ଟୁଙ୍ଗୁରୁ-ବର୍ଷାଙ୍କ ଅ-ନ୍ତ-ର-ଙ୍ଗ ଭିଡିଓ ଭା-ଇ-ରାଲ । ଦେଖିନଥିଲେ ଏବେ ହିଁ ଦେଖି ନିଅନ୍ତୁ ।

uioa

ଙ୍ଗୁରୁ ଭୋଳ, ରାଜ୍ୟରେ ସଂପ୍ରତି ସବୁଠୁ ଚର୍ଚ୍ଚିତ ନାଁ। ଗାଁଠୁ ନେଇ ସହର ହାଟରେ ଘାଟରେ ଟୁଙ୍ଗୁରୁଙ୍କୁ ନେଇ ଚର୍ଚ୍ଚା। ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ରାଜ୍ୟରେ ଚହଳ ପକାଇବା ପରେ ଏବେ ପରିଚିତ ଚେହେରା ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ। ସୋସିଆଲ ମିଡିଆରେ ଏବେ ସେ ଖୁବ୍ ଭାଇରାଲ୍। ତାଙ୍କ ନାମରେ କେତେ କବିତା ଲେଖାଗଲାଣି, ଗୀତ ବି ବାହାରିଲାଣି। ଏହି ସବୁ ଘଟଣା ପରେ ଟୁଙ୍ଗୁରୁଙ୍କ ଚାହିଦା ବଢିବାରେ ଲାଗିଛି। ଏପରିକି ଆଲବମ୍ ସୁଟିଂ ପାଇଁ ତାଙ୍କୁ ଡକରା  ହେଲାଣି।

ତେବେ ଦୀର୍ଘ 15 ଦିନ ହେବ ଚର୍ଚାରେ ଉଭୟ ବର୍ଷା ଓ ଟୁଙ୍ଗୁରୁ । ତେବେ ଉଭୟଙ୍କ ଉପରେ ଅନେକ ଆଲବମ ଓ ଭିଡିଓ ହେବା ପରେ ଏବେ ଭାଇରାଲ ହେଉଛି ଟୁଙ୍ଗୁରୁ ଓ ବର୍ଷାଙ୍କ କିଛି ସତ ସତିକା ଭିଡିଓ ଫଟୋ । ଯେଉଁଥିରେ ସେମାନେ ବହୁତ ଖୁସି ଥିବା ସହିତ ସ୍ୱାମୀ ସ୍ତ୍ରୀ ଭଳି ନଜର ଆସୁଛନ୍ତି । ତାଙ୍କର ସେହି ଭିଡିଓ ଗୁଡିକରେ ମଧ୍ୟ କିଛି ଅନ୍ତରଙ୍ଗ ବେଳର ଫଟୋ ଓ ଭିଡିଓ ଥିବାର ନଜର ଆସିଛି ।

ବର୍ତ୍ତମାନ ସମୟରେ ସେହି ସବୁ ଫଟୋ ଓ ଭିଡିଓ ମୋବାଇଲରୁ ମୋବାଇଲ ଖୁବ ଜୋରରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସମୟରେ ମଧ୍ୟ ଟୁଙ୍ଗୁରୁ ଓ ବର୍ଷାଙ୍କ ନାମରେ କିଛି ଅନୁଷ୍ଠାନ କେସ କରିଥିବାର ଦେଖିବାକୁ ମିଳିଛି ।

ଏହା ସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ତାଙ୍କର ରୋଜଗାରରେ ବାଧା ସୃଷ୍ଟି ହେଉଥିବା ନଜର ଆସୁଛି ।

ଏପିରିକି ରାସ୍ତାଘାଟରେ ବିଭିନ୍ନ କମେଣ୍ଟ ମଧ୍ୟ ଶୁଣିବାକୁ ମିଳୁଛି । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଥିବା ଗୀତକୁ ଆଧାର କରି ରାଜରାସ୍ତାରେ ବାଟ ଚାଲି ପାରୁନାହାନ୍ତି । ଯାହାକୁ ବିରୋଧ କରି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଏବେ ଆଗକୁ ଆସିଛି । ଏ ନେଇ ଅଟୋ ଗ୍ରୁପର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ କହିଛନ୍ତି ଯେ, ଟୁଙ୍ଗୁରୁ ଲାଗି ଅଟୋ ଡ୍ରାଇଭରମାନଙ୍କ ମାନ ସମ୍ମାନ ଉପରେ ଆଘାତ ଲାଗିଛି ।

ଟୁଙ୍ଗୁରୁ ଭୋଳକୁ ରାତାରାତି ଷ୍ଟାର ବନାଇ ଓଡ଼ିଆ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି ଆଲବମ୍‌ ନିର୍ମାତାମାନେ । ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ପ୍ରତ୍ୟେକ ଡ୍ରାଇଭର ଭାଇମାନେ ଏହି ଗୀତ ଦ୍ବାରା ନିଜକୁ ଅତି ଲଜ୍ଜିତ ଓ ଅପମାନିତ ମନେ କରୁଛନ୍ତି । ତେବେ ତାଙ୍କର କହିବା କଥା କି ସେମାନେ ଏହି ନେଇ ଖୁବ ଶିଘ୍ର ଥାନାର ଦ୍ୱାରସ୍ତ ହେବେ ।

 

Leave a Reply

Your email address will not be published. Required fields are marked *