ସ୍ୱାମୀ ଅଫସ୍ ଗଲାପରେ ସ୍ତ୍ରୀ କରୁଥିଲେ ଖେଳ । ଭାଇରାଲ ହେଲା ଭିଡ଼ିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟୋକ ଦିନ ଆମ ସମାଜରେ ବିଭିନ୍ନ ଘଟଣା ମାନ ଘଟିଥାଏ । ଜାହାକୁ ଆମେ ମାନେ ବହୁତ ସମୟ ରେ ଖବର କାଗଜ କିମ୍ବା ସୋସିଆଲ ମିଡିଆ ମାଧ୍ୟମ ରେ ଦେଖିବା ପାଇଁ ପାଇଥାଉ । ତେବେ ସେହି ପରି କ୍ଷେତ୍ର ରେ ଆମେ ମାନେ ଯଦି ନାରୀ ମାନଙ୍କ କଥା କହିବା ତେବେ ବହୁତ ସମୟ ରେ ନାରୀ ମାନେ ନିର୍ଜାତନା ର ଶୀକାର ହେଉଥିବା ବେଳେ ବହୁତ ସମୟ ରେ ନିର୍ଜାତନା ହେବା ପଛର କାରଣ ସେମାନେ ନିଜେ ହିଁ ହୋଇଥାନ୍ତି ।

ତେବେ ସେହି ପରି ଏକ ଘଟଣା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ବେଳେ ଜାହକୁ ବର୍ତମାନ ସମୟ ରେ ବହୁତ ଲୋକ ମାନେ ଦେଖି ସାରିଲେଣି । ସେହି ପରି ବେଳେ ଆପଣ ମାନଙ୍କୁ ବନ୍ଧୁଗଣ ଆମେ ସେହି ଭିଡ଼ିଓ ଅସଲ ଘଟଣା କଣ ହୋଇଥିଲା ସେହି ବିଷୟ ରେ ଜଣେଇବୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯେଉଁ ଭିଡ଼ିଓ ବିଷୟ ରେ ଏଠାରେ କହୁଛି ସେହି ଭିଡ଼ିଓ ରେ ଦେଖିବା ପାଇଁ ପାଇବେ କି ଜଣେ ସ୍ତ୍ରୀ ନିଜର ସ୍ୱାମୀ ଙ୍କୁ ନିଜର ଘର ସାମ୍ନା କୁ ଛାଡିବାକୁ ଆସୁଛି ।

DELIVERY BOY

ଜାହଙ୍କ ସ୍ୱାମୀ ଅଫିସ୍ କାମ ରେ ବାହାର କୁ ଯାଉଛନ୍ତି । ପରେ ସ୍ତ୍ରୀ ର ଆରମ୍ଭ ହୋଇଜାଉଛି ସ୍ତ୍ରୀ ର ଅସଲ କାରନାମା ତେବେ ସ୍ୱାମୀ ଅଫିସ କୁ ଯିବା ପରେ ପରେ ଏକ ଫୁ଼ଡ ଡେଲିଭରି ବୟ ଆସି ପହଁଚିଜାଉଛନ୍ତି । ଏବଂ ପରେ ସେହି ଫୁ଼ଡ ଡେଲିଭରି ବୟ ଫୁଡ ଅର୍ଡର କୁ ଡେଲିଭରି କରିବା ସହିତ ନିଜର ପେମେଣ୍ଟ ନେଉଛନ୍ତି । ହେଲେ ସ୍ତ୍ରୀ ର ସେହି ସମୟ ରେ ସ-ମନ୍ଧ ରଖିଭାର ଇଚ୍ଛା ପ୍ରବଳ ଜାଗ୍ରତ ହେଉଥିବାର ଦେଖିବା ପାଇଁ ମିଳୁଛି ।

ଜାହା ପରେ ପରେ ସେହି ମହିଳା ଜଣଙ୍କ ସେହି ଡେଲିଭରି ବୟ କୁ ନିଜର ଘର ମଧ୍ୟ କୁ ଟାଣି ନେଇଜାଉଛନ୍ତି । ଏବଂ ସେହି ପରି ବେଳେ ସେ ତାଙ୍କ ସହିତ ସଂ-ମ୍ପ-ର୍କ ସ୍ଥାପନା କରିବା ସହିତ କିଛି ସମୟ ପରେ ପୁଣି ଥରେ ଡେଲିଭରି ବୟ ଦେହର ପୋଷାକ ବାହାର କରି ବାହାର କୁ ଆସୁଛି । ଏବଂ ପୁଣି ଥରେ ନିଜର ଡେଲିଭରି ସାମଗ୍ରୀ କୁ ନେଇ ସେଠାରୁ ପଳେଇଯାଉଛି । ତେବେ ଏହାର ସିସିଟିଭି ଫୁଟେଜ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *