୫ ଜୁଲାଇ, ମଙ୍ଗଳବାର | ମଧ୍ୟାହ୍ନ ସୁଧା ଛେଚିବ ବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ରାଜ୍ୟରେ ପୁଣି ସକ୍ରିୟ ହୋଇଛି ମୈସୁମୀ ସାରା ରାଜ୍ୟରେ 8 ତାରିଖ ଯାଏ ବର୍ଷା ଆଉ ବିଭିନ୍ୟ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତୁ ନଜର ପକାଇବା ଆଜି ମଧ୍ୟାନ ସୁଧା କେଉଁ ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି । ତେବେ ସମ୍ପୂର୍ଣ୍ଣ ଖବର ଟି ଜାଣିବା ପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ ।

ଏବେ ରାଜ୍ୟରେ ଦକ୍ଷୀଣ ପଶ୍ଚିମ ମୈସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି ଏହାର ପ୍ରଭାବରେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର କହିଛି । ଆଉ ଅଧିକାଶଂ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବ ଆଉ କିଛି କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ।

rain

ଆଉ ଏହିଭଳି ଭାବରେ ଆସନ୍ତା 8 ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ତେବେ ଆଜି ମଧ୍ୟାନ ସୁଧା ରାଜ୍ୟର ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂ ପୁର , କନ୍ଧମାଳ , ପୁରୀ , ଢେଙ୍କାନାଳ , ଅନୁଗୁଳ , କଳାହାଣ୍ଡି , ବୈଧ , ନବରଙ୍ଗ ପୁର ଆଉ ନୂଆପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି । ଏଣୁ ଏହି 14ଟି ଜିଲ୍ଲା ପାଇଁ ଆଜି ମଧ୍ୟାନ ସୁଧା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହି ସମୟ ମଧ୍ୟରେ 5ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ଆସଂଙ୍କା ରହିଣି , ଏଣୁ ଉକ୍ତ 5ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ସେ ସବୁ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେନ୍ଦୁଝର , ସୁନ୍ଦରଗଡ , ସମ୍ବଲପୁର ଆଉ ଦେବଗଡ ଏହି ସବୁ ଜିଲ୍ଲା ଗୁଡିକ ପାଇଁ ପାଣିପାଗ କେନ୍ଦ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *