ଏହି ୮ଟି ପଶୁପକ୍ଷୀ ଆପଣଙ୍କୁ କରିବେ ( ଧନୀ ) – ଏହି ଉପାୟ କରନ୍ତୁ |

animals

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ମାନେ କରି ଥାନ୍ତି ଆପଣ ମାନଙ୍କୁ ଧନୀ । ଗାଈ ,କୁକୁର, କାଉ ,ପାରା ଏବଂ ଜନ୍ଦା ପିମ୍ପୁଡୀ । ଏହି କିଛି ଜିବ ଜନ୍ତୁ ମାନଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ସବୁ ସମୟ ରେ ଆପଣ ମାନେ ନିଜର ଘର ଆଖ ପାଖରେ ଦେଖିବା ପାଇଁ ପାଉ ଥିବେ ତେବେ କଣ ଆପଣ ମାନେ କେବେ ଏହି କଥା ଭାବିଛନ୍ତି କି ଏହି ପଶୁ ପକ୍ଷୀ ମାନେ ବି ଆପଣ ମାନେ ଆପଣ ମାନଙ୍କ ଜିବନ କୁ ଧନୀ ଏବଂ ସବୁ ସମସ୍ୟା ରୁ ମୁକ୍ତି ଦେଇ ପାରିବେ । ତେବେ କଣ କିପରି କଲେ ଧନ ସୁଖ ସମୃଦ୍ଧି ଆପଣ ମାନଙ୍କୁ ମିଳି ପାରିବ ତଥା ସମସ୍ତ ଦୁଖଃ ଆପଣ ମାନଙ୍କ ଠାରୁ ଦୁରେଇ ଯିବ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କ ସହିତ କଥା ହେବା ପାଇଁ ଆସିଛୁ । ଏଠାରେ ଆମେ ଯେଉଁ ପଶୁ ଏବଂ ପକ୍ଷୀ ମାନଙ୍କ ବିଷୟରେ କହିଲୁ ସେମାନଙ୍କୁ ସମର୍ପିତ ଖାଦ୍ୟ କୁ ଯଦି ସେମାନେ ଖାଇ ଦେଇ ଥାନ୍ତି ସେମାନେ ତେବେ ଏହା ପିତୃ ପୁରୁଷ ମାନେ ପାଇଲେ ବୋଲି ଜାଣନ୍ତୁ ।

ତେବେ ପ୍ରଥମେ ରହିଛି କାଉ । ଏହା ପରିବେଶ ସଫା ରଖିିବାରେ ବହୁତ ମହତ୍ୱ ସ୍ଥାନ ରଖେ । ଏହା ଶନି ଙ୍କର ବାହାନ ହୋଇ ଥାଏ । କାଉ କୁ ଭୋଜନ କରେଇବା ସାକ୍ଷାତ ଶନି ଙ୍କୁ ସନ୍ତୁଷ୍ଟ କରିବା ସହିତ ସମାନ ହୋଇ ଥାଏ । ତେବ ଏହା ଦ୍ୱାରା ଜିବନ ରେ ଅନେକ ସମସ୍ୟା ରୁ ଆପଣ ମାନେ ମୁକ୍ତି ପାଇ ଥାନ୍ତି ।

crow

ଦୁଇ ରେ ରହିଛି କଳା କୁକୁର ଏହା ହେଲା କାଳ ଭୈରବ ଙ୍କର ବାହାନ ଅଟେ । ଏହାକୁ ଯଦି କିଛି ଖାଦ୍ୟ ଦିଆ ଜାଇ ଥାଏ । ତେବେ ଏହା ଆପଣ ମାନଙ୍କୁ ବହୁତ ପ୍ରକାରର ଶୁଭ ଫଳ ଦେଇ ଥାଏ । ପ୍ରତ୍ୟେକ ଅମାବାସ୍ୟା ରେ ରୁଟି ଗୁଡ଼ ଏବଂ ବିସକୁଟ୍ ଆଦି କୁ ଦିଆ ଜାଇ ଥାଏ । ତେବେ ଆପଣ ମାନଙ୍କ ଉପରେ ଶନି ଦେବ ପ୍ରଶନ୍ନ ହୋଇ ଥାନ୍ତି ।

ତିନି ରେ ରହିଛି । ଜନ୍ଧା ପିମ୍ପଡୀ ଏମାନେ ହେଲେ ବହୁତ ପରିଶ୍ରମୀ ଜିବ । ଏମାନେ ସବୁ ବେଳେ ଏମାନେ ଖାଦ୍ୟ ସଂଗ୍ରହ ରେ ଲାଗି ଥାନ୍ତି । ହେଲେ ଶାସ୍ତ୍ର ମଧ୍ୟ ଏହି କଥା ର ବର୍ଣ୍ଣିତ ରହିଛି କି ଯଦି ଆପଣ ମାନେ ଏହି ଜନ୍ଦା ପିମ୍ପୁଡୀ ଙ୍କୁ କିଛି ଖାଇବା ପାଇ ଦିଅନ୍ତି । ଯେମିତି ଚିନୀ ଗୁଡ ଏବଂ ମହୁ ଆଦି ତେବେ ଆପଣ ମାନଙ୍କ ଭାଗ୍ୟ ଉଦୟ ହୋଇ ଥାଏ । ତଥା ଆପଣ ମାନଙ୍କୁ ଶନି ଙ୍କ ରାହୁ କେତୁ ଙ୍କ ଦଶା ଠାରୁ ବି ମୁକ୍ତି ମିଳି ଜାଇ ଥାଏ । ଏବଂ ଆପଣ ମାନେ ଋଣ ମୁକ୍ତି ପାଇ ଥାନ୍ତି ।

cow

ଏବଂ ସେଷ ରେ ଆସୁଛି ଗାଈ । ଗାଈ କେବଳ କ୍ଷୀର ଦେଇ ଥାଏ ବୋଲି ପୂଜନୀୟ ନୁହେଁ ବରଂ ସେ ଅତ୍ୟନ୍ତ ପବିତ୍ର ତାର ମଳ ମୁତ୍ର ପବିତ୍ର ଅଟେ । ତଥା ଗାଈ ର ଦେହ ରେ ସମସ୍ତ ଦେବତା ମାନେ ବାସ କରି ଥାନ୍ତି । ତେଣୁ ଗାଈ କେବେ ବି ଅଶୁଭ ହୋଇ ନ ଥାଏ । ଯେଉଁ ସ୍ଥାନ ରେ ଆପଣ ମାନେ 15 ଦିନ ପାଇଁ ଗାଈ କୁ ବାନ୍ଧି ରଖିବେ ସେହି ସ୍ଥାନ ଟି ସଂମ୍ପର୍ଣ୍ଣ ଭାବେ ପବିତ୍ର ହୋଇ ଯିବ । ଏବଂ ଗାଈ କୁ ଯଦି ଆପଣ ମାନେ ଘର ର ପ୍ରଥମ ରୁଟି ଦେଇ ଥାନ୍ତି ତେବେ ଆପଣ ମାନଙ୍କୁ ବହୁତ କିଛି ଶୁଭ ଫଳ ମିଳି ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *