୨୦୨୬ ରେ କଣ ହେବ ? ମାଳିକା ରେ କଣ ଲେଖା ହୋଇଛି? ମାଳିକା ବଚନ ……

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2026 ରେ ଭାଙ୍ଗିବ ହୀରାକୁଦ ଜଳ ଭଣ୍ଡାର ସମୁଦ୍ର ରୁ ବାହାରି ଆସିବ ଏକ ବିଶାଳ କାୟ ଚିତ୍ତଳ ମାଛ ରାହାମା ଠାରେ ଏହି ମାଛଟି ସାରଦା ମାଆ ଙ୍କୁ ଦର୍ଶନ କରି ଛତିଆ ବଟ ରେ ପ୍ରାଣ ହାରିବ । ଆଉ ଏହି ବିଶାଳ କାୟ ମାଛର ଅସ୍ତି ରେ ନୂଆ ବନ୍ଧ ଏବଂ ନୂଆ ବନ୍ଧର କବାଚ ତିଆରି ହେବ ।

ଏହି କଥା କହୁଛି ମାଳିକା 2026 ରେ ଆସୁଛି ଏକ ବଡ ବିପଦ । ଅର୍ତାତ ଆଉ 4 ବର୍ଷ ପରେ 2026 ମସିହା ରେ ଏମିତି ଘଟଣା ଘଟିବାକୁ ଯାଉଛି । ଯଦି ସମ୍ବଲପୁର ର ହୀରାକୁଦ ଜଳଭଣ୍ଡାର କଥା ଦେଖିବା ତେବେ 1947 ମସିହା ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଆଉ ଦଶ ବର୍ଷ ଲାଗିଥିଲା ଏହାକୁ ନିର୍ମାଣ କରିବା ଲାଗି । ଅର୍ଥାତ 1957 ମସିହା ରେ ଏହି ବନ୍ଦ ନିର୍ମାଣ କାମ ସରିଥିଲା ।

hirakud

କିନ୍ତୁ ବନ୍ଧ କୁ ନେଇ ମାଳିକା ଯେଉଁ କଥା କହୁଛି । ତାହା ସୁଣିଲେ ଆପଣଙ୍କ ହୋସ ଉଡିଯଯିବ । ଅନନ୍ତ ଯୁଗ ଆରମ୍ଭ ରେ ପୁରାଣ ଏବଂ ଭଗବାନ ତା ସହିତ ଭବିଷ୍ୟତ ରେ ସବୁ କଳ୍ପନା କୁ ଏହି ପଦ ଗୁଡିକ ରେ ହିଁ ଗୋଟି ଗୋଟି କରି ଲେଖାଜାଇଛି । ତେବେ ଆସନ୍ତୁ ନଜର ପକେଇବା କଣ ଲେଖା ରହିଛି ଏଥିରେ ।

ମହଦଧୀ ସେହିକାଳେ ମାଡିଣ ଆସିବ ମହା ପ୍ରଳୟ ବୋଲିଣ ଜଗତ ଜାଣିବ ନିଳାଚଳ ବାନ୍ଛା ବାଟ କମ୍ପିଣ ଉଠିବ । ଅମରାବତୀ କଟକ ନାମ ଜାରି ହେବ । ନଗ୍ରେ ନଗ୍ରେ ଚଣ୍ଡି ଯେ ଚାମୁଣ୍ଡା ଘେରିଯିବେ ଘୋର କଳିନାଶ ହେଲା ବୋଲିଣ ଜାଣିବେ । ରାମ ନାମ ବୁଣୁ ଥିବୁ ହୃଦୟ ପଞାର ଶ୍ରୀ ଗୁରୁ ଧ୍ୟାୟି ଅହଇ ଅଚ୍ୟୁତ ପାମର ।

daym

ତେବେ ବନ୍ଧୁଗଣ ଏମିତି କିଛି ଲେଖା ରହିଛି ମାଳିକା ରେ ଜାହା ଆଗାମୀ ସମୟ ରେ ଘଟିବା ପାଇଁ ଯାଉଛି । ଆପଣ ମାନେ ବି ମାଳିକା ଉପରେ ବିଶ୍ୱାସ ରଖନ୍ତି କି ନାହିଁ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *