରାଜି ହେଉ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *